Browsing Category
ଜିଲ୍ଲା
କୁଡୁମୁଲଗୁମ୍ମାରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳିତ ।
ମାଲକାନଗିରି,୨୧/୦୬(ପିପିଟି): କୁଡୁମୁଲଗୁମ୍ମା ସ୍ଥିତ ଡାରଉଇନ ଡିଗ୍ରୀ ସ୍ମାରକୀ ମହାବିଦ୍ୟାଳୟ ପରିସରରେ ଅଷ୍ଟମ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ପତଞ୍ଜଳି ଯୋଗ ସମିତି,୧୫୧ ବିଏସଏଫ ବାଟାଲିୟନ, ଡାରଉଇନ…
Read More...
Read More...
ସିଆରପିଏଫ ବାଟାଲିୟନ ତରଫରୁ ଅଷ୍ଟମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ।
ବାଲିଗୁଡା,୨୧/୦୬(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ୧୨୭ ବାଟାଲିୟନ ସିଆରପିଏଫ ପରିସରରେ ଅଷ୍ଟମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ସିଆରପିଏଫ ୧୨୭ ବାଟାଲିୟନର କମାଣ୍ଡାଣ୍ଟ…
Read More...
Read More...
ଏଆଇକେଏମଏସ୍ ପକ୍ଷରୁ ଗୁଣପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ।
ଗୁଣପୁର,୨୧/୦୬(ପିପିଟି): ଅଖିଳ ଭାରତ କିଶାନ୍ ମଜଦୂର୍ ସଭା (AIKMS) ତରଫରୁ ରାୟଗଡ଼ା ଜିଲ୍ଲାର ଗୁଣପୁର ଠାରେ ଏକ ବିଶାଳ ଶୋଭାଯାତ୍ରା ଓ ଗଣ ବିକ୍ଷୋଭ ଆୟୋଜିତ ହୋଇଥିଲା । ପ୍ରବଳ ବର୍ଷା ସତ୍ତ୍ୱେ ସ୍ଥାନୀୟ କଲେଜ ଛକ ଠାରୁ…
Read More...
Read More...
ରଜ୍ଯରେ ଗତ ୨୪ ଘଣ୍ଟା ମଧ୍ଯରେ ୫୩ ଜଣ କରୋନା ପଜିଟିଭ ଚିହ୍ନଟ।
ଭୁବନେଶ୍ବର,୨୧/୦୬: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟ ରୁ ୩୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୦ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ…
Read More...
Read More...
ଅଗ୍ନିପଥ ଯୋଜନାକୁ ବିଭିନ୍ନ ସଂଗଠନର ବିରୋଧ।
ଜଗତସିଂହପୁର,୨୦/୦୬(ପିପିଟି);ଅଗ୍ନିପଥ ଯୋଜନାକୁ ବିରୋଧ କରି ସୋମବାର ଭାରତ ବନ୍ଦ ଡାକରା ଦେଇଥିଲେ ବିଭିନ୍ନ ସଂଗଠନ । ଜଗତସିଂହପୁର ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଏଆଇଓ୍ଵାଇଏଫ ରାଜ୍ଯ ଉପସଭାପତି ସତ୍ୟ ରଞ୍ଜନ…
Read More...
Read More...
ହିଞ୍ଜିଳି ବ୍ଲକ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ।
ବ୍ରହ୍ମପୁର,୨୦/୦୬(ପିପିଟି): ହିଞ୍ଜିଳି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜି ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ହିଞ୍ଜିଳି ପଞ୍ଚାୟତ ସମିତି ଅନ୍ତର୍ଗତ ୨୧ଟି ପଞ୍ଚାୟତ ର ୪୦୦…
Read More...
Read More...
ଏଆଇକେଏମଏସ୍ ପକ୍ଷରୁ ମୁନିଗୁଡା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ।
ମୁନିଗୁଡା,୨୦/୦୬(ପିପିଟି): ଆଜି ଅଖିଳ ଭାରତ କିଶାନ୍ ମଜଦୂର୍ ସଭା (AIKMS) ତରଫରୁ ରାୟଗଡ଼ା ଜିଲ୍ଲାର ମୁନିଗୁଡା ତହସିଲ ଅଫିସ୍ ସମ୍ମୁଖରେ ଜମି ଓ ଘରଡିହ ପଟ୍ଟା, ଜଙ୍ଗଲ ଜମି ପଟ୍ଟା ପାନୀୟ ଜଳ ଓ ମନରେଗା ଯୋଜନାରେ ଶହେ ଦିନ…
Read More...
Read More...
୧୫୦ କେଜି ଗଞ୍ଜେଇ ଜବତ,୨ ଗିରଫ ।
ମାଲକାନଗିରି,୨୦/୦୬(ପିପିଟି):ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲ୍ଲୀ ଓ ବୈପାରିଗୁଡା ରାସ୍ତା ମଧ୍ୟରେ ସପ୍ତଧାରା ବ୍ରିଜ଼ ନିକଟରେ ମାଥିଲି ପୋଲିସ ଦ୍ଵାରା ପେଟ୍ରୋଲିଂ କରୁଥିବା ବେଳେ ଓଡ଼ି ୨୪ ଇ ୮୭୩୩ ନମ୍ବର ବିଶିଷ୍ଟ ଏକ…
Read More...
Read More...
ଥାନା ପରିସରରେ କଂଗ୍ରେସ କର୍ମୀଙ୍କ ବ୍ୟାପକ ଭଙ୍ଗାରୁଜା ।
ମାଲକାନଗିରି,୨୦/୦୬(ପିପିଟି): ଶହ ଶହ ସଂଖ୍ୟାରେ କଂଗ୍ରେସ କର୍ମୀ ହାତରେ ମାରଣାସ୍ତ୍ର ଧରି ଥାନା ପରିସରକୁ ଧସେଇ ପଶିବା ସହ ସେଠାରେ ଘଟାଇଛନ୍ତି ଲଙ୍କାକାଣ୍ଡ । ଆଜି ଏଭଳି ଅପ୍ରିତିକର ଘଟଣା ଦେଖିବାକୁ ମିଳିଛି ଚିତ୍ରକୋଣ୍ଡା…
Read More...
Read More...
ବଜ୍ରପାତରେ ଅଙ୍ଗନୱାଡ଼ି କେନ୍ଦ୍ର ଭାଙ୍ଗିଲା ।
ଭଞ୍ଜନଗର,୨୦/୦୬(ପିପିଟି): ସୋମବାର ଦିନ ସାଢ଼େ ଗୋଟାଏ ସମୟରେ ଜଗନ୍ନାଥ ପ୍ରସାଦ ବ୍ଲକ ଗାୟାଗଣ୍ଡା ପଞ୍ଚାୟତ ବାଘୁଆ ଗ୍ରାମରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ଘଟିଥିଲା। ବଜ୍ରପାତ ପ୍ରଭାବରେ ଗ୍ରାମରେ ଥିବା ଅଙ୍ଗନୱାଡ଼ି…
Read More...
Read More...