ନିରୀହ ବନ୍ୟଜନ୍ତୁଙ୍କ କଥା ଭାବି ଜଙ୍ଗଲରେ ନିଆଁ ଲଗାନ୍ତୁ ନାହିଁ : ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ, ବ୍ରହ୍ମପୁର ।
ବ୍ରହ୍ମପୁର,୦୨/୦୨(ପିପିଟି): ଗ୍ରୀଷ୍ମ ଋତୁ ଉପନୀତ। ଜଙ୍ଗଲରେ ନିଆଁ ଲାଗିବା ଆରମ୍ଭ ହୋଇଛି। ଏବର୍ଷ ଅନ୍ୟ ବର୍ଷ ତୁଳନାରେ ଅଧିକ ରୌଦ୍ରତାପ ପରିଲିକ୍ଷିତ ହେଲାଣି । ଜଙ୍ଗଲରେ ନିଆଁ ଲଗେଇଲେ ନିରୀହ ବନ୍ୟଜନ୍ତୁମାନେ ନାହିଁ ନ…
Read More...
Read More...