Browsing Category

ଜିଲ୍ଲା

ହାତୀଓଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ‘ସ୍ପାର୍କ ୨୦୨୬’ର ଭବ୍ୟ ଆୟୋଜନ।

ପୋଲସରା ,୧୨/୦୯(ପିପିଟି) : ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଅତ୍ୟନ୍ତ ଉତ୍ସାହ ଓ ସାଂସ୍କୃତିକ ଉଲ୍ଲାସର ସହ ବିଦ୍ୟାଳୟର ପ୍ରତିଷ୍ଠା ଦିବସ 'ସ୍ପାର୍କ ୨୦୨୬' ବିଦ୍ୟାଳୟ…
Read More...

ଅର୍ଦ୍ଧ ଶିକ୍ଷିତ କ୍ଵାକର ଭୁଲ ଚିକିତ୍ସାରୁ ଚାଲିଗଲା ଶିକ୍ଷକଙ୍କ ଜୀବନ,କ୍ଵାକ ଘର ଆଗରେ ଉତ୍ତେଜନା।

ପୋଲସରା ,୧୨/୦୯(ପିପିଟି) : ପୋଲସରା ଥାନା ଅଧୀନରେ ପାଣ୍ଡିରିପଡା ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ଅର୍ଦ୍ଧ ଶିକ୍ଷିତ କ୍ଵାକ ଜୟରାମ ଦିଗାଲ ଓରଫ ଉଦୀୟ ଙ୍କ ଭୁଲ ଚିକିତ୍ସା ଯୋଗୁଁ ଜଣେ ଶିକ୍ଷକଙ୍କ ଜୀବନ…
Read More...

ସାକ୍ଷରତାର ଆଲୋକ ବିତରଣ କଲା ‘ଉଲ୍ଲାସ’ , ବ୍ଲକ ସ୍ତରୀୟ ଜନସଚେତନତା ପଦଯାତ୍ରା ।

ବାଲିଗୁଡ଼ା,୧୨/୦୯(ପିପିଟି): ହାତରେ ସଚେତନତାର ବାର୍ତ୍ତା, ମୁହଁରେ ସାକ୍ଷରତାର ସ୍ଲୋଗାନ ଏବଂ ମନରେ ଏକ ସୁନ୍ଦର ସମାଜ ଗଠନର ସଂକଳ୍ପ। ଏଭଳି ଏକ ଶିକ୍ଷାମୟ ପରିବେଶରେ ବାଲିଗୁଡ଼ା ସହରରେ ଅନୁଷ୍ଠିତ ହୋଇଛି ବ୍ଲକସ୍ତରୀୟ…
Read More...

ତୃତୀୟ ମାସିକ କ୍ଲଷ୍ଟର ବୈଠକ ।

କୁକୁଡାଖଣ୍ଡି,୧୨/୦୯(ପିପିଟି): ଦକ୍ଷିଣପୁର କ୍ଲଷ୍ଟରସ୍ଥ ଗୁଣ୍ଠବନ୍ଧ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଠାରେ ତୃତୀୟ ମାସିକ କ୍ଲଷ୍ଟର ବୈଠକ ଅନୁଷ୍ଠିତ ହୋଇଯାଇଛି. ଏହି ବୈଠକ ରେ ଆମ୍ବଗଡ଼ ସମବାୟ ସମିତିର ସଭାପତି ତଥା ଏହି…
Read More...

ରାଷ୍ଟ୍ରୀୟ ଲୋକ ଅଦାଲତ ,୬୨,୪୮୭ ମାମଲାର ଫଇସଲା ।

ଭୁବନେଶ୍ୱର,୧୨/୦୯(ପିପିଟି):ଖୋରଧା ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ପକ୍ଷରୁ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଲୋକ ଅଦାଲତରେ…
Read More...

ଯାଜପୁର ଜିଲ୍ଲାରେ ରାଷ୍ଟ୍ରୀୟ ଲୋକ ଅଦାଲତ ।

ଯାଜପୁର,୧୨/୦୯(ପିପିଟି): ଯାଜପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଆଜି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ବିଭିନ୍ନ ପ୍ରକାରମୋଟ ୪୭୦୭ ଟି ମକଦ୍ଦମା ଫଇସଲା ହୋଇଛି।…
Read More...

ବନ୍ଧକ ଶ୍ରମ ଓ ମାନବ ଚାଲାଣ ନିରାକରଣ ସମନ୍ୱୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ।

ଯାଜପୁର ,୧୨/୦୯(ପିପିଟି):ଗତ ୧୦ତାରିଖରେ ଯାଜପୁର ଜିଲ୍ଲା ପରିଷଦ ପକ୍ଷରୁ ଇଣ୍ଟରନ୍ୟାସନାଲ ଜଷ୍ଟିସ୍ ମିଶନ୍ ଏବଂ ସାମାଜିକ ସଂଗଠନ ଉତ୍କଳ ସେବକ ସମାଜ ର ସହଯୋଗରେ "ବନ୍ଧୁଆ ଶ୍ରମ ଓ ମାନବ ଚାଲାଣ ନିରାକରଣ ଉପରେ ଜିଲ୍ଲାସ୍ତରୀୟ…
Read More...