Browsing Category

ଜିଲ୍ଲା

ଗୁଣିଗାରେଡି ସନ୍ଦେହରେ ହତ୍ୟା ପରେ ଗାଁରୁ ବିତାଡିତ ପରିବାରର ଡିଆଇଜିଙ୍କୁ ସ୍ମାରକପତ୍ର ।

ବ୍ରହ୍ମପୁର,୦୩/୦୫(ପିପିଟି); ସୋରଡା ବ୍ଳକ୍ ବଡଗଡ ଥାନା ଅନ୍ତର୍ଗତ ସିଦ୍ଧପୁର ପଞ୍ଚାୟତର ଡିମିରିପଙ୍କାଳ ଗ୍ରାମରେ ଗତ ମାର୍ଚ୍ଚ ୩୦ ତାରିଖରେ ଗୁଣିଗାରେଡି ସନ୍ଦେହରେ ଜଣେ ୭୫ ବର୍ଷୀୟ ବୃଦ୍ଧ ଧରମା ନାଇକଙ୍କୁ ପଥର ଛେଚି…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୮୯୧୪।

ଭୁବନେଶ୍ବର ୦୩/୦୫(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୮୯୧୪। ପଜିଟିଭ ସଂଖ୍ୟା ୪,୭୧,୫୩୬ ଚିହ୍ନଟ ହୋଇଛନ୍ତି ୩,୯୭,୫୭୫ ଜଣ ସୁସ୍ଥ ହୋଇଥିବା ବେଳେ ୭୧,୮୩୫ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୨୦୭୩ ଜଣଙ୍କର ମୃତ୍ୟୁ…
Read More...

ଆମ୍ବ ତୋଳାକୁ କେନ୍ଦ୍ରକରି ମାରପିଟ, ଜଣେ ଗୁରୁତର ।

ଜଗତସିଂହପୁର,୦୨/୦୫(ପିପିଟି); ଜଗତସିଂହପୁର ଥାନା ଅନ୍ତର୍ଗତ ସମଙ୍ଗ ଗ୍ରାମରେ ଆମ୍ବତୋଳାକୁ କେନ୍ଦ୍ରକରି ଦୁଇଭାଇଙ୍କ ମଧ୍ୟରେ ମାରପିଟ ହୋଇଥିବା ଜଣାପଡିଛି । ବଡଭାଇ ମାଡରେ ସାନଭାଇ ଗୁରୁତର ହୋଇ ଜଗତସିଂହପୁର ସଦର ମୁଖ୍ୟ…
Read More...

ଅଫ୍‌ଲାଇନ୍‌ରେ ପିଡିଏସ୍‌ ସାମଗ୍ରୀ ଦେବାକୁ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ ।

କନ୍ଧମାଳ,୦୨/୦୫(ପିପିଟି): ପିଡିଏସ୍‌ ସାମଗ୍ରୀ ଅଫ୍‌ଲାଇନ୍‌ ମାଧ୍ୟମରେ ଯୋଗାଇଦେବା ପାଇଁ ଯୋଗାଣ ସହାୟକ ସଂଘ କନ୍ଧମାଳ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇ ଏକ ଦାବିପତ୍ର ପ୍ରଦାନ କରିଛି। କରୋନା ମହାମାରୀର ସଂକ୍ରମଣ ରୋକିବା ପାଇଁ…
Read More...

ଅପହରଣ ପରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ୩ଜଣ ଗିରଫ; ଜଣେ ଫେରାର : ତଦନ୍ତ ଅବ୍ୟାହତ ।

କନ୍ଧମାଳ,୦୨/୦୫(ପିପିଟି): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ଜଣେ ନାବାଳିକାକୁ ଅପହରଣ କରିବା ପରେ ଦୁଷ୍କର୍ମ କରିଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜଣେ ଫେରାର ଥିବା ଜଣାପଡିଛି l ଏ ନେଇ…
Read More...

ବାଲିଗୁଡା ଉପଜିଲ୍ଲାପାଳଙ୍କ ମହାନତା, ଦୁର୍ଘଟଣାରେ ଆହତ ଯୁବକଙ୍କୁ ଯୋଗାଇଦେଲେ ଚିକିତ୍ସା ।

ବାଲିଗୁଡା,୦୨/୦୫(ପିପିଟି):ଦିନକୁ ଦିନ ମଣିଷ ମାନବିକତା ଭୁଲି ଯାଉଥିବା ବେଳେ ଏମିତି କିଛି ମଣିଷ ଅଛନ୍ତି ଯେଉଁମାନେ ନିଜ ପଦପଦବୀ ଓ ସାମାଜିକ ସ୍ଥିତିକୁ ଖାତିର ନ କରି ସାଧାରଣ ମଣିଷର ଦୁଃଖରେ ଭାଗିଦାର ହୋଇଥାନ୍ତି। ଏମିତି…
Read More...

ଆଦିବାସୀଙ୍କ ଉପରେ ଜଙ୍ଗଲ ବିଭାଗର ଜୁଲୁମ୍ ।

ସୋରଡା,୦୨/୦୫(ପିପିଟି); ଗଞ୍ଜାମ ଜିଲ୍ଲା ସୋରଡା ବ୍ଳକ୍ ଅନ୍ତର୍ଗତ ମେରିକୋଟ ପଞ୍ଚାୟତର ବାଉଁଶମାଳ ଗାଁରେ ଆଦିବାସୀ ଲୋକଙ୍କ ଉପରେ ଜଙ୍ଗଲ ବିଭାଗର ଜୁଲୁମ୍ । ଜଙ୍ଗଲ ଜମିରେ ଦୀର୍ଘ ୧୮ ବର୍ଷ ଧରି ବସବାସ କରି ଆସୁଥିବା ସୌରା…
Read More...

ସଟ ଡାଉନ ରାତିରେ ଦୁଇ ଦୁଇଟା ଗାଡି ପୋଡ଼ିଲେ ଦୁର୍ବୁତ୍ତ : ତଦନ୍ତ ଅବ୍ୟାହତ

କନ୍ଧମାଳ,୦୨/୦୫(ପିପିଟି): ସମଗ୍ର କନ୍ଧମାଳ ଜିଲ୍ଲାରେ ଦୁଇ ଦିନିଆ ସଟ ଡାଉନର ଫାଇଦା ନେଇ କିଛି ଦୁର୍ବୁତ୍ତ ଷ୍ଟେଟ ବ୍ୟାଙ୍କର ଟଙ୍କା ନେବା ଆଣିବା ଗାଡି ର ତାଲା ଭାଙ୍ଗି ଟଙ୍କା ନେବା ପାଇଁ ଉଦ୍ୟମ କରିଥିଲେ । ଘଟଣାରୁ…
Read More...

ସନ୍ଥବିନୋବା ସେବା ସମାବାୟ ସମିତି ଲିମିଟେଡ ରେ ତାଲା ପକାଇଲେ ଗ୍ରାହକ।

ତିର୍ତ୍ତୋଲ,୦୧/୦୫(ପିପିଟି); ତିର୍ତ୍ତୋଲ ଥାନା ଅନ୍ତର୍ଗତ କଟରା ଗ୍ରାମପଞ୍ଚାୟତର ସନ୍ଥବିନୋବା ସେବା ସମବାୟ ସମିତି ଲିମିଟେଡ୍ ତଥା ମିନିଵ୍ଯାଙ୍କ୍ ରେ ଆଜିଠାରୁ ତାଲା ପଡ଼ିଲା । ଗୋପାଳ ଖଟୁଆ ନାମକ ଜନୈକ ଜମାକାରୀ ନିଜ…
Read More...

ଗୁମାଗଡ଼ରେ ଟ୍ରାକ୍ଟର ଓଲଟି ଜଣେ ଗୁରୁତର ।

ବାଲିଗୁଡା,୦୧/୦୫(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ ଅଧିନସ୍ଥ ଗୁମାଗଡ ନିକଟରେ ଏକ ଟ୍ରାକ୍ଟର ଓଲଟି ଜଣେ ଶ୍ରମିକ ଗୁରୁତର ଆହତ ହୋଇ ଟିକାବାଲି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ରେ…
Read More...