Browsing Category

ଜିଲ୍ଲା

ଫାର୍ମାସିଷ୍ଟଙ୍କ ୬ଦଫା ଦାବି ନେଇ କଳବ୍ୟାଜ୍ ପରିଧାନ : କାର୍ଯ୍ୟ ବନ୍ଦ ଆନ୍ଦୋଳନ ପାଇଁ ଚେତାବନୀ ।

ବାଲିଗୁଡ଼ା,୧୭/୦୬(ପିପିଟି): କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟ ସମେତ ୬୪ଟି ସ୍ଵାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ୫୧ଜଣ ଫାର୍ମାସିଷ୍ଟ ମାନେ ସେମାନଙ୍କ ବିଭିନ୍ନ ଦାବୀକୁ ତୁରନ୍ତ ପୂରଣ ନେଇ କଳା ବ୍ୟାଚ…
Read More...

ଆଂଶିକ କୋହଳ ପରେ ରାୟଗଡର ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଳାପାଳ ଓ ଏସ୍.ପି ।

ରାୟଗଡା,୧୭/୦୬(ପିପିଟି);ରାଜ୍ୟରେ ମହାମାରୀ କରୋନାର ଦୈନିକ ସଂକ୍ରମଣ ହାର ଚଳିତ ଜୁନ୍ ମାସରେ ହ୍ରାସ ପାଇବା ପରେ ରାଜ୍ୟ ସରକାର ଲକଡାଉନ କଟକଣାକୁ ଆହୁରି ୧୪ଦିନ ବୃଦ୍ଧି କରିଥିଲେ ସୁଦ୍ଧା ସମସ୍ତ ଜିଲ୍ଳାରେ କଟକଣା ଆଂଶିକଭାବେ…
Read More...

ବିଧାୟକ ଓ ସାଂସଦଙ୍କ ଦ୍ୱାରା ଆମ୍ବପୁଆ ପଂଚାୟତର ବହୁ ପ୍ରକଳ୍ପ ଉଦ୍‌ଘାଟିତ

ବେଲଗୁଣ୍ଠା,୧୭/୦୬, ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ଆମ୍ବପୁଆ ପଂଚାୟତରେ ଆସିକା ସାଂସଦ ପ୍ରମିଳା ବିଷୋୟୀ ଓ ସୋରଡ଼ା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ଦ୍ୱାରା ଦୁଇଟି ବୃହତ ଗ୍ରାମୀଣ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର…
Read More...

ବେଆଇନ ଡିଜେଲ ଡିପୋ ଉପରେ ଧର୍ମଶାଳା ପୋଲିସର ଚଢାଉ, ୯୦ଲିଟର ଚୋରାତେଲ ଜବତ,୪ ଅଟକ ।

ଯାଜପୁର,୧୭/୦୬(ପିପିଟି): ଯାଜପୁର ଜିଲ୍ଲାର ଚଣ୍ଡିଖୋଲ-ପାରାଦ୍ୱୀପ ଜାତୀୟ ରାଜପଥର ଶ୍ରୀରାମପୁର ଟୋଲ ପ୍ଲାଜା ସନ୍ନିକଟରେ ବେଆଇନ ଭାବେ ଚାଲୁଥିବା ଚୋରା ଡିଜେଲ ଡିପୋ ଉପରେ ପୋଲିସର ଚଢାଉ । ଚଢାଉ ସମୟରେ ପାଖାପାଖି ୯୦ଲିଟର…
Read More...

ଶେରଗଡ଼ ରେ ସେରୋ ସର୍ଭେ ଆରମ୍ଭ; ଟୀକା ନେଇ ନଥିବା ବ୍ୟକ୍ତିଠୁ ମଧ୍ୟ ନମୁନା ସଂଗ୍ରହ ।

ଶେରଗଡ,୧୭/୦୬(ପିପିଟି); ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ରେ ଆରମ୍ଭ ହୋଇଛି ସେରୋ ସର୍ଭେ। ଜିଲ୍ଲାର ମୋଟ ୧୦ ଟି ଗାଁ ରେ ସେରୋ ସର୍ଭେ କରାଯିବା ନେଇ ସୂଚନା ଥିବା ବେଳେ ଆରଏମଆରସି ତିନୋଟି ଟିମ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଯାଇ…
Read More...

ଆୱାର୍ଡ ପକ୍ଷରୁ ଚାଷୀ ମାନଙ୍କୁ କଳଧାନ ବିହନ ବଣ୍ଟନ ।

କନ୍ଧମାଳ,୧୭/୦୬(ପିପିଟି):ବିଜ୍ଞାନ ଭିତ୍ତିକ ପ୍ରମାଣ ସିଦ୍ଧ ସ୍ୱାସ୍ଥ୍ୟରେ ହିତକ ଜନକ କଳଧାନ ଚାଉଳରେ ପୃଷ୍ଟି ସାର ଭରିରହିଥିବା ଯୋଗୁଁ ବର୍ତ୍ତମାନର କରୋନା କାଳରେ କନ୍ଧମାଳ ଜିଲ୍ଲା ବାଲିଗୁଡାସ୍ଥିତ ' ଆୱାର୍ଡ '…
Read More...

ରାୟଗଡାସ୍ଥିତ ଚକ୍ଷୁ ଅନୁଷ୍ଠାନରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟାଙ୍କ ଶୁଖିଲା ଖାଦ୍ୟ ଯୋଗାଣ।

ରାୟଗଡା,୧୭/୦୬(ପିପିଟି); ରାୟଗଡା ଜିଲ୍ଲା ପିତାମହଲ ସ୍ଥିତ ଏଲଭି ପ୍ରସାଦ ଚକ୍ଷୁ ଅନୁଷ୍ଠାନ ଠାରେ ନିଃସ୍ୱାର୍ଥପର ଭାବେ ନିଜକୁ ସମାଜ ସେବାରେ ନିରବଚ୍ଛିନ୍ନ ସମର୍ପିତ କରିଥିବା ରାୟଗଡ଼ା ଜିଲ୍ଲା ବିଜୁ ଜନତାଦଳ ସଭାପତି ତଥା…
Read More...

ଓକିଲଙ୍କୁ ସହାୟତାର ହାତ ବଢାଇଲେ ବ୍ରହ୍ମପୁର ବିଧାୟକ।

ବ୍ରହ୍ମପୁର,୧୭/୦୬(ପିପିଟି); ଦୀର୍ଘ ଦେଢ଼ ବର୍ଷ ଓକିଲ ମାନେ ଅବହେଳିତ ଅବସ୍ଥାରେ ଗତି କରିବା ସମୟରେ ସ୍ଥାନୀୟ ବିଧାୟକ ଆଜି ଗଞ୍ଜାମ ବାର ଆସୋସିଏସନ କୁ ସହଯୋଗର ହାତ ବଢ଼ିଛନ୍ତି। ଆଜି ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର…
Read More...

ଚନ୍ଦ୍ରପୁର ତହସିଲରେ ନୂତନ ତହସିଲଦାରଙ୍କ ଯୋଗଦାନ।

ରାୟଗଡା,୧୭/୦୬(ପିପିଟି); ରାୟଗଡା ଜିଲ୍ଲା ଗୁଣୁପୁର ଉପଖଣ୍ଡ ଅନ୍ତର୍ଗତ ଚନ୍ଦ୍ରପୁର ତହସିଲରେ ନୂତନ ତହସିଲଦାର ଭାଵେ ଚିନ୍ମୟ ଦାସ( ଓ.ପ୍ର.ସେ)କାର୍ଯ୍ୟରେ ଯୋଗଦାନ କରି ଉପଜିଲ୍ଲାପାଳଙ୍କୁ ସାକ୍ଷାତ ନିମନ୍ତେ ଗୁଣୁପୁର…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩୬୩୧।

ଭୁବନେଶ୍ବର ୧୭/୦୬(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୩୬୩୧। ପଜିଟିଭ ସଂଖ୍ୟା ୮,୬୬,୬୯୨ ଚିହ୍ନଟ ହୋଇଛନ୍ତି ୮,୧୭,୩୫୯ ଜଣ ସୁସ୍ଥ ହୋଇଥିବା ବେଳେ ୪୫,୮୦୯ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୩୪୭୧ ଜଣଙ୍କର ମୃତ୍ୟୁ…
Read More...