Yearly Archives

2026

ଅଂଶୁଘାତରେ ଚାଷୀଙ୍କ ମୃତ୍ୟୁ ।

ବେଲଗୁଣ୍ଠା,୨୧/୦୫(ପିପିଟି):ବର୍ତ୍ତମାନ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢୁଥିବା ବେଳେ ସକାଳ ୯ ଘଣ୍ଟା ପର ଠାରୁ ସନ୍ଧ୍ୟା ୫ ଘଣ୍ଟା ପର୍ଯ୍ୟନ୍ତ ଘରୁ ବାହାରକୁ ଗୋଡ଼ କାଢ଼ିବା ଅସମ୍ଭବ ହେଉଛି। ପ୍ରବଳ ଖରା ସହିତ ଅସହ୍ୟ…
Read More...

କିଶୋରୀ ସଶକ୍ତିକରଣ ଓ ବାଲ୍ୟ ବିବାହ ସମ୍ପୂର୍ଣ ଶେଷ କରିବା ପାଇଁ ଜିଲ୍ଲାସ୍ତରୀୟ କାର୍ଯ୍ୟ ଖସଡ଼ାର ଉନ୍ମୋଚନ ।

ଛତ୍ରପୁର,୨୧/୦୫(ପିପିଟି): କିଶୋରୀମାନେ ପରିବାରର ବୋଝ ନୁହନ୍ତି । ସେମାନେ ଦେଶର ସ୍ୱର୍ଣ୍ଣିମ ଭବିଷ୍ୟତ । ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା-ସୁଯୋଗ ତାସହିତ ସୁରକ୍ଷା ଓ ସମ୍ମାନ ଯୋଗାଇଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ ।…
Read More...

ନିଶା ନେଲା ଶିଶୁକନ୍ୟାର ଜୀବନ ।

ଅମର୍ଦ୍ଦାରୋଡ଼,୨୧/୦୫: ବାଲେଶ୍ବର ଜିଲା, ରୂପସା ଥାନା ଗଡ଼ପଦା ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଡ଼ାଙ୍ଗିରି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ନିଶାଶକ୍ତ ବାପା ଓ ମାଆଙ୍କ କଳିରେ ଜଣେ ନିରୀହ ଶିଶୁକନ୍ୟାର ଜୀବନ ଚାଲିଯାଇଛି।…
Read More...

ପ୍ରକୃତିର ନିସ୍ତବ୍ଧତା ଭିତରେ ଗ୍ରାମାଞ୍ଚଳ ଶାନ୍ତ ପରିବେଶରେ ଝିଙ୍କାରିର ଝିଁ ଝିଁ ଶଦ୍ଦ।

ବୋଲଗଡ଼,୨୧/୦୫(ପିପିଟି):ପ୍ରତ୍ୟେକ ଗ୍ରାମାଞ୍ଚଳରେ ଲୋକ କଥା ରହିଛି "ଝିଁ.. ଝିଁ.. ଡାକିଲା ଝିଙ୍କାରି ଉଠ ଚଷା ପୁଅ ଧାନ ବୁଣ। ଅକ୍ଷୟ ତୃତୀୟା ମୁଠି ଅନୁକୂଳ ବୈଶାଖ ମାସ ଖରା ହେଲାଣି ଟାଣ। ଜେଷ୍ଠ ରଜ ଜାତ ହୋଇଯିବ ଗଜା ଅଦିନ…
Read More...

ଚାଷୀ ଙ୍କ ପୋଷ୍ଟ କାର୍ଡ ଅଭିଯାନ

ଭବାନୀପାଟଣା,୨୧/୦୫:ଇନ୍ଦ୍ରାବତୀ ବୃହତ୍ ଉଠାଜଳସେଚନ ପ୍ରକଳ୍ପ ଅଞ୍ଚଳ ଚାଷୀ ଧାନ ବିକ୍ରି ପଞ୍ଜିକରଣ ପାଇଁ ଏବେ ପୋଷ୍ଟ କାର୍ଡ ଅଭିଯାନ ଆରମ୍ଭ କରିଛନ୍ତି। କୃଷକ ସଚେତନ ମଞ୍ଚ ପକ୍ଷରୁ ଚାଷୀ ମାନେ ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା…
Read More...

ପ୍ରସବ ସମୟରେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ସ୍ୱାସ୍ଥ୍ୟ କେନ୍ଦ୍ର ପରିଷରରେ ଉତ୍ତେଜନା ।

ବାଣପୁର, ୨୧/୦୫: ବୁଧବାର ସନ୍ଧ୍ୟାରେ ପ୍ରସବ ସମୟରେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଗର୍ଭବତୀ ମହିଳାଙ୍କର ମୃତ୍ୟୁ ହୋଇଯାଇଛି । ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ଡାକ୍ତରଙ୍କ ତ୍ରୁଟିପୂର୍ଣ୍ଣ…
Read More...

କୁମାରୀ ଆରଡି ରାସ୍ତାର ନବୀକରଣ ଓ ପ୍ରସସ୍ତିକରଣ, ଶିଳାନ୍ୟାସ କଲେ ବିଧାୟକ।

ଯାଜପୁର,୨୦/୦୫(ପିପିଟି ):ଧର୍ମଶାଳା ବ୍ଲକ ଜାରକା ନିକଟସ୍ଥ ୧୬ ନଂ ଜାତୀୟ ରାଜପଥ ଦେଉଳି ପାହାଡ ଭାୟା କୁମାରୀ ଗାଁ ରାସ୍ତାର ପ୍ରସସ୍ତୀକରଣ ଓ ନବୀକରଣର ଶିଳାନ୍ୟାସ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ…
Read More...

ଏସ ଏଚ ଏସ ଏସ ଚିରିକିପଡାଶାସନ ଛାତ୍ରୀ ଅନ୍ୱେଷା ମିଶ୍ର ବ୍ଲକ ଟପର।

ପୋଲସରା,୨୦/୦୫(ପିପିଟି) :- ଚଳିତ ୨୦୨୬ ଯୁକ୍ତ-୨ ଦ୍ୱିତୀୟ ବର୍ଷ ବାର୍ଷିକ ପରୀକ୍ଷାରେ ଗଞ୍ଜାମ ଜିଲ୍ଲା, ପୋଲସରା ବ୍ଲକ, ଚିରିକିପଡ଼ା ଗ୍ରାମ ପଞ୍ଚାୟତ ସ୍ଥିତ ଶଶିକଳା ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟର ବିଜ୍ଞାନ ବିଭାଗର…
Read More...

ଆଜି ଭଞ୍ଜନଗର ଠାକୁରାଣୀ ଯାତ୍ରାର ଅନ୍ତିମ ଦିବସ ।

ଭଞ୍ଜନଗର, ୨୦/୦୫(ପିପିଟି):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାରେ ଦୀର୍ଘ ୨୫ଦିନ ଧରି ଚାଲିଥିବା ଐତିହାସିକ ଠାକୁରାଣୀ ଯାତ୍ରା ଆଜି ଶେଷ ହେବାକୁ ଯାଉଛି।ମଙ୍ଗଳବାର ସନ୍ଧ୍ୟା ଆଳତୀରେ ଯାତ୍ରା କମିଟି ଉପଦେଷ୍ଟା ତଥା ଭଞ୍ଜନଗର ବିଧାୟକ…
Read More...