Browsing Category
ଜିଲ୍ଲା
ବଜ୍ର ପାତରେ ତିନି ମହିଳା ମୃତ ,ତିନି ମହିଳା ଆହାତ ।
ମାଲକାନଗିରି,୨୫/୦୮(ପିପିଟି): ଜମିରେ କାମ କରୁଥିବା ବେଳେ ବଜ୍ରାଘାତରେ ୩ଜଣ ମହିଳାଙ୍କର ମୃତ୍ୟୁ ଘଟିଛି । ଅନ୍ୟ ୩ଜଣ ଗୁରୁତର ଆହତ ହୋଇଛନ୍ତି । ଏଭଳି ଦୁଃଖଦ ଘଟଣା ଘଟିଛି ମାଲକାନଗିରି ବ୍ଳକ ପାଣ୍ଡ୍ରିପାଣି ଅଞ୍ଚଳରେ ।…
Read More...
Read More...
ନିଜ ସ୍ତ୍ରୀଙ୍କ କିଡନି ବିକିଲେ ସ୍ୱାମୀ, ଥାନାର ଦ୍ବାରସ୍ଥ ହେଲେ ସ୍ତ୍ରୀ ।
ମାଲକାନଗିରି,୨୫/୦୮(ପିପିଟି): ମାଲକାନଗିରି ଜିଲ୍ଲାର ଜଣେ ମହିଳାଙ୍କ କିଡନିକୁ ତାଙ୍କ ସ୍ବାମୀ ଚକ୍ରାନ୍ତ କରି ବିକ୍ରି କରିଦେଇଥିବା ଆଦର୍ଶ ଥାନାରେ ଅଭିଯୋଗ ହୋଇଛି । ପୀଡ଼ିତା ଜଣକ ହେଲେ ମାଲକାନଗିରି ସଦର ବ୍ଲକ କତାମେଟା…
Read More...
Read More...
ଗଞ୍ଜାମ ଜିଲ୍ଲସ୍ତରୀୟ ପେନସନ ଅଦାଲତ ଉଦଘାଟିତ ।
ଛତ୍ରପୁର,୨୫/୦୮(ପିପିଟି):ଗଞ୍ଜାମ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ପ୍ରଧାନ ମହାଲେଖାକାର (ଲେଖା ଓ ହକଦାରୀ ), ଓଡିଶା ସହଯୋଗରେ ଜିଲ୍ଲାସ୍ତରୀୟ ପେନସନ ଅଦାଲତ…
Read More...
Read More...
ରଜ୍ଯରେ ଗତ ୨୪ ଘଣ୍ଟା ମଧ୍ଯରେ ୩୫୫ ଜଣ କରୋନା ପଜିଟିଭ ଚିହ୍ନଟ।
ଭୁବନେଶ୍ବର,୨୫/୦୮ : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟ ରେ ୩୫୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟ ରୁ ୨୦୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୪୭ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ…
Read More...
Read More...
ଶ୍ରୀମା ନଗରରେ ନକଲି ଗୁଟଖା କରଖାନା ଠାବ; ୧୫ଲକ୍ଷ ଟଙ୍କାର ଗୁଟଖା ଓ ମେସିନ ଜବତ, ଦୁଇ ଜଣ ଗିରଫ ।
ବ୍ରହ୍ମପୁର,୨୪/୦୮(ପିପିଟି): ସଦର ଥାନା ଅନ୍ତର୍ଗତ ଲୋଚାପଡା ଶ୍ରୀମା ନଗରରେ ଚାଲିଥିବା ଏକ ନକଲି ଗୁଟଖା କାରଖାନାରେ ପୁଲିସ ପକ୍ଷରୁ ଚଢଉ କରି ସେଠାରୁ ବିପୁଳ ପରିମାଣର ଗୁଟଖା ସହ ପ୍ରସ୍ତୁତିରେ ବ୍ୟବହୃତ ଏକାଧିକ ମେସିନ ଜବତ…
Read More...
Read More...
ଶିଶୁପୁତ୍ରକୁ ପୋଲିଓ ଦେବା ପାଇଁ ଯିବା ରାସ୍ତାରେ ସଡକ ଦୁର୍ଘଟଣା; ମା ମୃତ ବାପା ଓ ଶିଶୁ ଆହତ ।
ବ୍ରହ୍ମପୁର,୨୪/୦୮(ପିପିଟି): ମୃତ୍ୟୁ କାହାକୁ କେତେବେଳେ କୋଉ ମୁହୂର୍ତ୍ତରେ କିମିତି ଆସିବ ତାହା କିଏ ବି କହିପାରିବ ନାହିଁ । ଆଜି ଇମିତି ଏକ ହୃଦୟଥରା ଘଟଣା ଗୋଳନ୍ଥରା ଥାନା ଅନ୍ତର୍ଗତ ରଣ୍ଡା ଛକ ଠାରେ ଦେଖିବାକୁ ମିଳିଛି ।…
Read More...
Read More...
ପୃଥକ ଦୁର୍ଘଟଣା ; ୨ ଗୁରୁତର ।
ଭଞ୍ଜନଗର,୨୪/୦୮(ପିପିଟି) : ଭଞ୍ଜନଗର - ବେଲଗୁଣ୍ଠା ରାସ୍ତାର ନୂଆଗାଁ ବ୍ରିଜ ନିକଟରେ ବୁଧବାର ଅପରାହ୍ନରେ କାର ଧକ୍କାରେ ବାଇକ ଚାଳକ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି । ଆହତ ଜଣଙ୍କ ସାଦରା ଗ୍ରାମର ଲକ୍ଷ୍ମଣ ବିଶ୍ୱାଳ (୪୦)…
Read More...
Read More...
ଅଧାରେ ଅଟକିଲା ବାହାଘର; ବେଦୀରୁ ବରକୁ ନେଇଗଲା ପୋଲିସ ।
ଭଞ୍ଜନଗର,୨୪/୦୮(ପିପିଟି): ଭଞ୍ଜନଗର ନିକଟ ସୋରା ଦେବୀ ମନ୍ଦିରରେ ଗତ ଦୁଇ ତଳେ ଏକ ବିବାହ କାର୍ଯ୍ୟର ଆୟୋଜନ ଚାଲିଥିଲା।ବର, କନ୍ୟା, ବ୍ରାହ୍ମଣ, ଉଭୟ ପରିବାର ଲୋକେ ଓ କିଛି ସମ୍ପର୍କୀୟଙ୍କ ଉପସ୍ଥିତିରେ ସବୁ ପ୍ରସ୍ତୁତି ଶେଷ…
Read More...
Read More...
ଦିନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା ବ୍ଲକ ସ୍ତରୀୟ ଚୟନ ଓ ପରାମର୍ଶ ଶିବିର ।
ଭଞ୍ଜନଗର,୨୪/୦୮(ପିପିଟି) : ଭଞ୍ଜନଗର ବ୍ଲକ କାର୍ଯ୍ୟାଳୟ ପରିସରରେ ଦିନଦୟାଲ କୌଶଲ୍ୟ ଯୋଜନା ବ୍ଲକ ସ୍ତରୀୟ ଚୟନ ଓ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ନରୀସଭା ନାୟକ…
Read More...
Read More...
ମିଟୁ ଘଡେଇଙ୍କୁ ମରଣାନ୍ତକ ଆକ୍ରମଣ ମାମଲାରେ ୫ଜଣ ଗିରଫ ।
ବ୍ରହ୍ମପୁର,୨୪/୦୮(ପିପିଟି):ଗୋଲାପଲ୍ଲୀ ସାହିର ଯୁବକ ମିଟୁ ଘଡେଇଙ୍କୁ ମରଣାନ୍ତକ ଆକ୍ରମଣ ମାମଲାରେ ବୈଦ୍ୟନାଥପୁର ଥାନା ପୁଲିସ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ଗୋଲାପଲ୍ଲୀ ସାହିର ସୁଲତାନ ବେହେରା, ଛୋଟୁ…
Read More...
Read More...