ଦେଶରେ ନୂଆ ସଂକ୍ରମିତ ସଂଖ୍ୟା ୬୦,୯୭୫; ୨୪ ଘଣ୍ଟାରେ ସୁସ୍ଥ ୬୬,୫୫୦ ଏବଂ ମୃତ ସଂଖ୍ୟା ୮୪୮ ।
ନୂଆଦିଲ୍ଲୀ,୨୫/୦୮; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ମଙ୍ଗଳବାର ସୁଦ୍ଧା ନୂତନ ଆକ୍ରାନ୍ତ ୬୦,୯୭୫ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୬୬,୫୫୦ ଏବଂ ୮୪୮ ସଂକ୍ରମିତଙ୍କ!-->…
Read More...
Read More...