ସାହିରେ ପଶିଲା ଜଗତା ନାଳ ପାଣି, ହନ୍ତସନ୍ତ ହେଉଛନ୍ତି ଏରେଗୁଲା ବସ୍ତି ଲୋକେ ।

କୋଦଳା,୨୫/୦୯(ପିପିଟି):ପ୍ରବଳ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ର ବହୁ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ଦେଖାଦେଇଛି । ବିଶେଷକରି ଏନ୍ଏସି ୱାର୍ଡ ନଂ-୨ର ରେଞ୍ଜର ବଙ୍ଗଳା ନିକଟ ଏରେଗୁଲା ସାହିରେ ଜଗତା ନାଳର ପାଣି…
Read More...

ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଯାଜପୁରରେ ଜିଲ୍ଲା ସ୍ତରୀୟ ପ୍ରୋମୋ ରନର ପ୍ରସ୍ତୁତି ବୈଠକ।

​ଯାଜପୁର,୨୪/୦୯(ପିପିଟି): ଆସନ୍ତା ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ ସେପ୍ଟେମ୍ବର ୨୭, ୨୦୨୬ ତାରିଖ ଦିନ ଯାଜପୁର ଜିଲ୍ଲାରେ 'ଓଏମସି ପୁରୀ କୋଷ୍ଟାଲ୍ ମାରାଥନ୍' (OMC Puri Coastal Marathon) ଉଦ୍ଦେଶ୍ୟରେ ଏକ ଜିଲ୍ଲା…
Read More...

ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନିୟମିତ କରିବାକୁ ଦାବିପତ୍ର ପ୍ରଦାନ ।

ପୋଲସରା ‌୨୪/୦୯(ପିପିଟି ): ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅଧୀନରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଏମଆଇଏସ କମ୍ପ୍ୟୁଟର ପ୍ରୋଗ୍ରାମର, କମ୍ୟୁନିଟି ଅର୍ଗାନାଇଜର ଏବଂ ଆକାଉଣ୍ଟାଣ୍ଟ ବୃନ୍ଦଙ୍କ ଚାକିରି…
Read More...

ତାଳସର ଗ୍ରାମ ଚାରିପାଖରେ ପାଣି। ପରିସ୍ଥିତି ଅନୁଧ୍ୟାନ କଲେ କୋଦଳା ତହସିଲଦାର।

ବେଗୁନିଆପଡା ,୨୪/୦୯(ପିପିଟି):ବାତ୍ୟା ଅର୍ଣ୍ଣବରେ ବେଗୁନିଆପଡା ବ୍ଲକରେ ଲଗାଣ ବର୍ଷା ହୋଇଥିବା ଯୋଗୁଁ ଏହି ବ୍ଲକ ଅନ୍ତର୍ଗତ ତାଳସର ପଞ୍ଚାୟତର ଅଧିକାଂଶ ସ୍ଥାନ ଜଳ ମଗ୍ନ ଥିବା ବେଳେ କୋଦଳା ତହସିଲଦାର ବିନ୍ଦୁ ବଳୟ ରାଉତରାୟ…
Read More...

କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ: ଅଞ୍ଚଳ ପରିଦର୍ଶନ କଲେ ଜିଲ୍ଲା ଓ ଉପଖଣ୍ଡ ପ୍ରଶାସନର ଅଧିକାରୀ ।

ଭଞ୍ଜନଗର, ୨୪/୦୯(ପିପିଟି): ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ କଳିଙ୍ଗା ଘାଟି ରାସ୍ତାରେ ସୃଷ୍ଟି ହୋଇଥିବା ସ୍ଥିତିର ସମୀକ୍ଷା ଏବଂ ରାସ୍ତାର ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ ପାଇଁ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣଙ୍କ ସହ…
Read More...

ଲଗାଣ ବର୍ଷାରେ କଳିଙ୍ଗା ଘାଟିରେ ଭୁଶୁଡ଼ିଲା ନିର୍ମାଣାଧୀନ ଗାର୍ଡୱାଲ୍‌, ଅନିର୍ଦ୍ଧିଷ୍ଟ କାଳ ପାଇଁ ସିଲ୍‌ ହେଲା ଘାଟି…

କନ୍ଧମାଳ,୨୪/୦୯(ପିପିଟି): ଲଗାଣ ବର୍ଷାରେ କନ୍ଧମାଳର ପ୍ରମୁଖ ଯାତାୟାତ ମାର୍ଗ କଳିଙ୍ଗା ଘାଟିର ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ଘାଟିର ଅନ୍ଧାରକୋଟ ଅଞ୍ଚଳରେ ନିର୍ମାଣାଧୀନ ରାସ୍ତା ସହ ଗାର୍ଡୱାଲ୍‌ର ଏକ ବଡ଼…
Read More...