Browsing Category

ଜିଲ୍ଲା

ବତ୍ରିଶ ସିଂହାସନ ବରିଷ୍ଠ ନାଗରିକ ମଞ୍ଚ ତରଫରୁ ସାଧାରଣତନ୍ତ୍ର ଦିବସ ପାଳିତ ।

ଭୁବନେଶ୍ବର,୨୭/୦୧(ପିପିଟି): ଦେଶର ୭୭ତମ ସାଧାରଣତନ୍ତ୍ର ଦିବସ ଭୀମଟାଙ୍ଗି ବରିଷ୍ଠ ନାଗରିକ ମଞ୍ଚ, ଡେ-କେୟାର ସେଣ୍ଟର ପରିସର ମଧ୍ଯରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମଞ୍ଚର ଉପଦେଷ୍ଟା ମିଳିତ ଭାବରେ ବରିଷ୍ଠ ପ୍ରଶାସକ…
Read More...

ବେଗୁନିଆପଡା ବ୍ଲକରେ ସାଧାରଣତନ୍ତ୍ର ଦିବସ ପାଳିତ ।

ବେଗୁନିଆପଡା,୨୭/୦୧(ପିପିଟି): ଭାରତର ୭୭ ତମ ସାଧାରଣତନ୍ତ୍ର ଦିବସ ବେଗୁନିଆପଡା ବ୍ଲକର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି । ବ୍ଲକ କାର୍ଯ୍ୟାଳୟ ପରିସରରେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଯୋଗଦେଇ ଜାତୀୟ…
Read More...

ମିଶନ୍ ଜ୍ୟୋତି ଟ୍ରଷ୍ଟ ପ୍ରୟାସରେ;‘ନଗଡ଼ା’ ରେ ଫର ଫର ହୋଇ ଉଡ଼ିଲା ତ୍ରିରଙ୍ଗା ।

ଯାଜପୁର,୨୬/୦୧(ପିପିଟି):ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ, ଚିଙ୍ଗୁଡ଼ିପାଳ ଗ୍ରାମ ପଞ୍ଚାୟତର ପଡା ଗ୍ରାମ ‘ନଗଡ଼ା’ ରେ ମିଶନ୍ ଜ୍ୟୋତି ଟ୍ରଷ୍ଟ ପକ୍ଷରୁ ଏ ଥର ଗଣତନ୍ତ୍ର ଦିବସ ବେଶ ଧୁମଧାମ ରେ ପାଳନ କରାଯାଇଛି। ସୂଚନାରୁ…
Read More...

କୋଦଳା କୋର୍ଟରେ “ବାଲ୍ୟ ବିବାହ ମୁକ୍ତ ଭାରତ” ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ।

ବେଗୁନିଆପଡା,୨୬/୦୧(ପିପିଟି): ସୋମବାର ପୂର୍ବାହ୍ନ ସାଧାରଣତନ୍ତ୍ର ଦିବସ ଅବସର ରେ କୋଦଳା କୋର୍ଟ ପରିସରରେ ତାଲୁକ ଲିଗାଲ ସର୍ଭିସ କମିଟି ପକ୍ଷରୁ "ବାଲ୍ୟବିବାହ ମୁକ୍ତ ଭାରତ" ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।…
Read More...

ଶ୍ରୀ ଶନିଶ୍ଚର ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ।

କୋଦଳା,୨୬/୦୧(ପିପିଟି):ରବିବାର କୋଦଳା ହରିଜନ ସାହି ଯୁବ ଗୋଷ୍ଠୀଙ୍କ ଇଚ୍ଛାଶକ୍ତି ଓ ଅକ୍ଲାନ୍ତ ପରିଶ୍ରମ ତଥା ଶକ୍ତି ନଗର,ଭାଇଗା ନୂଆସାହି ବାସିନ୍ଦାଙ୍କ ସହଯୋଗରେ ଏକ ନୂତନ ଶ୍ରୀ ଶନିଶ୍ଚର ମନ୍ଦିର ଓ ଗ୍ରହରାଜଙ୍କ ବିଗ୍ରହ…
Read More...

ଉପଖଣ୍ଡସ୍ତରୀୟ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳନ ।

ଭଞ୍ଜନଗର, ୨୬/୦୧(ପିପିଟି):ଭଞ୍ଜନଗର ସ୍ଥିତ ଜେଲ ପଡ଼ିଆରେ ଉପଖଣ୍ଡସ୍ତରୀୟ ୭୭ ତମ ସାଧାରଣ ତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଜାତୀୟ ଦିବସରେ ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା ମୁଖ୍ୟ ଅତିଥି ରୂପେ…
Read More...

ମାଲକାନଗିରିରେ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ।

ମାଲକାନଗିରି, ୨୬/୦୧(ପିପିଟି):ମାଲକାନଗିରି ସଦର ମହକୁମାଠାରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ଯୋଗ ଦେଇ…
Read More...

ପ୍ରେସ୍ କ୍ଲବ୍ ପକ୍ଷରୁ ୭୭ ତମ ଗଣତନ୍ତ୍ର ଦିବସ ପାଳନ।

ପୋଲସରା ,୨୬/୦୧(ପିପିଟି) :ଆଜି ସମଗ୍ର ଭାରତ ବର୍ଷରେ ୭୭ ତମ ଗଣତନ୍ତ୍ର ଦିବସ ମହାସମାରୋହରେ ବହୁ ଉତ୍ସାହ ଏବଂ ଉଦ୍ଦିପନା ମଧ୍ୟରେ ପାଳିତ ହୋଇଯାଇଛି। ଏହି କ୍ରମରେ ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳର ଏକମାତ୍ର ପଞ୍ଜିକୃତ…
Read More...

ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୭୭ ତମ ସାଧାରଣତନ୍ତ୍ର ଦିବସ ମହୋତ୍ସବ ପାଳନ ।

ବାଲିଗୁଡା,୨୬/୦୧:(ପିପିଟି):କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ଉପଖଣ୍ଡ ସ୍ତରୀୟ ୭୭ ତମ ସାଧାରଣତନ୍ତ୍ର ଦିବସ ବିପୁଳ ଉତ୍ସାହ ଓ ଉଦ୍ଦୀପନା ର ସହ ପାଳନ ହୋଇଯାଇଛି । ଏହି ଅବସରରେ ପ୍ରତ୍ୟୁଷରୁ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ…
Read More...