ଆତ୍ମସମୀକ୍ଷା କରିବାର ସମୟ ଆସିଛି, କିଛି ଭଲ ସାମ୍ବାଦିକଙ୍କ ପାଇଁ ଏବେ ବି ତିଷ୍ଠି ରହିଛି ଚତୁର୍ଥ ସ୍ତମ୍ଭ।
ବୋଲଗଡ଼, ୨୨/୦୯ (ପିପିଟି): ଏମିତି ଏକ ସମୟ ଥିଲା ଯେତେବେଳେ ସାମ୍ବାଦିକ ଶବ୍ଦ ଶୁଣିଲେ ମୁଣ୍ଡ ନଇଁ ଯାଉଥିଲା। ସାମ୍ବାଦିକତା ଏକ ବୃତ୍ତି ନୁହେଁ, ଏକ ତପସ୍ୟା ଥିଲା। ସତ୍ୟ ପାଇଁ ଲଢେଇ, ସମାଜ ପାଇଁ ସମର୍ପଣ। ଅନୁମାନ ୨୦୦୪…
Read More...
Read More...