ଫସଲ ବୀମା ଦାବିରେ ବିଜେପି ପକ୍ଷରୁ ତହସିଲ କାର୍ଯ୍ୟାଳୟ ଘେରାଉ ।
ପଦ୍ମପୁର,ତା-୨୬/୦୬(ପିପିଟି);ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ସ୍ଥିତ ତହସିଲଦାରଙ୍କ କାର୍ଯାଳୟ କୁ ଆଜି ଗାଇସିଲେଟ ମଣ୍ଡଳ ପକ୍ଷରୁ ଘେରାଉ କରାଯାଇଥିଲା । ୨୦୧୯-୨୦ ବର୍ଷର ଫସଲ ବୀମା ପ୍ରଦାନ ଦାବୀରେ କୋଭିଡ-୧୯ କୁ ଆଖି ଆଗରେ!-->…
Read More...
Read More...