Browsing Category

ରାଜ୍ୟ ଖବର

ଗାଦି ମୋହ; ବଦଳି ଆଦେଶ ମାନୁ ନାହାଁନ୍ତି ସହକାରୀ ଯନ୍ତ୍ରୀ ।

ବ୍ରହ୍ମପୁର,୨୬/୦୮(ପିପିଟି): ଗଞ୍ଜାମ ଜିଲ୍ଲାର ବେଗୁନିଆପଡା ବ୍ଲକର ସହକାରୀ ଯନ୍ତ୍ରୀ ପ୍ରଦୀପ କୁମାର ସାହୁଙ୍କ ବଦଳି ଆଦେଶ ହୋଇଥିଲେ ମଧ୍ୟ ଗାଦି ମୋହ ଛାଡୁନି । ବେଗୁନିଆପଡା ବ୍ଲକରେ ମହୁ ଝରୁଛି ବୋଲି ରାସ୍ତାଘାଟ ଚର୍ଚ୍ଚା…
Read More...

ମାଓବାଦୀଙ୍କ ଦ୍ବାରା ପୋତାଯାଇ ଥିବା ବିସ୍ଫୋରକ ସାମଗ୍ରୀ ଉଦ୍ଧାର ।

ମାଲକାନଗିରି, ୨୬/୦୮(ପିପିଟି):ମାଲକାନଗିରି ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ନକ୍ସଲଙ୍କୁ ପଚରାଉଚରା ପରେ ମାଥିଲି ଥାନା ଅଞ୍ଚଳରେ ଏକ ବଡ଼ ମାଓବାଦୀ ଡମ୍ପ ଠାବ ହୋଇଛି। ଏନେଇ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଏସପି ବିନୋଦ…
Read More...

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପ୍ରସ୍ତୁତି ବୈଠକ ।

ଭୁବନେଶ୍ୱର,୨୫/୦୮(ପିପିଟି):ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ବୈଠକ ଖୋରଧା ଅତିରିକ୍ତ ଜିଲ୍ଲାପାଳ  ପ୍ରତାପ ଚନ୍ଦ୍ର ବେଉରାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ…
Read More...

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

ନୂଆଦିଲ୍ଲୀ/ଭୁବନେଶ୍ୱର, ୨୫ /୦୮(ପିପିଟି ):ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ନୂଆଦିଲ୍ଲୀଠାରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।…
Read More...

କେନ୍ଦ୍ର ସରକାରଙ୍କ ସଂଶୋଧିତ ଖଣି ନୀତି ବିରୁଦ୍ଧରେ ଇଣ୍ଡିମେଣ୍ଟର ପ୍ରତିବାଦ ସଭା ।

ବ୍ରହ୍ମପୁର,୨୫/୦୮(ପିପିଟି):କେନ୍ଦ୍ରର ମୋଦି ସରକାର ରାଜ୍ୟ ର ସ୍ଵାର୍ଥ କରୋଧୀ ଖଣି ଆଇନ ସଂଶୋଧନ - ୨୦୨୬ ପ୍ରତ୍ୟାହାର କରିବା ଦାବିରେ ରାଜ୍ୟବ୍ୟାପୀ ପ୍ରତିବାଦ ଆନ୍ଦୋଳନର ଆହ୍ଵାନ ପରିପ୍ରେକ୍ଷୀରେ ଆଜି ବ୍ରହ୍ମପୁର ପୁରୁଣା…
Read More...

ଖଣି ଓ ଖଣିଜ ( ବିକାଶ ଓ ନିୟନ୍ତ୍ରଣ) ଆଇନ ୨୦୨୬ ପ୍ରତ୍ୟାହାର କରିବା ପାଇଁ ୪ଟି ବାମପନ୍ଥୀ ଦଳର ଆହ୍ବାନ ।

ବ୍ରହ୍ମପୁର,୨୫/୦୮(ପିପିଟି):କେନ୍ଦ୍ରର ଭାଜପା ସରକାର ବଡ ଖଣି କମ୍ପାନୀଙ୍କ ମୁନାଫା ପାଇଁ ସଂସଦରେ ବିନା ଆଲୋଚନାରେ ଅତ୍ୟନ୍ତ ତରବରିଆ ଭାବେ ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ଆଇନରେ ଯେଉଁ ସଂଶୋଧନ କରିଛନ୍ତି, ତାହା ଓଡିଶା…
Read More...

ଓଡ଼ିଶାର ଭବିଷ୍ୟତ ନିର୍ମାଣ ପାଇଁ ସମସ୍ତଙ୍କ ମିଳିତ ପ୍ରୟାସ ଆବଶ୍ୟକ: ରାଜ୍ୟପାଳ ।

ଭୁବନେଶ୍ୱର,୨୫/୦୮(ପିପିଟି ):ଓଡ଼ିଶାର ଭବିଷ୍ୟତ ନିର୍ମାଣ ପାଇଁ ସମସ୍ତଙ୍କ ମିଳିତ ପ୍ରୟାସ ଉପରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଗୁରୁତ୍ୱାରୋପ କରିଛନ୍ତି । ସରକାର, ନାଗରିକ, ଶିଳ୍ପାନୁଷ୍ଠାନ,…
Read More...

ଏମଏମଡିଆର ବିଲକୁ ପ୍ରତ୍ୟାହାର ଦାବିରେ ଇଣ୍ଡିଆମେଣ୍ଟ ତରଫରୁ ପଦଯାତ୍ରା ଓ ବିକ୍ଷୋଭ ।

ଭୁବନେଶ୍ୱର ,୨୫/୦୮(ପିପିଟି):କେନ୍ଦ୍ର ସରକାର ଦେଶର ବିକାଶ ପାଇଁ ସର୍ବଦା ଡିଣ୍ଡିମ ପିଟୁଛନ୍ତି । ଶିକ୍ଷାନୀତି ସଂପୂର୍ଣ୍ଣ ଭୁଷୁଡ଼ିପଡ଼ିଛି । ପ୍ରାକୃତିକ ସମ୍ପଦ ଭରା ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କର ଦୃଷ୍ଟି ସଂପୂର୍ଣ୍ଣ…
Read More...

ଶ୍ରୀମନ୍ଦିର ଶୃଙ୍ଖଳିତ ଧାଡ଼ି ଦର୍ଶନ ନେଇ ଉଚ୍ଚ ସ୍ତରୀୟ ବୈଠକ ।

ଭୁବନେଶ୍ୱର, ୨୪/୦୮(ପିପିଟି): ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ପୁରୀ ଶ୍ରୀମନ୍ଦିର ପ୍ରତି ସାରା ବିଶ୍ୱବାସୀଙ୍କ ଅହେତୁକ ଭକ୍ତି ଓ ଆଗ୍ରହ ରହିଛି । ତେଣୁ ପ୍ରତି ବର୍ଷ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି…
Read More...

କଂଗ୍ରେସ ଭବନଠାରେ ରାଜ୍ୟସ୍ୱାର୍ଥ ପରିପନ୍ଥୀ MMDR କଳାବିଲକୁ ନେଇ ସାମ୍ବାଦିକ ସମ୍ମିଳନୀ ।

ଭୁବନେଶ୍ୱର,୨୪/୦୮(ପିପିଟି):ଆଜି କଂଗ୍ରେସ ଭବନଠାରେ ରାଜ୍ୟସ୍ୱାର୍ଥ ପରିପନ୍ଥୀ MMDR କଳାବିଲକୁ ନେଇ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା । ସମ୍ମିଳନୀରେ ଗଣମାଧ୍ୟମକୁ ସମ୍ବୋଧିତ କରି ପୂର୍ବତନ ବିଧାୟକ ତଥା ଓପିସିସି…
Read More...