Browsing Category

ଜିଲ୍ଲା

ବିଜେପି ଯୁବମୋର୍ଚ୍ଚାର ନୂତନ ପ୍ରାର୍ଥୀ ଚୟନ ।

କନ୍ଧମାଳ,୨୪/୦୫(ପିପିଟି): କନ୍ଧମାଳ ଜିଲ୍ଲା ଭାରତୀୟ ଜନତା ପାର୍ଟି ତରଫରୁ ଜିଲ୍ଲା ବିଜେପି ଯୁବମୋର୍ଚ୍ଚାର ନୂତନ ପ୍ରାର୍ଥୀ ଚୟନ କରି ତାଲିକା ପ୍ରକାଶ କରାଯାଇଛି । ତାଲିକା ଅନୁସାରେ ସଭାପତି ରୂପେ ଗୋଲକ ବିହାରୀ କହଁର,ଉପ…
Read More...

ଚିତ୍ରକୋଣ୍ଡା ବିଧାୟକ ଦୁଇଟି ପଞ୍ଚାୟତରେ କଲେ ମାସ୍କ ବଣ୍ଟନ ।

ମାଲକାନଗିରି,ତା:୨୪/୦୫(ପିପିଟି); ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା ଆଜି ମାଥିଲି ବ୍ଲକ ଅନ୍ତର୍ଗତ ଭଣ୍ଡାରୀ ପାଙ୍ଗାମ୍ ଓ ଭେଜାଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗ୍ରାମଗୁଡ଼ିକୁ ଯାଇ ମାସ୍କ ବଣ୍ଟନ କରିବା ସହ…
Read More...

ପୋଲୋସରା ଚିରିକିପଡା ଶାସନ ଗ୍ରାମରେ ୩ଟି ୱାର୍ଡ ବିଶୋଧନ କରାଗଲା ।

ପୋଲୋସରା,୨୪/୦୫(ପିପିଟି); ପୋଲୋସରା ବ୍ଲକ ଚିରିକିପଡା ଶାସନ ଗ୍ରାମରେ ଚଳିତ ମାସ ତା ୨୩ ରିଖ ରବିବାର ଦିନ କରୋନା ଭୁତାଣରୁ ସମ୍ଭାବିତ ସଂକ୍ରମଣ ସମସ୍ୟା ସୃଷ୍ଟି ନ ହେବାପାଇଁ ୩ ଗୋଟି ୱାର୍ଡ଼ରେ ରାସାୟନିକ ଦ୍ରବ୍ୟ ପ୍ରୟୋଗ…
Read More...

କରୋନା ଟେଷ୍ଟ ଭୟରେ ଗାଁ ଛାଡି ଜଙ୍ଗଲରେ ଗ୍ରାମବାସୀ ।

ବାଲିଗୁଡା,୨୪/୦୫(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ପଞ୍ଚାୟତ ବୁରାଙ୍ଗିଆ ଗ୍ରାମ ସମେତ ଆଖପାଖ ଅଞ୍ଚଳରେ କରୋନାକୁ ନେଇ ଆତଙ୍କ ଦେଖାଯାଇଛି। ଝାରମୁଣ୍ଡା ଗ୍ରାମରେ ଗତ…
Read More...

ଜୈବ ବିବିଧତା ଦିବସ ପାଳନ ଅବସରରେ ପରିବେଶ ସୁରକ୍ଷା ସମ୍ପର୍କିତ ଆଲୋଚନା ଚକ୍ର ।

ବେଲଗୁଣ୍ଠା,୨୪/୦୫(ପିପିଟି), କରୋନା ମହାମାରୀର ଯନ୍ତ୍ରଣା ମଧ୍ୟରେ ସାରା ବିଶ୍ୱ ଛଟପଟ ହେଉଥିବା ବେଳେ ପ୍ରକୃତିର ଅବକ୍ଷୟ ହିଁ ଏହି ମହାମାରୀ ପାଇଁ ମୁଖ୍ୟ କାରଣ ବୋଲି ବହୁ ବିଶେଷଜ୍ଞ ମତ ଦେଇଛନ୍ତି । ବୃକ୍ଷର ଅଭାବ ଯୋଗୁଁ…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୧୦୫୯ ।

ଭୁବନେଶ୍ବର ୨୪/୦୫(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୧୦୫୯। ପଜିଟିଭ ସଂଖ୍ୟା ୭,୦୩,୪୪୧ ଚିହ୍ନଟ ହୋଇଛନ୍ତି ୫,୮୯,୬୧୦ ଜଣ ସୁସ୍ଥ ହୋଇଥିବା ବେଳେ ୧,୧୧,୨୬୨ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୨୫୧୬ ଜଣଙ୍କର ମୃତ୍ୟୁ…
Read More...

ସାମ୍ବାଦିକଙ୍କୁ ଗାଳି କରିଥିବା ସବ୍ ଇନ୍ସପେକ୍ଟରଙ୍କୁ ବଦଳି ।

ବାଲିଗୁଡା,୨୩/୦୫.(ପିପିଟି): କନ୍ଧମାଳ ଜିଲ୍ଲା ଫୁଲବାଣୀର ଜୈନକ ସାମ୍ବାଦିକଙ୍କୁ ଗାଳି କରିଥିବା ସବ୍ ଇନ୍ସପେକ୍ଟର ଦୀପକ କୁମାର ସାମନ୍ତ ସିଂହାରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି କନ୍ଧମାଳ ଜିଲ୍ଲା ଉତ୍କଳ…
Read More...

ଆମ୍ବୁଲାନ୍ସରୁ ଦେଶି ମଦ ଜବତ, ଜଣେ ଗିରଫ।

ବୋଲଗଡ଼,୨୩/୦୫(ପିପିଟି), କରୋନା ମହାମାରୀ ପାଇଁ ସାରା ରାଜ୍ୟରେ ଜାରୀରହିଛି ଲକଡାଉନ ଏବଂ ସଟଡାଉନ । ଏହାର ସୁଯୋଗ ନେଇ କିଛି ଦେଶିମଦ ବେପାରୀ ସେମାନଙ୍କର ନିଶା ଚୋରା ଚାଲାଣ କରି ମାଲେମାଲ ହେଉଛନ୍ତି । ସେହିଭଳି ଆଜି…
Read More...

କାଳ ବୈଶାଖିରେ ଉଡିଗଲା ୩୦ ଘର ଛପର ।

ମାଲକାନଗିରି,ତା:୨୩/୦୫(ପିପିଟି); ଆଜି ସଂଧ୍ଯା ୫ ଟା ୩୦ ସମୟରେ ପ୍ରବଳ ବେଗରେ ଝଡ ବର୍ଷା ହେବା ଫଳରେ ପଡିଆ ଗ୍ରାମର ୩୦ ରୁ ଅଧିକ ଘରଗୁଡିକର ଛପର ଉଡିଯାଇଛି । ବଡ ବଡ ବୃକ୍ଷ ଉପୁଡି ପଡି ପଥ ଅବରୋଧ ହୋଇଯାଇଛି । ଦୁଇ ଘଣ୍ଟା…
Read More...