ପାଣିକୋଇଲିର ସବିତା ହେଲ୍‌ଥ କେୟାର ସହଯୋଗରେ ସେବା ସଂକଳ୍ପ ଅଭିଯାନ, ନିଃଶୁଳ୍କ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ।

0 60

କୋରେଇ, ୨୭/୦୯ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ୨୫ବର୍ଷ ସେବା ଏବଂ ସମର୍ପଣର ସେବା ସଂକଳ୍ପ ଅଭିଯାନ ଉପଲକ୍ଷେ ମାନ୍ୟବର କୋରେଇ ବିଧାୟକ ତଥା ଯାଜପୁର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ  ଆକାଶ ଦାସନାୟକଙ୍କ ନେତୃତ୍ୱରେ କୋରେଇ ଭାରତୀୟ ଜନତା ପାର୍ଟି ତରଫରୁ ଏବଂ ପାଣିକୋଇଲି ସବିତା ହେଲ୍‌ଥ କେୟାର ଡ. ଦେବାଶିଷ ମହାନ୍ତିଙ୍କ ସହଯୋଗରେ ଏକ ବିଶାଳ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ରବିବାର ସକାଳ ୯ ଘଟିକା ଠାରୁ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ପାଣିକୋଇଲି ସ୍ଥିତ ପି.ଏ୍‌.ଶ୍ରୀ ପାଣିକୋଇଲି ଉଚ୍ଚ ବିଦ୍ୟାଳୟ ଠରେ ଅନୁଷ୍ଠିତ ହୋଇଯାଇଛି । ଏହି ନିଃଶୁଳ୍ପ ସ୍ୱାସ୍ଥ୍ୟ ଶିବିରରେ ୧୫୬୦ରୁ ଉର୍ଦ୍ଧ୍ୱ ରୋଗୀଙ୍କୁ ଚିକିତ୍ସିତ କରାଯାଇ ଔଷଧ ବଂଟନ କରାଯାଇଥିଲା । ଏହି ନିଃଶୁଳ୍କ ସେବା ଶିବିରରେ ସମ୍ପୂର୍ଣ୍ଣ ମାଗଣା ପରାମର୍ଶ, ଚିକିତ୍ସା ଓ ଔଷଧ ପ୍ରଦାନ କରାଯାଇଥିଲା । ଏହି ଶିବିରରେ ମେଡିସିନ୍ ବିଭାଗ, ମଧୁମେହ ରୋଗ ବିଭାଗ, ସ୍ନାୟୁରୋଗ ବିଭାଗ, ଇ.ଏନ୍‌.ଟି. (କାନ, ନାକ ଓ ଗଳା ବିଭାଗ), ଚର୍ମ ରୋଗ ବିଭାଗ, ଦନ୍ତ ରୋଗ ବିଭାଗ, ଚକ୍ଷୁ ରୋଗ ବିଭାଗ, ଅସ୍ଥି ଓ ହାଡ ଜନିତ ରୋଗ ବିଭାଗ, ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଭାଗ ଓ ଶିଶୁ ରୋଗ ବିଭାଗର ଅଭିଜ୍ଞ ଓ ସୁନାମଧନ୍ୟ ପ୍ରଫେସର ମାନଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣା ଔଷଧ ବିତରଣ କରାଯାଇଥିଲା । ଏହି ସ୍ୱାସ୍ଥ୍ୟ ଶିବିରରେ ନ୍ୟୁରୋଲୋଜି ବିଭାଗର ଡ. ଦେବେନ୍ଦ୍ର ବିଶ୍ୱାଳ, ମେଡିସିନ୍ ବିଭାଗର ଡ. ଦିପକ କୁମାର ବେହେରା, ଡ. ହିଂମାଶୁ କୁମାର, ଡ. ସତ୍ୟଜିତ୍ ସାହୁ, ସର୍ଜରୀ ବିଭାଗର ଡ. ଜିତେନ୍ଦ୍ର କମୁାର ସୋରେନ୍‌, ଇ.ଏନ୍‌.ଟି. ବିଭାଗର ଡ. ସନ୍ତୋଷ କୁମାର ପତି, ଓ ଏଣ୍ଡ୍ ଜି. ବିଭାଗର ଡ. ନିହାର ରଞ୍ଜନ ରାଉତ, ୟୁରୋଲୋଜି ବିଭାଗର ଡ. ଦିବ୍ୟଜ୍ୟୋତି ଦାସ, ଶିଶୁ ରୋଗ ବିଭାଗର ଡ. ଗୌତମ କୁମାର ସାହୁ ଓ ଡ. ଲର୍ଡ ବିକ୍ରମଜିତ୍ ରାଉତରାୟ, ଚର୍ମରୋଗ ବିଭାଗର ଡ. ରିଷଭ ମହାପାତ୍ର, ଚକ୍ଷୁ ରୋଗ ବିଭାଗର ଡ. ଅନନ୍ୟା ବେହେରା, ଦାନ୍ତ ବିଭାଗର ଡ. ବିଶ୍ୱଜିତ୍ ବେହେରା, ଏଣ୍ଡୋକ୍ରାଇନ୍‌ଲୋଜି ବିଭାଗର ଡ. ବିକାଶ ପଣ୍ଡା, ନିହାର ରଞ୍ଜନ ମିଶ୍ରଙ୍କ ଭଳି ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ବିଭିନ୍ନ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ତହସିଲଦାର ବ୍ୟାସନଗର ପ୍ରଶାନ୍ତ କୁମାର ପୁହାଣ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଦିପ୍ତିମୟୀ କୁଅଁର, ଜିଲ୍ଲା ସହ-ସଂପାଦକ ଅଯୋଧ୍ୟା ଜେନା, କୋରେଇ ବିଧାୟକଙ୍କ ପ୍ରତିନିଧି ଧନେଶ୍ୱର ବାରିକ, ରସୁଲପୁର ବିଧାୟକଙ୍କ ପ୍ରତିନିଧି ପ୍ରହଲ୍ଲାଦ ପଣ୍ଡା, କୋରେଇ ସାଂସଦ ପ୍ରତିନିଧି ପ୍ରମୋଦ କୁମାର ସାହୁ, ରାଜ୍ୟ ପରିଷଦ ସଭ୍ୟ ପ୍ରକାଶ କୁମାର ଧଳ, ଏସ୍‌.କେ. ଜହର ଅଲ୍ଲୀ, ପାଣିକୋଇଲି ସରପଂଚ ପଦ୍ମାବତୀ ପଣ୍ଡା, ସୂର୍ଯ୍ୟନାରାୟଣ ପଣ୍ଡା, ପ୍ରଶାନ୍ତ ନାଥ, ନିରଞ୍ଜନ ନାୟକ, ଜଗଦିଶ୍ୱେର ମଲ୍ଲିକ, ଉପେନ୍ଦ୍ର ପାତ୍ର, ଦେବେନ୍ଦ୍ର ସ୍ୱାଇଁ, ବିନୋଦ ଜେନା, ବିକାଶ ଜେନା, ଅଜିତ ରାଉତ, ଆଲୋକ ପରିଡା, ଅକ୍ଷୟ ସାହୁ, ସୁଶାନ୍ତ ମଲ୍ଲିକ, ମୋନାଲିସା ବେହେରା, ବୀଣାପାଣି ଜେନା, ମନୋଜ ପାଢୀ, ପ୍ରୀତିରଞ୍ଜନ ସାହୁ, ବ୍ରାହ୍ମଣୀଦେବୀ ମଣ୍ଡଳ ସଭାପତି ରାକେଶ ଜେନା, ବୈତରଣୀ ମଣ୍ଡଳ ସଭାପତି ଆଲୋକ ମଲ୍ଲିକ, ଖରସ୍ରୋତା ମଣ୍ଡଳ ସଭାପତି ଭାସ୍କର ସାହୁ, ପ୍ରିୟବ୍ରତ ସାହୁ, ସନ୍ଦୀପ ପରିଡା, ଚନ୍ଦନ ପରିଡା, ରାଜେଶ ରାଉତ, ପ୍ରକାଶ କୁମାର ଜେନା, ଶୁଭୋଜିତ୍ ରାୟ, ସତ୍ୟବ୍ରତ ଜେନା, ସାଦକପୁର ସରପଂଚ ରବିନ୍ଦ୍ର ବେହେରା, ପାଟରଙ୍ଗା ସରପଂଚ ରଞ୍ଜନ କୁମାର ଦାସ, ଅଶୋକ କୁମାର ବାରିକ, ଚିନ୍ତାମଣି ରାଉତ, ମୁଳାପାଳ ସରପଂଚ ଜୟନ୍ତ କୁମାର ନାୟକ, ଅଦୈତ ଦାସ, ରଞ୍ଜନ କୁମାର ଦେଓ, ବରୁଣ୍ଡେଇ ସମିତି ସଭ୍ୟ ରଶ୍ମିରଞ୍ଜନ ପରିଡା, ହଳଦୀଗଡିଆ ସମିତି ସଭ୍ୟ ଉଦୟ ନାୟକ, ଦୀପକ ଦାସ, ଆଲୋକ ଦାସ, ଲକ୍ଷ୍ମୀଧର କରଣ, ପୁର୍ଣ୍ଣଚନ୍ଦ୍ର ସାହୁ, ସୁବ୍ରତ ସ୍ୱାଇଁ, ସୁବ୍ରତ ପଣ୍ଡା, କାର୍ତିକ ସାହୁ, ବନ୍ଦାଳେ ସରପଂଚ ବିଷ୍ଣୁ ଚରଣ ରଥ, ଉଦୟନାଥ ପରିଡା, ସନ୍ତୋଷ ବେହେରା, ଅଜୟ ସାହୁ, ପଦ୍ମନାଭ ମଲ୍ଲିକ, କାର୍ତିକ ସାହୁ, ସଞ୍ଜିବ ନାୟକ, ବିମ୍ବାଧର ସାହୁ, ପ୍ରଫୁଲ୍ଲ ମାଝୀ, ଗୋଳେଇପୁର ସରପଂଚ ସସ୍ମିତା ମାଝୀ, ଭାନୁପ୍ରଭା କରଣ, ପ୍ରେମେଶ ମହାକୁଡ, ପ୍ୟାରିମୋହନ ବାରିକ, ପ୍ରେମାନନ୍ଦ ବାରିକ, ସୌମ୍ୟରଞ୍ଜନ ସାହୁ, ତାପସ କୁମାର ଦାସ, ନେପାଳ ଚନ୍ଦ୍ର ପୁରୀ, କୁନା ମହାରଣା, ଗୟାଧର ସେନାପତି, ଅନିରୁଦ୍ଧ ବାରିକ, ଅଞ୍ଜନ ଦାସ, ଯଶୋବନ୍ତ ଦାସ, ପ୍ରକାଶ ବାରିକ, ପ୍ରମୂଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.