Browsing Category

ଜିଲ୍ଲା

ହିଂଜିଳିରେ ସପ୍ତାହନ୍ତ ସଟଡାଉନ୍।

ହିଂଜିଳିକାଟୁ,୨୪/୦୪(ପିପିଟି); ଶନିବାର ସକାଳୁ ଆରମ୍ଭ ହୋଇଛି ଚଳିତ ବର୍ଷର ପ୍ରଥମ ସପ୍ତାହନ୍ତ ସଟଡାଉନ୍ । ହିଂଜିଳି ଜନସାଧାରଣ କରୋନା ମହାମାରୀ ପ୍ରକୋପକୁ ଦୃଷ୍ଟରେରଖି ବନ୍ଦ ନିୟମକୁ ସଂପୂର୍ଣ୍ଣ ସମ୍ମାନ କରୁଥିବା ଦେଖିବାକୁ…
Read More...

ଯାଜପୁର ସହରରେ ସଟଡାଉନ ପ୍ରଭାବ: ସବୁ ଠପ୍ ।

ଯାଜପୁର,୨୪/୦୪(ପିପିଟି); ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ସରକାର ଆଜିଠାରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ସପ୍ତାହାନ୍ତ ସଟଡାଉନ ଘୋଷଣା କରିଥିଲେ ।ସପ୍ତାହାନ୍ତ ସଟଡାଉନର ପ୍ରଭାବ ଯାଜପୁର ଟାଉନ ଓ ବ୍ୟାସନଗର…
Read More...

ସପ୍ତାହନ୍ତ ସଟଡାଉନ ପ୍ରଭାବ, କୋଦଳା ବେଗୁନିଆପଡା ଅଞ୍ଚଳ ଶୂନଶାନ, ପୋଲିସ ଓ ତହସିଲର ଫ୍ଲାଗମାର୍ଚ୍ଚ ।

କୋଦଳା,୨୪/୦୪(ପିପିଟି); ମହାମାରୀ କରୋନାର ଦ୍ଵିତୀୟ ଲହର ଭୟବହତାକୁ ନେଇ ଓଡିଶା ସରକାର ଓ ଜିଲ୍ଲା ପ୍ରଶାସନଲୋକଙ୍କୁ ବିଭିନ୍ନ ପ୍ରକାର ସଚେତନ କାର୍ଯ୍ୟକ୍ରମ ଆୟୋଜିତ କରୁଥିବା ବେଳେ ଅଞ୍ଚଳର ସମସ୍ତ ଧର୍ମାନୁଷ୍ଠାନ ରୀତିନୀତି…
Read More...

ପାଣିପାଇଁ ସଂଗ୍ରାମ : ଜଳଯୋଗାଣ ପ୍ରକଳ୍ପରେ ତାଲା ପକାଇଲେ ସ୍ଥାନୀୟ ମହିଳା ।

ଯାଜପୁର,୨୪/୦୪(ପିପିଟି); ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ବିଭିନ୍ନ ସ୍ଥାନରେ ଏବେ ଲୋକେ ନାହିଁ ନଥିବା ଜଳକଷ୍ଟ ଭୋଗୁଛନ୍ତି। ବିଶେଷ କରି ଏହି ବ୍ଲକର ୧୧ ନଂ ଓ ୧୨ ନଂ ଜୋନରେ ରହିଥିବା ପାହାଡିଆ ଅଞ୍ଚଳରେ ଏହି ଜଳାଭାବ ଅଧିକ…
Read More...

ଯାଜପୁରରେ ସୂଚନା ଅଧିକାରୀ କର୍ମୀଙ୍କ ଉପରେ ବୋମାମାଡ଼ ଘଟଣା; ମୁଖ୍ୟ ଅଭିଯୁକ୍ତ ଗିରଫ ।

ଯାଜପୁର,୨୪/୦୪(ପିପିଟି) : ଯାଜପୁର ଜିଲ୍ଲା ଧର୍ମଶାଳ ଅଞ୍ଚଳରେ ସୂଚନା ଅଧିକାରୀ କର୍ମୀ ସର୍ବେଶ୍ୱର ବେହୁରାଙ୍କ ଉପରେ ବୋମାମାଡ଼ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ । ତାଙ୍କ ନାଁ ରବି ଦାସ, ଘର ଜେନାପୁର ଥାନା ଡଙ୍କାରୀ ଅଞ୍ଚଳର ।…
Read More...

କନ୍ଧମାଳରେ କରୋନା ସଚେତନତା ସୃଷ୍ଟି କରୁଛନ୍ତି ଯମରାଜ ଓ ଚିତ୍ରଗୁପ୍ତ ।

କନ୍ଧମାଳ,୨୩/୦୪(ପିପିଟି): କନ୍ଧମାଳ ଜିଲ୍ଲାରେ ନିଆରା ଢଙ୍ଗରେ କରୋନା ସଚେତନତା ସୃଷ୍ଟି କରାଯାଉଛି। ଜିଲ୍ଲା ପୁଲିସ ପ୍ରଶାସନ ଓ ସ୍ବେଚ୍ଛାସେବୀ ସଂଗଠନ ଟିମ୍‌ ହ୍ୟୁମାନିଟର ସଦସ୍ୟମାନଙ୍କ ପକ୍ଷରୁ କରୋନା ସଚେତନତା ଅଭିଯାନକୁ…
Read More...

କୋଭିଡ-୧୯ ଆଦେଶ ପତ୍ର ଫେରାଇ ନେବା ପାଇଁ ଅଙ୍ଗନୱାଡ଼ି ସଂଘ ତରଫରୁ ଦାବି ।

ବେଲଗୁଣ୍ଠା,୨୩/୦୪(ପିପିଟି); ବାରମ୍ବାର ଅନୁରୋଧ ସତ୍ତ୍ୱେ ଅଙ୍ଗନୱାଡ଼ି କର୍ମୀଙ୍କ ଦାବିକୁ ପ୍ରଶାସନ କର୍ଣ୍ଣପାତ ନ କରିବା ଫଳରେ ଗାଙ୍ଗପୁର ସେକ୍ଟରର ଅଙ୍ଗନୱାଡ଼ି କର୍ମୀ ମାନେ କରୋନାର ଦ୍ୱିତୀୟ ଲହରୀରେ କରୋନା ସମ୍ଵନ୍ଧୀୟ…
Read More...

ବାରହା ଆକ୍ରମଣରେ ବୃଦ୍ଧ ଗୁରୁତର ।

ଭଞ୍ଜନଗର,୨୩/୦୪(ପିପିଟି); ଦିନକୁ ଦିନ ଉତ୍ତର ଘୁମୁସର ବନଖଣ୍ଡରେ ବାରହାଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ଗତ କିଛି ଦିନ ତଳେ ପାଇଲି ପଡ଼ା ଗ୍ରାମରେ ବାରହା ଆକ୍ରମଣରେ ୪ଜଣ ଗୁରୁତର ଆହତ ହୋଇଥିବା ବେଳେ ଶୁକ୍ରବାର…
Read More...

ଅଟୋ ସହ ଲୁନା ଧକ୍କାରେ ୫ଆହତ ।

ଭଞ୍ଜନଗର,୨୨/୦୪(ପିପିଟି); ଭଞ୍ଜନଗର ଥାନା ଅଧୀନ ବାଉଁଶୁଲୁଣ୍ଡି ବାଇବାସ୍ ଛକ ନିକଟରେ ଏକ ଅଟୋ ସହ ମୋପେଡ଼ ଧକ୍କା ହେବା ଫଳରେ ମୋପେଡ଼ ଚାଳକଙ୍କ ସମେତ ୫ ଜଣ ଗୁରୁତର ଆହାତ ହୋଇଛନ୍ତି। ଏଥିରେ ମୋପେଡ଼ ଚାଳକ ଖାଲାସି ସାହିର…
Read More...