Browsing Category

ଜିଲ୍ଲା

୩୫୨ଟି ବଜ୍ରକାପ୍ତା କାତି ଜବତ ,୬ ଅଭିଯୁକ୍ତ ଗିରଫ ।

ମାଲକାନଗିରି,୧୪/୦୯(ପିପିଟି):ମାଲକାନଗିରି ବନ ବିଭାଗକୁ କର୍ମଚାରୀ ଦ୍ବାରା ୩୫୨ ଟି ବଜ୍ରକାପ୍ତା କାତି ଜବତ କରିଥିବା ବେଳେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହି ବଜ୍ର କାପ୍ତାର କାତିର ଓଜନ ପ୍ରାୟ ୨ କିଲୋଗ୍ରାମ ହେବ…
Read More...

ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ ।

ବାଲିଗୁଡ଼ା,୧୪/୦୯(ପିପିଟି): ବିଘ୍ନବିନାଶକ ପ୍ରଭୁ ଶ୍ରୀଗଣେଷ ଙ୍କ ପୂଜାକୁ ନେଇ ବାଲିଗୁଡ଼ା ତଥା ଏହାର ଆଖପାଖ ଅଞ୍ଚଳରେ ଦେଖାଦେଇଥିଲା ଭକ୍ତିମୟ ପରିବେଶ। ବିପୁଳ ଆନନ୍ଦ, ଉତ୍ସାହ ଓ ଉଲ୍ଲାସର ସହ ବିଭିନ୍ନ ପୂଜାମଣ୍ଡପରେ…
Read More...

କରଞ୍ଜରେ ହାତୀ ଉପଦ୍ରଵ, ଫସଲ ମାଡି ନଷ୍ଟ ।

ରାୟଗଡ଼ା,୧୩/୦୯(ପିପିଟି ):ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ସିଙ୍ଗାରି ପଞ୍ଚାୟତ ଅନ୍ତର୍ଗତ କରଞ୍ଜା ଗାଁରେ ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୧୨ଟା ସମୟରେ ଏକ ହାତୀପଲ (୧୦ଟି )ପଶି ବ୍ୟାପକ ଫସଲ ନଷ୍ଟ କରିଥିବା…
Read More...

ନିର୍ମାଣାଧୀନ ପାଇଖାନା ଟାଙ୍କିରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର : ବଡ଼ସାହିରେ ଚାଞ୍ଚଲ୍ୟ, ଘଟଣାର ତଦନ୍ତ ଆରମ୍ଭ ।

ବାଲିଗୁଡ଼ା, ୧୩/୦୯(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ବଡ଼ସାହି ଅଞ୍ଚଳରେ ନିର୍ମାଣାଧୀନ ପାଇଖାନା ଟାଙ୍କିରୁ ଜଣେ ନବଜାତ ଶିଶୁର ମୃତଦେହ ଉଦ୍ଧାର ଘଟଣା ଚାଞ୍ଚଲ୍ୟ ସୃଷ୍ଟି…
Read More...

ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ।

ବେଗୁନିଆପଡା,୧୩/୦୯(ପିପିଟି ):ଗଞ୍ଜାମ ଜିଲ୍ଲା କୋଦଳା କୋର୍ଟ ପରିସର ରେ ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ତୃତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି l କୋଦଳା ଅତିରିକ୍ତ ଜିଲ୍ଲା ଅଦାଲତ ରେ ବିଚାରପତି ବିଶ୍ୱରଞ୍ଜନ ବେହେରା,…
Read More...

ହାତୀଓଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ‘ସ୍ପାର୍କ ୨୦୨୬’ର ଭବ୍ୟ ଆୟୋଜନ।

ପୋଲସରା ,୧୨/୦୯(ପିପିଟି) : ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଅତ୍ୟନ୍ତ ଉତ୍ସାହ ଓ ସାଂସ୍କୃତିକ ଉଲ୍ଲାସର ସହ ବିଦ୍ୟାଳୟର ପ୍ରତିଷ୍ଠା ଦିବସ 'ସ୍ପାର୍କ ୨୦୨୬' ବିଦ୍ୟାଳୟ…
Read More...

ଅର୍ଦ୍ଧ ଶିକ୍ଷିତ କ୍ଵାକର ଭୁଲ ଚିକିତ୍ସାରୁ ଚାଲିଗଲା ଶିକ୍ଷକଙ୍କ ଜୀବନ,କ୍ଵାକ ଘର ଆଗରେ ଉତ୍ତେଜନା।

ପୋଲସରା ,୧୨/୦୯(ପିପିଟି) : ପୋଲସରା ଥାନା ଅଧୀନରେ ପାଣ୍ଡିରିପଡା ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ଅର୍ଦ୍ଧ ଶିକ୍ଷିତ କ୍ଵାକ ଜୟରାମ ଦିଗାଲ ଓରଫ ଉଦୀୟ ଙ୍କ ଭୁଲ ଚିକିତ୍ସା ଯୋଗୁଁ ଜଣେ ଶିକ୍ଷକଙ୍କ ଜୀବନ…
Read More...