ଅଖିଳ ଭାରତ କୁଷକ ସଭା ଅନୁବନ୍ଧିତ ଓଡିଶା କୃଷକ ସଭା ୩ୟ ବେଗୁନିଆପଡା ବ୍ଲକ ସମ୍ମିଳନୀ ଅନୁଷ୍ଠିତ ।

କୋଦଳା,୧୫/୦୯(ପିପିଟି): ଓଡିଶା କୃଷକ ସଭା ୩ୟ ବେଗୁନିଆପଡା ବ୍ଲକ ସମ୍ମିଳନୀ କୋଦଳା ଠାରେ ଅନୁଷ୍ଠିତ ହୋଇଯାଇଛି । କୋଦଳା ଜେଲ ରୋଡ଼ ଠାରୁ ପୁରୁଷ ଓ ମହିଳା ପଟୁଆର ବାହାରି ତହସିଲ କାର୍ଯ୍ୟାଳୟ ଠାରେ ତହସିଲଦାରଙ୍କ ନିର୍ଦ୍ଦେଶ…
Read More...

ସ୍ୱଚ୍ଛ ନାରୀ ଓ ସଶକ୍ତ ପରିବାର ଅଭିଯାନ ଶୁଭାରମ୍ଭ ।

ମାଲକାନଗିରି, ୧୫/୦୯(ପିପିଟି):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୭ ସେପ୍ଟେମ୍ବର ୨୦୨୫ରେ ‘ସ୍ୱସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ’ ଶୁଭାରମ୍ଭ କରିବାକୁ ଯାଉଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲାପାଳଙ୍କ…
Read More...

ବନ୍ଥପଲ୍ଲୀ ପଂଚାୟତ ସ୍ତରୀୟ ମିଳିତ ଜନଶୁଣାଣୀ ।

ପୋଲସରା,୧୫/୦୯ (ପିପିଟି) : ପୋଲସରା ବ୍ଲକ ବନ୍ଥପଲ୍ଲୀ ପଞ୍ଚାୟତ ରେ ସୋମବାର ଗ୍ରାମ ପଞ୍ଚାୟତ ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ବିଡ଼ିଓ ଶଶୀ ଭୂଷଣ ମହାପାତ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ…
Read More...

କୋରକୁଣ୍ଡା ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ।

ମାଲକାନଗିରି, ୧୫/୦୯(ପିପିଟି):ଆଜି କୋରକୁଣ୍ଡା ବ୍ଲକ୍ କାର୍ଯ୍ୟାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଓ ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ୍ ଉପସ୍ଥିତ ରହି…
Read More...

ଆଜିଠାରୁ ଷୋହଳ ପୂଜା ଆରମ୍ଭ : ଜିଲ୍ଲାର ମାହେଶ୍ୱରୀ ପୀଠ ଉତ୍ସବ ମୁଖର ।

ସୁବର୍ଣ୍ଣପୁର ,୧୪/୦୯(ପିପିଟି ):ଆଜିଠାରୁ ମାଁ ମାହେଶ୍ୱରୀ ପୀଠ ମାନଙ୍କରେ ଷୋହଳ ପୂଜା ଆରମ୍ଭ ହୋଇଯାଇଛି।ଏଥିପାଇଁ ସୁବର୍ଣ୍ଣପୁର ଜିଲାର ବିଭିନ୍ନ ଅଞ୍ଚଳରେ ରହିଥିବା ମାଁ ମାହେଶ୍ୱରୀଙ୍କ ଶକ୍ତିପୀଠ ଉତ୍ସବ ମୁଖରିତ…
Read More...

ମେଣ୍ଡା ଗ୍ରାମକୁ ବ୍ଲକ ଘୋଷଣା ଦାବିରେ କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟ ପଞ୍ଚାୟତିରାଜଙ୍କୁ ଭେଟି ଦାବିପତ୍ର ପ୍ରଦାନ ।

ସୁବର୍ଣ୍ଣପୁର ,୧୪/୦୯(ପିପିଟି ):ସୁବର୍ଣ୍ଣପୁର ଜିଲ୍ଲାର ସର୍ବପୁରାତନ ଓ ସର୍ବବୃହତ ଗ୍ରାମ ମେଣ୍ଡା ଗ୍ରାମକୁ ଏକ ବ୍ଲକ କରିବା ଦାବି ନେଇ ମେଣ୍ଡା ଗ୍ରାମବାସୀ ଓ ଆଖପାଖରେ ଥିବା ପଞ୍ଚାୟତ ର ଏକ ପ୍ରତିନିଧି ମଣ୍ଡଳୀ ରବିବାର…
Read More...

ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଗୁରୁପୂଜନ କାର୍ଯ୍ୟକ୍ରମ ।

ଭଞ୍ଜନଗର, ୧୪/୦୯(ପିପିଟି ):ସମାଜର ଦର୍ପଣ କହିଲେ ଗୁରୁକୁ ବୁଝାଏ। ଜଣେ ଛାତ୍ରର ଉଜ୍ବଳ ଭବିଷ୍ୟତ ଜଣେ ଗୁରୁ ଉପରେ ନିର୍ଭର କରିଥାଏ। ଜ୍ଞାନର ଶେଷ କଣିକା ପର୍ଯ୍ୟନ୍ତ ସେ ତାର ଶିଷ୍ୟକୁ ଦେବା ପାଇଁ ନିରନ୍ତର ଚେଷ୍ଟିତ। ତେଣୁ…
Read More...

ରାଜ୍ ୟୁଥ୍ ଫାଉଣ୍ଡେସନ ପକ୍ଷରୁ ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ଓ ପ୍ରତିଭା ସମ୍ମାନ ଅନୁଷ୍ଠିତ।

ବୋଲଗଡ,୧୪/୦୯(ପିପିଟି):ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଅନ୍ତର୍ଗତ ରାଜସୁନାଖଳା ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣୀ ମଣ୍ଡପ ସଭାଗୃହରେ ରାଜ୍ ୟୁଥ୍ ଫାଉଣ୍ଡେସନ, ରାଜସୁନାଖଳା ପକ୍ଷରୁ ରାଜ୍ୟ ସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ଓ…
Read More...

ରାସ୍ତାରେ ଗାଈଗୋରୁ ଛାଡ଼ିଲେ ହେବ କାର୍ଯ୍ୟାନୁଷ୍ଠାନ; ମାଲିକଙ୍କୁ ସଚେତନ କଲା ଭଞ୍ଜନଗର ଏନଏସି ।

ଭଞ୍ଜନଗର, ୧୪/୦୯(ପିପିପି): ଭଞ୍ଜନଗର ସହର ସାରା ଗତ କିଛି ମାସ ହେଲା ଗାଈଗୋରୁଙ୍କ ଦ୍ୱାରା ରାସ୍ତା ଅବରୋଧ ହେବା ସହ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି।ଯାହାକୁ ନେଇ ସାଧାରଣ ଲୋକଙ୍କ ସମେତ ଜରୁରୀକାଳୀନ ସେବା ଯୋଗାଉଥିବା…
Read More...

ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ସୁସ୍ଥ ନାରୀ ଓ ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ ସମ୍ପର୍କିତ ବୈଠକ ଅନୁଷ୍ଠିତ।

ଯାଜପୁର,୧୩/୦୯(ପିପିଟି):ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗକୁ ନେଇ ସୁସ୍ଥ ନାରୀ ଓ ସଶକ୍ତ ପରିବାର ଅଭିଯାନ ସମ୍ପର୍କିତ ଏକ ସମନ୍ଵୟ…
Read More...