ଛାତ୍ର ନେତା ହୁଅନ୍ତୁ ବା ଛାତ୍ରୀ ନେତ୍ରୀ, ନିଜେ ଚାଲିବେ ନା ରିମୋଟରେ ଚାଲିବେ ।

ବୋଲଗଡ଼, ୧୬/୧୦(ପିପିଟି): ସଅଳେ ସଅଳେ କଲେଜ ଇଲେକ୍ସନ ସରିଛି। ଜିତିଛନ୍ତି କିଛି ଛାତ୍ରଛାତ୍ରୀ। ଫୁଲମାଳ ପଡୁଛି, ଫଟୋ ଉଠୁଛି। କିନ୍ତୁ ପ୍ରଶ୍ନ ହେଉଛି ଯେଉଁମାନେ ଜିତିଲେ ସେମାନେ କ'ଣ ସତରେ କଲେଜର ଉନ୍ନତି କରିପାରିବେ ?…
Read More...

ଅଭିଭାବକ-ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା କମିଟି ବୈଠକ:ଶିକ୍ଷାର ମାନ ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ।

ବାଲିଗୁଡ଼ା, ୧୬/୧୦(ପିପିଟି): ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ସହ ଛାତ୍ରଛାତ୍ରୀଙ୍କ ସୁରକ୍ଷା, ସଚେତନତା ଓ ବିଦ୍ୟାଳୟର ସାମଗ୍ରିକ ବିକାଶକୁ ଗୁରୁତ୍ୱ ଦେଇ ବାଲିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ବିରାଗୁଡ଼ା ସରକାରୀ ଉଚ୍ଚ…
Read More...

ମିଶନ ଜିରୋ ଗଞ୍ଜେଇ ଚାଷ ଅଭିଯାନ ଆରମ୍ଭ ।

କନ୍ଧମାଳ, ୧୬/୧୦ (ପିପିଟି): କନ୍ଧମାଳ ଜିଲ୍ଲା ପୋଲିସ ପକ୍ଷରୁ ଚଳିତ ବର୍ଷ ୨୦୨୬-୨୭ ଋତୁ ପାଇଁ "ମିଶନ ଜିରୋ କାନାବିସ୍ କଲ୍ଟିଭେସନ" ଅଭିଯାନ ଆରମ୍ଭ କରାଯାଇଛି। ଏହି ଅଭିଯାନ ଅଧୀନରେ କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା…
Read More...

ବୁଗୁଡ଼ା ବ୍ଲକରେ ‘ସେବା ସେତୁ’ ଶିବିର କାର୍ଯ୍ୟକ୍ରମ।

ପୋଲସରା,୧୬/୧୦ (ପିପିଟି) : ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ‘ସେବା ସେତୁ’ ଶିବିର ୧୫/୧୦/୨୬ ତାରିଖ ଦିନ ଆୟୋଜିତ ହୋଇଯାଇଛି । ବୁଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁତିକୃଷ୍ଣ ପାତ୍ରଙ୍କ…
Read More...

ପୋଲସରାରେ ବ୍ଲକ୍ ସ୍ତରୀୟ ପୋଷଣ ମାସ -୨୦୨୬ କାର୍ଯ୍ୟକ୍ରମ।

ପୋଲସରା,୧୬/୧୦ (ପିପିଟି) : ଗଞ୍ଜାମ ଜିଲ୍ଲା ପୋଲସରା ସିଡ଼ିପିଓ କାର୍ଯ୍ୟାଳୟ ପକ୍ଷରୁ ୯ମ ରାଷ୍ଟ୍ରୀୟ ପୋଷଣ ମାସ -୨୦୨୬ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ, ପୋଲସରା ଅଧୀକାରିଣୀ ତିଳୋତମା ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
Read More...

ଚିକିଟି ବ୍ଲକସ୍ତରୀୟ ସୁରଭି-୨୦୨୬ ଉତ୍ସବ।

ଚିକିଟି, ୧୬/୧୦(ପିପିଟି ): ଗଞ୍ଜାମ ଜିଲ୍ଲାର ଚିକିଟି ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସୁନାପୁର ପରିସରରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି।…
Read More...

“ଗୋଟିଏ ସାହାଯ୍ୟରେ କୋଟିଏ ହସ” ଅନୁଷ୍ଠାନ ପକ୍ଷରୁ ସହାୟତା ପ୍ରଦାନ ।

କୋଦଳା ,୧୬/୧୦(ପିପିଟି ):ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଳକ୍ ଅନ୍ତର୍ଗତ ଗୁଡ଼ିଆଳିର କେନ୍ଦୁ ପାଟଣା ସାହିର ୪୪ ବର୍ଷୀୟ ଯୁବକ ସୁଶାନ୍ତ ବାଡ଼ତ୍ୟାଙ୍କ ଦୁଇଟିଯାକ କିଡନୀ ନଷ୍ଟ ହୋଇଯାଇଛି । ସେ ଜଣେ ଅତ୍ୟନ୍ତ ଗରିବ…
Read More...

କୋଟିଆରେ ଆନ୍ଧ୍ରର ନିର୍ବାଚନ ବିଜ୍ଞପ୍ତିକୁ ତୁରନ୍ତ ରଦ୍ଦ କରାନ୍ତୁ ଓଡ଼ିଶା ସରକାର: ଭକ୍ତ ଦାସ ।

ଭୁବନେଶ୍ୱର,କୋଟିଆ ଅଞ୍ଚଳରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ଘଟଣାକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ଭକ୍ତ ଚରଣ ଦାସ ତୀବ୍ର ନିନ୍ଦା କରିଛନ୍ତି।…
Read More...

ଶାନ୍ତି, ଶୃଙ୍ଖଳା ଓ ଭାଇଚାରାର ସହ ମା ଦୁର୍ଗାଙ୍କ ପୂଜା ପାଳନ କରନ୍ତୁ: କେନ୍ଦ୍ରାଞ୍ଚଳ ଆଇଜି ଡଃ ସତ୍ୟଜିତ ନାଏକ ।

କଟକ,୧୬/୧୦(ପିପିଟି) : ମା’ ଦୁର୍ଗାଙ୍କ ପୂଜାକୁ ଶାନ୍ତି, ଶୃଙ୍ଖଳା, ସଦ୍ଭାବ ଓ ଭାଇଚାରାର ସହ ପାଳନ କରିବାକୁ କେନ୍ଦ୍ରାଞ୍ଚଳ ଆରକ୍ଷୀ ମହାନିରୀକ୍ଷକ (ଆଇଜି) ଡଃ ସତ୍ୟଜିତ ନାଏକ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।…
Read More...

ଶିକ୍ଷକଙ୍କ ତାଗିଦକୁ ଆତ୍ମହତ୍ୟା ପାଇଁ ପ୍ରରୋଚନା କୁହାଯାଇପାରିବ ନାହିଁ: ହାଇକୋର୍ଟ ।

କଟକ, ୧୬/୧୦(ପିପିଟି): ଶିକ୍ଷାନୁଷ୍ଠାନରେ ଶୃଙ୍ଖଳା ରକ୍ଷା କରିବା ଏବଂ ନିଶାଦ୍ରବ୍ୟ ସେବନରୁ ନିବୃତ୍ତ ରହିବାକୁ ଛାତ୍ରଛାତ୍ରୀଙ୍କୁ ତାଗିଦ୍ କରିବାକୁ ଆତ୍ମହତ୍ୟା ପାଇଁ ପ୍ରରୋଚନା ବୋଲି ଗ୍ରହଣ କରାଯାଇପାରିବ ନାହିଁ ବୋଲି…
Read More...