Yearly Archives

2026

୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ୱର,୧୫/୦୮(ପିପିଟି):୮୦ ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ରାଜଧାନୀ ଭୁବନେଶ୍ୱରର ମହାତ୍ମା ଗାନ୍ଧୀ ମାର୍ଗରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଜାତୀୟ…
Read More...

ଭୀମଟାଙ୍ଗି ପାର୍କରେ ସ୍ଵାଧୀନତା ଦିବସ ପାଳିତ ।

ଭୁବନେଶ୍ୱର,୧୫/୦୮(ପିପିଟି):ଭୀମେଶ୍ଵର ମନ୍ଦିର ପାର୍କ ଭ୍ରମଣକାରୀ ସଂଘ, ଭୀମଟାଙ୍ଗି ତରଫରୁ ପାର୍କ ପରିସର ମଧ୍ୟରେ ସ୍ଵାଧୀନତା ଦିବସ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ଭ୍ରମଣକାରୀ ସଂଘର ଉପସଭାପତି ମଦନମୋହନ…
Read More...

ଯାଜପୁରରେ ବୈତରଣୀର ବିପଦ ସଙ୍କେତ ଟପିଲା ଜଳସ୍ତର: ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ପରଖିଲେ ଜିଲ୍ଲାପାଳ ।

ଯାଜପୁର, ତା ୧୪.୦୮.୨୦୨୬ ରିଖ: ବୈତରଣୀ ନଦୀର ଉପରମୁଣ୍ଡରେ ସୃଷ୍ଟ ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ଯାଜପୁର ଜିଲ୍ଲାରେ ପୁନର୍ବାର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆଖୁଆପଦାଠାରେ ବୈତରଣୀ ନଦୀର ବିପଦ ସଙ୍କେତ ୧୮.୩୩…
Read More...

ମିନି ମାରାଥନ ଦୌଡ଼ ପ୍ରତିଯୋଗିତା : ୪୦୦ରୁ ଉର୍ଦ୍ଧ ଯୁବକ ଯୁବତୀ ସାମିଲ ।

ବାଲିଗୁଡା, ୧୪/୦୮ : (ପିପିଟି): ଉପଖଣ୍ଡ ପ୍ରଶାସନ ତଥା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୂଲ୍ୟରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ରେ ଉପଖଣ୍ଡ ସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ଉପଲକ୍ଷେ…
Read More...

ରେଭେନ୍ସା କୁଳପତିଙ୍କ ଇସ୍ତଫା ଦାବି ।

ପାଗା,୧୪/୦୮: ରେଭେନ୍ସା କୁଳପତିଙ୍କ ଇସ୍ତଫା ଦାବି କଲେ କଲେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସାମାଜିକ ଗଣମାଧ୍ୟମର ଅଧ୍ୟକ୍ଷ ବିଶ୍ବଜିତ ମହାନ୍ତି । "ଯେଉଁ କୁଳପତି ରେଭେନ୍ସା ବିଶ୍ଵବିଦ୍ୟାଳୟର ସମ୍ପତ୍ତିର ଅନଧିକୃତ…
Read More...

କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମାବଳୀର କଡ଼ାକଡ଼ି ଅନୁପାଳନ ଓ ପ୍ରବର୍ତ୍ତନ ଉପରେ ଓଡ଼ିଶା ସରକାରଙ୍କ ଗୁରୁତ୍ୱ ।

ଭୁବନେଶ୍ୱର, ୧୪/୦୮(ପିପିଟି): ରାଜ୍ୟରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁଦୃଢ଼, ବୈଜ୍ଞାନିକ ଓ ଉତ୍ତରଦାୟୀ କରିବା ଉପରେ ଓଡ଼ିଶା ସରକାର ଗୁରୁତ୍ୱାରୋପ କରିଛନ୍ତି । ଉତ୍ସରୁ ବର୍ଜ୍ୟ ପୃଥକୀକରଣ,…
Read More...

ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ ।

କଟକ,୧୪/୦୮(ପିପିଟି):ସମାଜରେ ବଢ଼ୁଥିବା ସାଇବର ଅପରାଧର ମୁକାବିଲା କରିବା ସହ ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କୁ ସୁରକ୍ଷିତ, ସଚେତନ ଓ ଦାୟିତ୍ୱବାନ ଡିଜିଟାଲ୍ ନାଗରିକ ଭାବେ ଗଢ଼ି ତୋଳିବା ଉଦ୍ଦେଶ୍ୟରେ ଓଡ଼ିଶା ପୋଲିସ,…
Read More...

ଏନସିସି ଛାତ୍ରୀମାନଙ୍କ ଦ୍ୱାରା “ହର୍ ଘର୍ ତ୍ରିରଙ୍ଗା” ରାଲି ।

ପୋଲସରା ,୧୪/୦୮(ପିପିଟି): ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ୨(ଓ)ବାଳିକା ବାଟାଲିୟାନ ଏନ୍‌.ସି.ସି ରାୟଗଡ଼ା ତରଫରୁ ହରଘର ତିରଙ୍ଗା ରାଲି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି।ଏନ୍.ସି.ସି ଲେଫ୍ଟନାଣ୍ଟ ବିନତା କୁମାରୀ…
Read More...

ବିଭାଜନ ବିଭୀଷିକା ସ୍ମୃତି ଦିବସରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ୟାଣ୍ଡଲ ଶୋଭାଯାତ୍ରା ।

ଛତ୍ରପୁର,୧୪/୦୮(ପିପିଟି): ବିଭାଜନ ବିଭୀଷିକା ସ୍ମୃତି ଦିବସ ଅବସରରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଶୁକ୍ରବାର କ୍ୟାଣ୍ଡଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଜିଲ୍ଲାପାଳ…
Read More...