Browsing Category

ରାଜ୍ୟ ଖବର

ଦେବଗଡରେ ପ୍ରାୟ ୨୦୫ କୋଟିର ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍‍ଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ୱର,୦୩/୦୬:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦେବଗଡ଼ ଜିଲ୍ଲା ଗସ୍ତରେ ଯାଇ ସେଠାରେ ପ୍ରାୟ୨୦୫ କୋଟି ଟଙ୍କା ମୂଲ୍ୟର ୧୫ଟି ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଶୁଭ ଉଦ୍‍ଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ…
Read More...

ନିର୍ମାଣଧୀନ ପାଇଖାନା ଟାଙ୍କିରେ କାମ କରୁଥିବା ବେଳେ ଫଲସ୍‌ ଖସି ଶ୍ଵାସ ରୁଦ୍ଧ ହୋଇ ୪ ଜଣଙ୍କ ମୃତ୍ୟୁ ଘଟିଛି ।

ନବରଙ୍ଗପୁର,୦୩/୦୬:ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ପଡାଲଗୁଡା ଗ୍ରାମର ଏକ ଘରୋଇ ନିର୍ମାଣଧୀନ ପାଇଖାନାରେ କାମ କରୁଥିବା ବେଳେ ପାଇଖାନାର ଫଲସ୍‌ ଖସି ଯାଇ ଶ୍ଵାସ ରୁଦ୍ଧ ହୋଇ ଦୁଇ ଗୁରୁତର ହୋଇଯାଇଥିଲେ ।…
Read More...

ମତୁଆ ଧର୍ମ ରୀତିନୀତି ଶୁଦ୍ଧିକ୍ରିୟାକୁ ବିରୋଧ।

ମାଲକାନଗିରି,୦୨/୦୬(ପିପିଟି) :କାଳିମେଳା ନିବାସୀ ନନି ଗୋପାଳ ବିଶ୍ବlସଙ୍କ ମୃତ୍ୟୁ ଗତ ୧୭ ତାରିଖରେ ହୋଇଥିଲା ବେଳେ ତାଙ୍କ ତିରୋଧାନ ପରେ ପରିବାର ବର୍ଗର ଲୋକମାନେ ସେମାନେ ଦୀକ୍ଷିତ ହୋଇଥିବା ମତୁଆ ଧର୍ମlନୁଯାୟୀ କ୍ରିୟା…
Read More...

***ଆସ ହେ ମଉନ ରହିବା***

ଆସ ହୋ ମଉନ ରହିବା ମୁର୍ଖ ସମୀପରେ ଜ୍ଞାନ ବଖାଣିଲେ ଲୋକ ହସା ସିନା ହୋଇବା....!! ଅଳ୍ପ ବାଦ୍ଯା ଯେଏ ଜାଣନ୍ତି ବାଚାଳ ପରିକା ହୁଅନ୍ତି ; ଭାବନ୍ତି ନିଜକୁ ପଣ୍ଡିତ କରନ୍ତି କଥାକୁ ଖଣ୍ଡିତ ; ଅକାରଣେ ବେଶି ଗପନ୍ତି…
Read More...

ତିନିଦିନ ପରେ ଲୁଟ୍‌ ବିସ୍ଫୋରକ ଉଦ୍ଧାର ;ମାଓବାଦୀ-ସୁରକ୍ଷାବାହିନୀ ଖଣ୍ଡଯୁଦ୍ଧ ପରେ ଛତ୍ରଭଙ୍ଗ ଦେଲେ ମାଓବାଦୀ ।

ରାଉରକେଲା,୩୦/୦୫: ସୁନ୍ଦରଗଡ଼ ଜିଲା କେ.ବଲାଙ୍ଗ ଥାନା ଅଞ୍ଚଳର ଝାଡ଼ଖଣ୍ଡ ସୀମାନ୍ତ ବାଙ୍କରୁ ଲୁଟ୍‌ ହୋଇଥିବା ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରିବାରେ କୋବ୍ରା ବାହିନୀ ସଫଳ ହୋଇଥିବା ସୂଚନା ମିଳିଛି । ଝାଡ଼ଖଣ୍ଡ ରାଜ୍ୟ…
Read More...

ବିଧାନସଭା ଷ୍ଟାଣ୍ଡିଂ କମିଟିର ଭଞ୍ଜନଗର ଗସ୍ତ;ଅଞ୍ଚଳ ବୁଲିଲେ, ଭିତ୍ତିଭୂମି ପରଖିଲେ ।

ଭଞ୍ଜନଗର,୩୦/୦୫(ପିପିଟି): ରାଜ୍ୟ ବିଧାନସଭାର ନବମ ଷ୍ଟାଣ୍ଡିଂ କମିଟି ଶୁକ୍ରବାର ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି।ମାନ୍ୟବର ବିଧାୟକ ସନାତନ ବିଜୁଳିଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଷ୍ଟାଣ୍ଡିଂ କମିଟିର ସଦସ୍ୟ ବିଧାୟକ…
Read More...

ସିଦ୍ଧେଶ୍ଵର ପଞ୍ଚାୟତରେ ଅମୃତ ସରୋବରାହ ଓ ଗ୍ରାମୀଣ ପାର୍କ ନିର୍ମାଣରେ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଦାବୀ ।

ବ୍ରହ୍ମପୁର,୩୦/୦୫(ପିପିଟି): ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଳକର ସିଦ୍ଧେଶ୍ଵର ପଞ୍ଚାୟତରେ ଉନ୍ନୟନ କାର୍ଯ୍ଯରେ ଦୁର୍ନୀତି ହୋଇଥିବା ନେଇ ଚର୍ଚ୍ଚାର ବିଷୟ ପାଲଟିଛି। ସିଦ୍ଧେଶ୍ଵର ପଞ୍ଚାୟତର ସିଦ୍ଧେଶ୍ଵର ଠାରେ ୨୦୨୨-୨୩…
Read More...

ଜଗନ୍ନାଥଙ୍କ ପ୍ରତିମା ପାଇଁ ଦାରୁ ବୃକ୍ଷ ଚୟନ ।

ଆନନ୍ଦପୁର,୨୯/୦୫:ଘସିପୁରା ବ୍ଲକ ଅନ୍ତର୍ଗତ ତରୁଆଁ ପଞ୍ଚାୟତର ପାଟସୁରା ଗ୍ରାମର ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କର ଶ୍ରୀବିଗ୍ରହ ପାଇଁ ଦାରୁଦେବତାଙ୍କ ପୁଜା ଆଧ୍ୟାତ୍ମିକ ପରିବେଶ ପାଳନ ହୋଇଯାଇଛି। ସୁଚନା ଅନୁସାରେ…
Read More...

କର୍ମସ୍ଥଳୀ ନିକଟରେ ବାସସ୍ଥାନ ଅଧିକାର” ସମସ୍ତ ଶ୍ରମଜୀବୀଙ୍କ ମୈାଳିକ ଅଧିକାର: ସାଥୀ ଶିବରାମ ସ୍ମୃତି କମିଟି…

ଭୁବନେଶ୍ଵର,୨୮/୦୫(ପିପିଟି): ଶ୍ରମଜୀବୀ ଜନସାଧାରଣଙ୍କ ଲଢ଼ୁଆ ସାଥୀ ତଥା ବସ୍ତିବାସିନ୍ଦାଙ୍କ ଜୀବନ-ଜୀବିକା ତଥା ଅଧିକାର ଲଢେ଼ଇରେ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିବା କମ୍ରେଡ ଶିବରାମଙ୍କ ସ୍ମୁତିରେ ୪ର୍ଥ ସ୍ମାରକୀ…
Read More...

ମୃତକଙ୍କ ବାସଭବନକୁ ଯାଇ ସମବେଦନା ଜଣାଇଲେ ପୂର୍ବତନ ମନ୍ତ୍ରୀ ।

ପୋଲସରା,୨୫/୦୫(ପିପିଟି): ପୋଲସରା ବ୍ଲକ ମନ୍ଦାର ଗ୍ରାମର ବିଜୟ ନାୟକ ଆକସ୍ମିକ ମୃତ୍ୟୁ ବରଣ କରିଥିବା ଖବର ପାଇ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା…
Read More...