Browsing Category

ରାଜ୍ୟ ଖବର

ଯାଜପୁର ଜିଲ୍ଲାର ବଣ୍ଟାଯାଉଥିବା ରିଲିଫ ଫଣ୍ଡ, ମୁଖ୍ଯମନ୍ତ୍ରୀ ରିଲିଫ ଫଣ୍ଡ ନାଁ ବିଜେପି ରିଲିଫ ଫଣ୍ଡ ।

ଭୁବନେଶ୍ୱର,୨୯/୦୮(ପିପିଟି):ଚଳିତ ମୌସୁମୀ ଋତୁରେ ପ୍ରବଳ ବନ୍ୟା ବିତ୍ପାତ ଘଟି ବିଶେଷତଃ ଯାଜପୁର ଜିଲ୍ଲାରେ ନାହିଁ ନଥିବା ଦୁର୍ଦଶା ଦେଖାଯାଇଛି । ଏବଂ ସରକାରଙ୍କ ଏପରିଣାମଦର୍ଶି ବନ୍ୟା ପରିଚାଳନା ଲୋକମାନଙ୍କ ଉପରେ ଅଧିକ…
Read More...

ରାଜ୍ୟ ବୈଷୟିକ ଟାସ୍କଫୋର୍ସର ଓଡ଼ିଶାରେ ମ୍ୟାଲେରିଆ ସ୍ଥିତିର ସମୀକ୍ଷା ବୈଠକ ।

ଭୁବନେଶ୍ୱର, ୨୯ /୦୮(ପିପିଟି ):ମ୍ୟାଲେରିଆ ନିରାକରଣ ଓ ଅନ୍ୟାନ୍ୟ ଭେକ୍ଟରଜନିତ ରୋଗର ନିୟନ୍ତ୍ରଣ ସମ୍ପର୍କିତ ରାଜ୍ୟ ବୈଷୟିକ ଟାସ୍କଫୋର୍ସର ଏକ ବୈଠକ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର-ତଥା-ସଚିବ ଅଶ୍ଵତୀ…
Read More...

ଜାତୀୟ କ୍ରୀଡା ଦିବସ ଅବସରରେ କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି ।

ଭୁବନେଶ୍ୱର,୨୯/୦୮(ପିପିଟି ):-କିମ୍ବଦନ୍ତୀ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନ ତଥା ଜାତୀୟ କ୍ରିଡା ଦିବସ ଅବସରରେ ଭୁବନେଶ୍ୱରସ୍ଥିତ ଡିଜିପି କ୍ୟାମ୍ପ ଅଫିସ ଠାରେ ଆୟୋଜିତ ଏକ ସମ୍ବର୍ଦ୍ଧନା ଉତ୍ସବରେ ରାଜ୍ୟ…
Read More...

ଚିଲିକା ନିର୍ବାଚନ ମଣ୍ଡଳୀରେ କୃଷି, ଉଦ୍ୟାନକୃଷି ଓ ମୃତ୍ତିକା ସଂରକ୍ଷଣ ବିକାଶ ନେଇ ଆଲୋଚନା ।

ଭୁବନେଶ୍ୱର ୨୯/୦୮(ପିପିଟି):ସମଗ୍ର ଓଡ଼ିଶା ଏକ କୃଷି ପ୍ରଧାନ ଅଞ୍ଚଳ ଭାବେ ଜଣାଶୁଣା । କୃଷିଜାତ ଦ୍ରବ୍ୟ ଉତ୍ପାଦନ ସହ ଏହାର ବିକ୍ରିବଟା ରାଜ୍ୟର ଅଧିକ ପରିବାରକୁ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ କରିଆସୁଛି । ତେବେ…
Read More...

ନୟାଗଡ଼ରୁ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ୱର,୨୮/୦୮(ପିପିଟି ):ରାକ୍ଷୀ ପୂର୍ଣ୍ଣିମା ଅବସରରେ ଭାଇ ଟିଏ ନିଜ ଭଉଣୀକୁ କିଛି ଉପହାର ଦେଇଥାଏ। ଓଡ଼ିଶାର ଶାସନ ମୁଖ୍ୟ ଭାବେ ରକ୍ଷା ବନ୍ଧନରେ ସୁଭଦ୍ରା ସହାୟତା ପ୍ରଦାନ କରି ମତେ ଏକ ଭାଇର କର୍ତ୍ତବ୍ୟ ସମ୍ପାଦନ…
Read More...

ପାର୍ବଣ ଅବସରରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ବ୍ୟାପକ ଯାଞ୍ଚ ।

ଭୁବନେଶ୍ୱର, ୨୮/୦୮(ପିପିପି):: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟରେ ଖାଦ୍ୟର ଗୁଣବତ୍ତା ଓ ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ବ୍ୟାପକ ଯାଞ୍ଚ କରାଯାଉଛି । ଖାଦ୍ୟ ସୁରକ୍ଷା…
Read More...

ବାରିପଦା ଏମଏସସିବି ବିଶ୍ୱବିଦ୍ୟାଳୟରେ ଯୁବପିଢ଼ିଙ୍କୁ ଉତ୍ସାହିତ କଲା ‘ଖେଲୋ ଇଣ୍ଡିଆ ସଂଳାପ’ ।

ବାରିପଦା/ଭୁବନେଶ୍ବର ,୨୮/୦୮(ପିପିଟି):ବାରିପଦା ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ (MSCB ବିଶ୍ୱବିଦ୍ୟାଳୟ) ପରିସରରେ ‘ଖେଲୋ ଇଣ୍ଡିଆ ସଂଳାପ – ଖେଲ୍ କି ବାତ୍ ପିଏମ୍ ମୋଦୀ କେ ସାଥ୍’ କାର୍ଯ୍ୟକ୍ରମ…
Read More...

​ଗୋଳାବନ୍ଧରେ ବିସ୍ଥାପିତଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ୱର,୨୭/୦୮(ପିପିଟି): ଦୀର୍ଘ ବର୍ଷର ଅପେକ୍ଷା ଓ ସଂଘର୍ଷ ପରେ ଗୋଳାବନ୍ଧର ନୋଳିଆ ବିସ୍ଥାପିତ ପରିବାରଙ୍କୁ ମିଳିଛି ବଡ଼ ଆଶ୍ୱାସନା । ଗଞ୍ଜାମ ଜିଲ୍ଲା ଗୋଳାବନ୍ଧଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ…
Read More...

ଲାଭଜନକ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରକୁ ଘରୋଇ କମ୍ପାନୀ ହାତକୁ କାହା ସ୍ୱାର୍ଥରେ ଟେକି ଦିଆଯାଉଛି ।

ଭୁବନେଶ୍ୱର,୨୬/୦୮(ପିପିଟି):ଅଗଷ୍ଟ ୨୬ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରକୁ ଦୀର୍ଘମିଆଦି PPP ମାଧ୍ୟମରେ ଘରୋଇ ଅପରେଟରଙ୍କୁ ଦେବା ପ୍ରକ୍ରିୟାକୁ ଓଡ଼ିଶା ପ୍ରଦେଶ କଂଗ୍ରେସ ଦୃଢ଼ ବିରୋଧ କରିଛି। ଆଜି ଓପିସିସି…
Read More...