ବୁର୍ଲାରେ ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ ।

ବୁର୍ଲା ,୦୧/୦୪:ଶିକ୍ଷାର ନଗରୀ ବୁର୍ଲା ସହରରେ ଜାତିୟ ଗୌରବର ପ୍ରତୀକ ତଥା ଓଡ଼ିଶାର ମୌଡମଣି ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ପ୍ରତି ଅସମ୍ମାନ ହୋଇଥିବା ଅଭିଯୋଗ ହୋଇଛି । ସହରର ଗୋପବନ୍ଧୁ ଛକରେ ସ୍ଥାପିତ…
Read More...

ବ୍ରହ୍ମବରଦା ଥାନା ହାଜତରୁ ଚୋର ଚମ୍ପଟ୍ ଘଟଣା : ମୁଖ୍ୟ ଅଭିଯୁକ୍ତ ସହ ମୋଟ ୪ଜଣ କୋର୍ଟ ଚାଲାଣ ।

ଯାଜପୁର,୩୧/୦୩(ପିପିଟି):ଯାଜପୁର ଜିଲା ବ୍ରହ୍ମବରଦା ଥାନା ହାଜତ ପରିସରରୁ ଶୁକ୍ରବାର ଭୋର ସମୟରେ ଜଣେ ଅଭିଯୁକ୍ତ ଚମ୍ପଟ ମାରି ଥିଲା । ଯାହାକୁ ନେଇ ଜିଲା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟି ଥିଲା । ଘଟଣାର ୨୪ ପୂର୍ବରୁ…
Read More...

ଜାତୀୟ ପୁରସ୍କାର ପାଇବ ଗଞ୍ଜାମ ଜିଲ୍ଲାର ପୋଟଲାମପୁର ଓ ମନ୍ଦାର ଗ୍ରାମପଞ୍ଚାୟତ ।

ଛତ୍ରପୁର,୩୧/୦୩(ପିପିଟି): ଗଞ୍ଜାମ ଜିଲ୍ଲାର ୨ଟି ପଞ୍ଚାୟତକୁ ଜାତୀୟ ପୁରସ୍କାର ମିଳିବାକୁ ଯାଉଛି। ଛତ୍ରପୁର, ପୋଲସରା ବ୍ଲକ୍‌ ଏହି ଗୌରବ ଆଣିଛନ୍ତି। ଦୀନ ଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ଯୋଜନାରେ ୨ଟି…
Read More...

୧ ଏପ୍ରିଲରୁ ୧୫ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ଚାଲିବ ସ୍ୱ-ଗଣନା ।

ଛତ୍ରପୁର,୩୧/୦୩(ପିପିଟି) : ପ୍ରଥମ ପର୍ଯ୍ୟାୟର ଗୃହ ତାଲିକା ଓ ଗୃହ ଗଣନା (ସ୍ୱ-ଗଣନା) ଆସନ୍ତାକାଲି ଅର୍ଥାତ ୧ ଏପ୍ରିଲରୁ ୧୫ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ନାଗରିକମାନେ ସରକାରୀ ଜନଗଣନା ୱେବସାଇଟ…
Read More...

ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ୨୦୨୬ ଛତ୍ରପୁରରେ ପାଳିତ ।

ଛତ୍ରପୁର,୩୧/୦୩(ପିପିଟି): ଗଞ୍ଜାମ ଜିଲ୍ଲା ପ୍ରଶାସନ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ୨୦୨୬ ପାଳିତ ହୋଇଯାଇଛି । ଏହି ସମାବେଶରେ…
Read More...

ଚତୁର୍ଥ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା : ପଦ୍ମଫୁଲ ବେଶରେ ଦର୍ଶନ ଦେଲେ ମା ‘ପାଟଖଣ୍ଡା ।

ବାଲିଗୁଡା, ୩୧/୦୩ (ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା' ପାଟଖଣ୍ଡାଙ୍କ ଚୈତ୍ର ମାସର ଚତୁର୍ଥ ତଥା ଶେଷ ମଙ୍ଗଳବାର ଯାତ୍ରା ଉଦଯାପିତ ହୋଇଯାଇଛି । ଏହି ଅବସରରେ ମା' ପାଟଖଣ୍ଡା ପଦ୍ମ ଫୁଲ…
Read More...

ତହସିଲ କାର୍ଯ୍ୟାଳୟ ପକ୍ଷରୁ ଜନଗଣନା – ୨୦୨୭ ପ୍ରଶିକ୍ଷଣ ଶିବିର।

ପୋଲସରା ୩୧/୦୩(ପିପିଟି) :ପୋଲସରା ତହସିଲ କାର୍ଯ୍ୟାଳୟ ତରଫରୁ ଜନଗଣନା-୨୦୨୭ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ସମାପ୍ତ ହୋଇଯାଇଛି। ସ୍ଥାନୀୟ ଲିଙ୍ଗରାଜ ବାଳିକା ହାଇସ୍କୁଲଠାରେ ୯ ଦିନ ଧରି ପ୍ରଶିକ୍ଷଣ କାର୍ଯ୍ୟକ୍ରମ…
Read More...

” ୧୮୧୭ର ପାଇକ ବିଦ୍ରୋହ ” ସମ୍ପର୍କ ରେ ପାଠଚକ୍ର ।

ବାଲିଗୁଡା,୩୧/୦୩(ପିପିଟି) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ର ଇତିହାସ ବିଭାଗ ତରଫରୁ ଏକ ପାଠଚକ୍ର ଇତିହାସ ବିଭାଗର ମୁଖ୍ୟ ଅଧ୍ୟାପକ ବିଜେନ୍ଦ୍ର କୁମାର ବିନ୍ଧାଣୀଙ୍କ ସଭାପତିତ୍ୱରେ…
Read More...

ଓଡ଼ିଆ ପକ୍ଷ-୨୦୨୬ ପାଇଁ ପ୍ରସ୍ତୁତି: ବ୍ଲକ ଓ ପଞ୍ଚାୟତ ସ୍ତରରେ ପାଳିତ ହେବ ଭାଷା ଓ ସଂସ୍କୃତିର ଉତ୍ସବ ।

ମାଲକାନଗିରି, ୩୧/୦୩(ପିପିଟି):ଆସନ୍ତା ଏପ୍ରିଲ ୧ ରୁ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ପାଳିତ ହେବାକୁ ଥିବା ଓଡ଼ିଆ ପକ୍ଷ-୨୦୨୬ କାର୍ଯ୍ୟକ୍ରମକୁ ମାଲକାନଗିରି ଜିଲ୍ଲାରେ ସଫଳ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ…
Read More...