Yearly Archives

2026

ବାଇକ ଚାଳକଙ୍କୁ ମାଡ ମାରି ଲୁଟ ଘଟଣାରେ ୫ ଡ଼କାୟତ ଗିରଫ , ଲୁଟ୍ ସାମଗ୍ରୀ ଜବତ ।

ବାଲିଗୁଡ଼ା, ୧୦/୦୬(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଲା ବଡ଼ ସଫଳତା । ୫ ଡକାୟତ ଙ୍କୁ ବାନ୍ଧିଲା ବାଲିଗୁଡ଼ା ପୋଲିସ୍ ।ବାଲିଗୁଡ଼ା-ଖମଣଖୋଲ ରାସ୍ତା ଡାବୁଡାକା ଘାଟିରେ ହୋଇଥିଲା ଡ଼କାୟତି । ଜଣେ…
Read More...

ପୋଲସରା ବିଜେପିର “ସଂକଳ୍ପରୁ ସିଦ୍ଧି” କାର୍ଯ୍ୟକ୍ରମ।

ପୋଲସରା (ପିପିଟି): ଦେଶର ସର୍ବାଧିକ ସମୟ ୪,୩୯୯ ଦିନ ଧରି ଜନ ସାଧାରଣଙ୍କ କଲ୍ୟାଣ ସକାଶେ ଅହରହ ସଂଗ୍ରାମ ଜାରି ରଖି ଇତିହାସ ସୃଷ୍ଟି କରି ଚାଲିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଦୀର୍ଘାୟୁ, ସୁସ୍ଥ ନିରାମୟ ଜୀବନ…
Read More...

ପୋଲସରାରେ “ଉଲ୍ଲାସ” ତାଲିମ କାର୍ଯ୍ୟକ୍ରମ।

ପୋଲସରା,୧୦/୦୬ (ପିପିଟି): ପୋଲସରା ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ପକ୍ଷରୁ "ଉଲ୍ଲାସ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ପିଏମ୍ ଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ଠାରେ ଏହି ଏକ ଦିବସୀୟ କାର୍ଯ୍ୟକ୍ରମ…
Read More...

ଚଳନ୍ତା ଟ୍ରାକ୍ଟରରୁ ଖସି ନାବାଳକ ମୃତ ।

ବାଲିଗୁଡା, ୧୦/୬(ପିପିଟି): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ରେ ଏକ ଅଭାବନୀୟ ଘଟଣା ଘଟିଛି । ବୁଧବାର ଦିନ ଗୋଟିଏ ଚଳନ୍ତା ଟ୍ରାକ୍ଟର ରୁ ଖସି ପଡ଼ି ଜଣେ ନାବାଳକ ର ମୃତ୍ୟୁ ଘଟଣା ଅଞ୍ଚଳ ରେ ଶୋକ ର ଛାୟା…
Read More...

ଜିଲ୍ଲା ସ୍ବେଚ୍ଛାସେବୀ ସମ୍ମିଳନୀର ଆଲୋଚନା ଚକ୍ର ଓ ପ୍ରଶିକ୍ଷଣ ଶିବିର ।

ଯାଜପୁର,୧୦/୦୬ (ପିପିପି): ଯାଜପୁର ଜିଲ୍ଲା କୋରେଇ ବ୍ଲକ୍ ଅନ୍ତର୍ଗତ ପାଣିକୋଇଲି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସ୍ବେଚ୍ଛାସେବୀ ଫୋରମର ଏକ ଜିଲ୍ଲା ସ୍ତରୀୟ ଆଲୋଚନା ଚକ୍ର ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଆଜିର…
Read More...

ଦେବସ୍ନାନ ପୂର୍ଣ୍ଣିମା, ବ୍ୟାପକ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ମୁଖ୍ୟାଳୟରେ ଡିଜିପିଙ୍କ ଉଚ୍ଚସ୍ତରୀୟ…

କଟକ,୧୦/୦୬:ଆସନ୍ତା ଜୁନ୍ ୨୯ ତାରିଖରେ ମହାପ୍ରଭୁଙ୍କ ପବିତ୍ର ଦେବାସ୍ନାନ ପୂର୍ଣିମା ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଦେବସ୍ନାନ ପୂର୍ଣ୍ଣିମା ଉତ୍ସବକୁ ସୁରକ୍ଷିତ, ଶୃଙ୍ଖଳିତ ପରିବେଶ ମଧ୍ୟରେ ସମ୍ପନ୍ନ…
Read More...

ସୁଧାଂଶୁ ଶେଖର ବଡ଼ପଣ୍ଡା ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗର ସଦସ୍ୟ ଭାବେ ଶପଥ ଗ୍ରହଣ କଲେ ।

ଭୁବନେଶ୍ୱର, ୧୦/୦୬(ପିପିଟି): ସୁଧାଂଶୁ ଶେଖର ବଡ଼ପଣ୍ଡା ଆଜି ପୂର୍ବାହ୍ନ ୧୧:୦୦ ଟାରେ ଭୁବନେଶ୍ୱରସ୍ଥିତ ଓଇଆରସିର ଶୁଣାଣି ପ୍ରକୋଷ୍ଠରେ ଆୟୋଜିତ ଏକ ସମାରୋହରେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗର ସଦସ୍ୟ ଭାବେ ଶପଥ ଗ୍ରହଣ…
Read More...