Browsing Category

ଜିଲ୍ଲା

ବ୍ୟାଡ଼ ମିଣ୍ଟନରେ ଭଞ୍ଜନଗରକୁ ୪ଟି ଟାଇଟଲ ।

ଭଞ୍ଜନଗର, ୨୬/୧୨(ପିପିଟି):କନ୍ଧମାଳ ସଂସଦୀୟ କ୍ଷେତ୍ର ସ୍ତରୀୟ ସଂସଦ ଖେଳ ମହୋତ୍ସବ ବ୍ୟାଡ଼ ମିଣ୍ଟନ ପ୍ରତିଯୋଗିତାରେ ଭଞ୍ଜନଗର ଟିମ୍ ୪ଟି ଟାଇଟଲ ହାସଲ କରିଛି।ଏହି ସଂସଦୀୟ କ୍ଷେତ୍ରରେ ଥିବା ବିଭିନ୍ନ ନିର୍ବାଚନ ମଣ୍ଡଳୀ କୁ…
Read More...

ଗଞ୍ଜାମ ଲକ୍ଷ୍ୟ ନିକେତନ ଉପରେ ସାମ୍ବାଦିକ ସମ୍ମିଳନୀ ।

ଛତ୍ରପୁର,୨୬/୧୨(ପିପିଟି): ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଓ୍ବି. କୀର୍ତ୍ତି ଓ୍ବାସନ୍ ଙ୍କ ଅଧ୍ଯକ୍ଷତାରେ “ଗଞ୍ଜାମ ଲକ୍ଷ୍ୟ ନିକେତନ” ଉପରେ ଏକ ସାମ୍ବାଦିକ ସମ୍ମଳନୀ ଅନୁଷ୍ଠିତ…
Read More...

୨୦୦୨ ଦଶମଶ୍ରେଣୀ ଛାତ୍ର ବ୍ୟାଚ୍ ବନ୍ଧୁ ମିଳନ କାର୍ଯ୍ୟକ୍ରମ ।

ବେଲଗୁଣ୍ଠା, ୨୬/୧୨ (ପିପିଟି):ଆଜି ବେଲଗୁଣ୍ଠା ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟର ୨୦୦୨ ମସିହା ଦଶମ ଶ୍ରେଣୀ ବ୍ୟାଚ ର ବନ୍ଧୁମିଳନ ଉତ୍ସବ କିରାପଲ୍ଲୀ ସ୍ଥିତ ମା କୁମାରଶୁଣି ପୀଠରେ ଅନୁଷ୍ଠିତ ହୋଇଯାଇଛି। ନିଜ ବ୍ୟକ୍ତିଗତ…
Read More...

ରାଷ୍ଟ୍ରୀୟ ସେବା ଯୋଜନାର ସ୍ବତନ୍ତ୍ର ସେବା ଶିବିର।

କୋଦଳା,୨୬/୧୨(ପିପିଟି):ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟର ମହିଳା ସ୍ବେଛାସେବୀଙ୍କ ଦ୍ୱାରା ରାଷ୍ଟ୍ରୀୟ ସେବା ଯୋଜନାର ଶୀତକାଳୀନ ସ୍ୱତନ୍ତ୍ର ସେବା ଶିବିର ତୃତୀୟ ଦିନରେ ପୋଷ୍ୟ ଗ୍ରାମ ଶୂନ୍ୟ ରାମଚନ୍ଦ୍ରପୁର ଠାରେ ଏକ…
Read More...

ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ ପାଳିତ ।

ପୋଲସରା, ୨୬/୧୨ (ପିପିଟି):- ପ୍ରବାଦ ପୁରୁଷ ବିଜୁ ପଟନାୟକଙ୍କ ନାମରେ ଗଠିତ ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ ପୋଲସରା ଏନ୍ ଏ ସି ର ମାତୃଶକ୍ତି କଲ୍ଯାଣ ମଣ୍ଡପ ଠାରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ କର୍ମକର୍ତ୍ତାଙ୍କୁ…
Read More...

ବେଗୁନିଆପଡା ଠାରେ ବ୍ଲକ ସ୍ତରୀୟ ମତ୍ସ୍ଯ ଓ ପ୍ରାଣୀ ସମ୍ପଦ ମେଳା ୨୦୨୫ ଅନୁଷ୍ଠିତ ହୋଇଯାଇଛି ।

ବେଗୁନିଆପଡା,୨୬/୧୨(ପିପିଟି): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଠାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ୨୦୨୫ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଭବାନୀ ଶଙ୍କର ତ୍ରିପାଠୀଙ୍କ…
Read More...

ବ୍ରହ୍ମପୁର ମହୋତ୍ସବ ୬ ଫେବୃୟାରୀରୁ ଆୟୋଜନ ନେଇ ପ୍ରସ୍ତୁତି ଆରମ୍ଭ ।

ବ୍ରହ୍ମପୁର,୨୬/୧୨(ପିପିଟି):ଦକ୍ଷିଣ ଓଡ଼ିଶାର ଅଗ୍ରଣି ସାଂସ୍କୃତିକ ଉତ୍ସଵ ବ୍ରହ୍ମପୁର ମହୋତ୍ସବ ୬ ରୁ ୧୨ ଫେବୃୟାରୀ ସାତଦିନ ବ୍ୟାପି ଆୟୋଜନ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ମହୋତ୍ସବରେ ସ୍ଵୟଂ ସହାୟକ ଗୋଷ୍ଟି ,କୁଟୀର…
Read More...

ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା।

ପୋଲସରା ,୨୬/୧୨(ପିପିଟି):ପୋଲସରା ବ୍ଲକ୍ ରୁମାଗଡ଼ ପଞ୍ଚାୟତ ସ୍ଥିତ ଶ୍ରୀଶ୍ରୀ ଦଣ୍ଡେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ରୁମାଗଡର ପ୍ରଧାନ ଶିକ୍ଷକ ଜୟନ୍ତ କୁମାର ମହାନ୍ତିଙ୍କୁ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ…
Read More...

ବୃଦ୍ଧାଶ୍ରମରେ କମ୍ବଳ ଓ ସୁଖିଲାଖାଦ୍ୟ ମିଷ୍ଟାନ୍ନ ବଣ୍ଟନ।

ବୋଲଗଡ଼,୨୫/୧୨(ପିପିଟି):ସାରା ରାଜ୍ୟରେ ବଢିଚାଲିଛି ଶୀତର ଲହରୀ ଗରିବ ଓ ଅସହାୟ ବ୍ୟକ୍ତିଙ୍କୁ ଶୀତ ଦାଉରୁ ରକ୍ଷାକରିବା ଲକ୍ଷରେ ଡଃ କୃଷ୍ଣ ଚନ୍ଦ୍ର ପଟ୍ଟନାୟକ ସହ ଯୋଗରେ ବାଦାନ୍ୟ ଜନ୍ମଜୟ ପଟ୍ଟନାୟକ ତାଙ୍କର ଧର୍ମପତ୍ନୀ…
Read More...

ଯାଜପୁର ଠାରେ ଜିଲ୍ଲା ସ୍ତରୀୟ ସୁଶାସନ ଦିବସ ପାଳିତ ।

ଯାଜପୁର,୨୫/୧୨(ପିପିଟି):ଯାଜପୁର ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସୁଶାସନ ଦିବସ -୨୦୨୫ ପାଳିତ ହୋଇଯାଇଛି। ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ…
Read More...