ଭୁବନେଶ୍ୱର,୧୬/୦୪(ପିପିଟି):ଲୋକ ସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିୟୁଜ୍ ଚ୍ୟାନେଲ ‘ବଡ଼ ଖବର ‘ ଏବଂ ଓଡିଆ ଦୈନିକ ଖବରକାଗଜ ସମାଲୋଚନା ପକ୍ଷରୁ ପ୍ରକାଶିତ ଓଡ଼ିଆ ଦୈନନ୍ଦିନୀ ( ଡାଏରୀ) ଉନ୍ମୋଚନ କରିଛନ୍ତି।
ସରକାରୀ ଦଳ ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ, ବଡ଼ ଖବର ସିଇଓ କିର୍ତିକ ଚନ୍ଦ୍ର ରାୟ, ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ, ରିପୋର୍ଟର ପ୍ରଶାନ୍ତ ଦାସ ଓ ରାମଚନ୍ଦ୍ର ମେହେର ପ୍ରମୁଖ ଉପସ୍ଥିତ ଅଛନ୍ତି।