Browsing Category

ଜିଲ୍ଲା

ମୁଖ୍ୟ ସଚିବଙ୍କ ଯାଜପୁର ଜିଲ୍ଲା ଗସ୍ତ ଓ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ସମୀକ୍ଷା ।

ଯାଜପୁର, ୦୭/୦୩(ପିପିଟି); ଯାଜପୁର ଜିଲାର ବିକାଶକୁ ତ୍ୱରାନ୍ୱିତ କରାଯାଉଛି । ବିଭିନ୍ନ ମେଗା ପ୍ରକଳ୍ପ ଗୁଡ଼ିକର ସମୀକ୍ଷା କରାଯିବା ସହ ତାହାର ସୁଫଳ ଲୋକମାନଙ୍କୁ ଯଥାଶୀଘ୍ର ମିଳିବା ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ମୁଖ୍ୟ…
Read More...

ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଶୁଣାଣି; ସରକାରୀ ଅର୍ଥ ହଡପ ଅଭିଯୋଗରେ ଦୁଇ ଶିକ୍ଷକଙ୍କୁ ଚାରି ବର୍ଷ ଲେଖାଏଁ ଜେଲ…

କନ୍ଧମାଳ,୦୭/୦୩(ପିପିଟି); ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍‌ସ କୋର୍ଟ ୨ ଜଣ ଶିକ୍ଷକଙ୍କୁ ୪ ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡ ଶୁଣାଇଛନ୍ତି। ୨୦୧୪ରେ ବାଲିଗୁଡ଼ା ବ୍ଲକର ଗୁମାକିଆ ଉଚ୍ଚପ୍ରାଥମିକ…
Read More...

ଦଣ୍ଡ ପରମ୍ପରା ଓ ସାଂସ୍କୃତିକ ମୂଲ୍ୟବୋଧ ଏବଂ ରଙ୍ଗମଞ୍ଚର ପୁନରୁଦ୍ଧାର ଦାବି ନେଇ ସାମ୍ବାଦିକ ବନ୍ଧୁ ମିଳନ ।

ବ୍ରହ୍ମପୁର,ତା.୦୭/୦୩;ଦଣ୍ଡ ପରମ୍ପରା, ସାଂସ୍କୃତିକ ମୂଲ୍ୟବୋଧ ଏବଂ ରଙ୍ଗମଞ୍ଚର ପୁନରୁଦ୍ଧାର ଦାବି ନେଇ 'ଓଡିଶା ଚିତ୍ରାଳୟ ମାଲିକ୍ ସଂଘ' ଗଞ୍ଜାମ ଜିଲ୍ଲା ଶାଖା ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ଗୋସାଇଁ ନୂଆଗାଁ…
Read More...

ସାମାନ୍ୟ କଥାକୁ ନେଇ ଗୁଳିକାଣ୍ଡ; ଜଣେ ମୃତ ।

ଉଲୁଣ୍ଡା,୦୬/୦୩(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ସୁବଲୟା ଥାନା ଟିକିରାପଡ଼ାରେ ଅଘଟଣ ।ସାମାନ୍ୟ ବଚସାକୁ ନେଇ ଜଣକୁ ଗୁଳିକରି ହତ୍ୟା ଅଭିଯୋଗ । ମୃତକ ଜଣକ ହେଲେ ଟିକିରାପଡା ଗ୍ରାମର ବାବୁଲୁ ମେହେର ।ଆଜି କୌଣସି କାରଣରୁ ଉଭୟ…
Read More...

ଦୁର୍ଘଟଣାରେ ବୃଦ୍ଧ ଗୁରୁତର ଆହତ ।

ବେଲଗୁଣ୍ଠା,୦୬/୦୩(ପିପିଟି); ଆଜି ରାତ୍ର ୮ ଘଣ୍ଟା ୪୦ ମିନିଟ୍ ସମୟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚକିତ୍ସିତ ହେଉଥିବା ସୂଚନା ମିଳିଛି । ସୂଚନା ପ୍ରକାରେ…
Read More...

ଗଞ୍ଜେଇ ସହ ଅଟୋ ଓ ସ୍କୁଟି ଜବତ; ଜଣେ ଗିରଫ ।

ବାଲିଗୁଡା,୦୬/୦୩(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପକ୍ଷରୁ ସନ୍ଧ୍ୟା ସମୟରେ ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ଜକିକିଆ-ମିଡ଼ିଆକିଆ ରାସ୍ତାରେ ନିକଟରେ ଏକ ଅଟୋରେ ଗଞ୍ଜେଇ ଲୋଡ୍ ହୋଇ ଆସୁଥିବା ଖବର ପାଇ…
Read More...

ଵଡ଼ ଧରଣର ଡକାୟତି ଯୋଜନା ପଣ୍ଡ କଲା ବାଲିଗୁଡା ପୁଲିସ;ଦୁଇଜଣ ନକଲି ପୁଲିସ ଅଫିସର ଗିରଫ,ଡକାୟତିରେ ବ୍ୟବହୃତ ବହୁ…

ବାଲିଗୁଡା,୦୬/୦୩(ପିପିଟି); ବଡ଼ ଧରଣର ଡକାୟତି ଯୋଜନା ପଣ୍ଡ କଲା ବାଲିଗୁଡ଼ା ପୋଲିସ । ଘଟଣାରେ ଦୁଇଜଣ ନକଲି ପୋଲିସ୍ ଅଫିସର ଗିରଫ ହୋଇଥିବା ବେଳେ ଅନ୍ୟ ତିନିଜଣ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି । ସୂଚନା…
Read More...

ଆଜି ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ୯ ପ୍ରାର୍ଥୀଙ୍କ ପଡ଼ିଲା ନାମାଙ୍କନ ପତ୍ର ।

ଦିଗପହଣ୍ଡି,୦୬/୦୩(ପିପିଟି); ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଠାରେ ଅବସ୍ଥାପିତ କୋର୍ଟରେ କାର୍ଯ୍ୟରତଥିବା ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ଆଜି ରାଜ୍ଯ ବାର୍‌ କାଉନସିଲ ନିର୍ଦ୍ଦେଶ ପ୍ରକାରେ କର୍ମକର୍ତ୍ତା ନିର୍ବାଚନ ଘେନି ଆଜି…
Read More...

ପ୍ରେସ୍ କ୍ଳବ୍ ଉପସଭାପତିଙ୍କ ଭାତୃ ବିୟୋଗ ।

ବେଲଗୁଣ୍ଠା,୦୬/୦୩(ପିପିଟି);ବେଲଗୁଣ୍ଠା ପ୍ରେସ୍ କ୍ଳବ୍ ଉପସଭାପତି ତଥା ଗଣମାଧ୍ୟମ ପ୍ରତିନିଧି ପ୍ରଭାତ କୁମାର ସାହୁଙ୍କ ଜୈଷ୍ଠ ଭ୍ରାତା ପୂର୍ଣ୍ଣ ଚନ୍ଦ୍ର ସାହୁ (ବୁଢ଼ା)ଙ୍କ ଦେହାନ୍ତ ହୋଇଛି ।ସେ ଗତ କିଛି ଦିନ ଧରି ଅସୁସ୍ଥ…
Read More...

ଓଟିପି ନମ୍ବର ମାଗି ୨୦ହଜାର ଟଙ୍କା ଗାଏବ ।

ଭଞ୍ଜନଗର,୦୬/୦୩(ପିପିଟି) ଦିନକୁ ଦିନ ସାଇବର କ୍ରାଇମ ବୃଦ୍ଧି ପାଉଥିବା ବେଳେ ସଚେତନତା ଅଭାବରୁ ବହୁ ଲୋକ ଠକାମି ର ଶିକାର ହେଉଛନ୍ତି।ନୂଆ ନୂଆ କୌଶଳ ବ୍ୟବହାର କରି ଠକମାନେ ନିରୀହ ଲୋକଙ୍କ ଠାରୁ ସର୍ବସ୍ଵ ଲୁଟି ନେଉଛନ୍ତି।…
Read More...