ପୋଲସରାରେ ଏ-୧ ଗ୍ରେଡ ଆଶାୟୀ ଛାତ୍ରଛାତ୍ରୀଙ୍କ ଦୁଇ ଦିବସୀୟ ଦକ୍ଷତା ବୃଦ୍ଧି କର୍ମଶାଳା।

ପୋଲସରା ,୧୪/୧୦(ପିପିଟି): ପୋଲସରା ପୌରପରିଷଦ ସ୍ଥିତ ପିଏମଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ଏବଂ ଲିଙ୍ଗରାଜ ବାଳିକା ଉଚ୍ଚ ବିଦ୍ୟାଳୟରେ ଦୁଇ ଦିବସୀୟ ଏ-୧ ଗ୍ରେଡ ଆଶାୟୀ ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି କର୍ମଶାଳା…
Read More...

ଧର୍ମଶାଳାରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ।

ଧର୍ମଶାଳା୧୪/୧୦(ପିପିଟି ):ବିଜୁ ଜନତା ଦଳ (ବିଜେଡି)ର ସଭାପତି ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ଅକ୍ଟୋବର ୨ ତାରିଖରୁ ଆରମ୍ଭ ହୋଇଥିବା ଜନସମ୍ପର୍କ ପଦଯାତ୍ରା ଧର୍ମଶାଳା…
Read More...

ଲଗାଣ ବର୍ଷାରେ ଭାଙ୍ଗିଲା ଭୂମିହୀନ ମାଳତୀ ଓଝାଙ୍କ ଘର ।

ବୋଲଗଡ଼, ୧୪/୧୦ (ପିପିଟି): ଏ ପଟେ ସରକାର ସବୁ ଗରିବଙ୍କୁ ପକ୍କା ଘର ଦେବାର ଡିଣ୍ଡିମ ପିଟୁଛନ୍ତି, ସେ ପଟେ ବୋଲଗଡ଼ ବ୍ଲକ୍‌ରେ ଜଣେ ଭୂମିହୀନ ଅସହାୟ ପରିବାର ଗତ ଲଗାଣ ବର୍ଷାରେ ନିଜର ଏକମାତ୍ର କୁଡ଼ିଆ ଘର ହରାଇ ଏବେ ସାହି…
Read More...

ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ଅନୁଷ୍ଠିତ ।

ଭୁବନେଶ୍ୱର, ୧୪/୧୦(ପିପିଟି): ଆଗାମୀ ପୌର ନିର୍ବାଚନକୁ ଗୁରୁତ୍ୱ ଦେଇ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ସାଂଗଠନିକ କାର୍ଯ୍ୟକ୍ରମକୁ ଜୋରଦାର କରାଯାଉଛି । ବିଏମସିର ବିଭିନ୍ନ ୱାର୍ଡରେ…
Read More...

କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026ବେଲଗୁଣ୍ଠା ।

ବେଲଗୁଣ୍ଠା,୧୪/୧୦ (ପିପିଟି):ଗାଙ୍ଗପୁର ଥାନା ସିଙ୍ଗିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେକେନ୍ଦୁପଦର କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ 'ସୁରଭି 2026'ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷର ବିଷୟବସ୍ତୁ 'ସମୃଦ୍ଧ ଭାଷା…
Read More...

ସମ୍ପର୍କ ।

ସମ୍ପର୍କ ଏମିତି ଏକ ମାପକାଠି ଯେ କୌଣସି ପ୍ରାଣୀ ହେଉ କି ଜଡ ଜନିଷ ହେଉ ଯୋଡ଼ି ହୋଇ ଯାଏ। ସମ୍ପର୍କ ଯୋଡ଼ିବା ଯେତେ କି କଷ୍ଟ ଭାଙ୍ଗିବା ମଧ୍ୟ ସେତିକି କଷ୍ଟ। ସମ୍ପର୍କ ଏକ ହୃଦୟ ସ୍ପନ୍ଦନ। ମମତାର ବନ୍ଧନ ମାତ୍ର। ଭଲ ପାଇବାରୁ…
Read More...

ଦୁର୍ଗାପୂଜା ପାଇଁ ଭୁବନେଶ୍ୱରରେ ଟ୍ରାଫିକ୍ କଟକଣା ।

ଭୁବନେଶ୍ୱର, ୧୪/୧୦(ପିପିଟି): ଦୁର୍ଗାପୂଜା ଅବସରରେ ରାଜଧାନୀରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ଓ ଟ୍ରାଫିକ୍ ଭିଡ଼କୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ଯାତାୟାତ କଟକଣା ଜାରି କରାଯାଇଛି। ଅକ୍ଟୋବର ୧୬ରୁ ୨୧…
Read More...

ବ୍ରାହ୍ମଣୀ ନଦୀରେ ଡଙ୍ଗାରେ ଚୋରା ମଦ ଚାଲାଣ ଅଭିଯୋଗ ।

ଢେଙ୍କାନାଳ, ୧୪/୧୦: ଚୋରା ମଦ କାରବାର ପାଇଁ ବ୍ରାହ୍ମଣୀ ନଦୀକୁ ନୂଆ ପରିବହନ ମାର୍ଗ ଭାବେ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ମାଛ ଧରିବା ଆଳରେ ଡଙ୍ଗାରେ ଦେଶୀ ମଦ ଓ ନକଲି ବିଦେଶୀ ମଦ ପରଜଙ୍ଗ ଅଞ୍ଚଳରୁ ଆଣି ଓଡ଼ାପଡ଼ା…
Read More...