Browsing Category

ରାଜ୍ୟ ଖବର

ବିଧାନସଭା ସମ୍ମୁଖରେ ବିଭିନ୍ନ ଦାବି ନେଇ ଓୟୁଜେର ଧାରଣା।

ପୋଲସରା,୨୩/୦୯ (ପିପିଟି) : ଚଳିତ ମାସ ୨୨ ତାରିଖ ସୋମବାର ଦିନ ରାଜ୍ୟର ଅଗ୍ରଣୀ ଏଵଂ ସର୍ବପୁରାତନ ଓଡ଼ିଶା ସାମ୍ବାଦିକ ସଂଘ (ଓୟୂଜେ) ପକ୍ଷରୁ ବିଭିନ୍ନ ଦାବି ନେଇ ରାଜ୍ୟ ବିଧାନସଭା ଚାଲିଥିବା ଦିବସ ମଧ୍ୟରେ ବିଧାନସଭା…
Read More...

ବଜ୍ରାଘାତରେ ଜଣେ ମହିଳା ମୃତ, ୬ ଛେଳି ମୃତ ।

ଅନୁଗୁଳ,୨୩/୦୯: ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ପରା ଗାଁରେ ବଜ୍ରାଘାତରେ ଜଣେ ମହିଳାଙ୍କ ସହ ୬ ଟି ଛେଳିର ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ହେଲେ ପରା ଗାଁ କଦମ୍ବ ସାହିର ଶୁକ୍ରୁ ପ୍ରଧାନଙ୍କ ସ୍ତ୍ରୀ ବାସନ୍ତୀ…
Read More...

ପ୍ରବଳ ବର୍ଷାରେ ପୁଣି ଭୁଶୁଡ଼ିଲା କଳିଙ୍ଗା ଘାଟି ।

ଭଞ୍ଜନଗର, ୨୨/୦୯(ପିପିଟି ):ଗଞ୍ଜାମ କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟିରେ ପୁଣି ଅଘଟଣ ଘଟିଛି। ଗଲା କିଛିଦିନ ତଳେ ପ୍ରବଳ ବର୍ଷା ହେତୁ ଭୂସ୍ଖଳନ ହୋଇ ବିଜୟ ୱାଡ଼ା-ରଞ୍ଚି କରିଡର ୧୫୭ନଂ ଜାତୀୟ ରାଜପଥର କଳିଙ୍ଗା ଘାଟିରେ ମାଟି…
Read More...

ଭଞ୍ଜନଗରରେ ରାଜ୍ୟସ୍ତରୀୟ ବ୍ୟାଡ଼ ମିଣ୍ଟନ ଟୁର୍ଣ୍ଣାମେଣ୍ଟ ।

ଭଞ୍ଜନଗର, ୨୦/୦୯(ପିପିପି): ଭଞ୍ଜନଗର ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ଠାରେ ରାଜ୍ୟ ସ୍ଥରୀୟ ବ୍ୟାଡ଼ମିଣ୍ଟନ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। କ୍ରୀଡା ପ୍ରଶିକ୍ଷକ ବିଶ୍ଵମୋହନ ଆଚାରିଙ୍କ ତତ୍ତ୍ୱାବଧାନରେ ରାଜ୍ୟର ବିଭନ୍ନ…
Read More...

୧୮ ବର୍ଷ ମଧ୍ୟରେ ଅମାପ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ରେ କାଶୀପୁର ରେଞ୍ଜର ଗିରଫ ।

ବାଲିଗୁଡା, ୨୦/୦୯ (ପିପିଟି): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡ଼ା ଜିଲ୍ଲା କାଶୀପୁର ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁଙ୍କୁ ଗିରଫ କରାଯାଇଛି। ଶୁକ୍ରବାର ଜୟପୁର ଭିଜିଲାନ୍ସର ସ୍ବତନ୍ତ୍ର ଟିମ୍ କାଶୀପୁର ରେଞ୍ଜରଙ୍କ…
Read More...

ରେଞ୍ଜରଙ୍କ ପୈତୃକ ଘର ସମେତ ୯ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ପକ୍ଷରୁ ମାରାଥନ ଚଢ଼ାଉ ।

ବାଲିଗୁଡା,୧୯/୦୯ (ପିପିଟି): ରାୟଗଡା ଜିଲା କାଶୀପୁର ବନାଞ୍ଚଳର ବନାଞ୍ଚଳ ଅଧିକାରୀ ଅନ୍ତର୍ଯ୍ୟାମୀ ସାହୁଙ୍କ ପୈତୃକ ଘର ସମେତ ୯ଟି ସ୍ଥାନରେ ଶୁକ୍ରବାର ପ୍ରାତଃ ୪ ଘଣ୍ଟ ଠାରୁ ଚାଲିଛି ଭିଜିଲାନ୍ସ ଟିମ ର ମାରାଥନ ଚଢ଼ାଉ। ଏହି…
Read More...

ପୋଲିସ – ନକ୍ସଲ ଗୁଳି ବିନିମୟ; ଏସଓଜି ଯବାନ ଗୁରୁତର ।

ଭଞ୍ଜନଗର, ୧୮/୦୯(ପିପିଟି):ଭଞ୍ଜନଗର-ଗଞ୍ଜାମ କନ୍ଧମାଳ ସୀମାନ୍ତ ରାଇକିଆ ଥାନା ଅନ୍ତର୍ଗତ ଦାଉସର  ଜଙ୍ଗଲରେ ଏସଓଜି ଟିମ୍ ପକ୍ଷରୁ ୩ ଦିନ ହେବ କମ୍ବିଂ ଅପରେସନ ଚାଲିଥିବା ବେଳେ ଆଜି ପୋଲିସ ଓ ନକ୍ସଲ ମୁଁହାମୁହିଁ ହୋଇଛନ୍ତି।…
Read More...

ପୁଣି ସ୍ଥିତି ଜାହିର୍ କଲା ଲାଲ୍ ବାହିନୀ : ଆସନ୍ତା ୨୧ ରୁ ପ୍ରତିଷ୍ଠା ଦିବସ ପାଳନ ପାଇଁ ବ୍ୟାନର ମାଧ୍ୟମରେ ଆହ୍ବାନ ।

ବାଲିଗୁଡ଼ା, ୧୮/୦୯ :(ପିପିଟି): କିଛି ଦିନର ନିରବତା ପରେ ବ୍ୟାନର ଜାରୀ କରି ପୁଣିଥରେ ସ୍ଥିତି ଜାହିର କଲା ଲାଲ୍ ବାହୀନି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାରଖମା,ସୁଡ୍ରା ଓ ଖମଣଖୋଲ ପଞ୍ଚାୟତରୁ ଫିରିଙ୍ଗିଆ…
Read More...