Browsing Category
ଜିଲ୍ଲା
ରାଜୀବ ଗାନ୍ଧୀଙ୍କ ବଳିଦାନ ଦିବସରେ କଂଗ୍ରେସ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ ।
ଭଞ୍ଜନଗର,୨୧/୦୫(ପିପିଟି); ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ରାଜୀବ ଗାନ୍ଧୀଙ୍କ ଆଜି ହେଉଛି ବଳିଦାନ ଦିବସ।ଏହି ଅବସରରେ ଭଞ୍ଜନଗର କଂଗ୍ରେସ ଦଳ ତରଫରୁ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ହାତକୁ ନିଆ ଯାଇଥିଲା।…
Read More...
Read More...
ଘରୋଇ କଳିରୁ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ ।
ଭଞ୍ଜନଗର,୨୧/୦୫(ପିପିଟି);ଭଞ୍ଜନଗର ଥାନା ଅନ୍ତର୍ଗତ ବଡ ପଥରା ଗ୍ରାମରେ ଘରୋଇ କଳିକୁ ନେଇ ଜଣେ ମହିଳା ନିଜ ଦେହରେ କିରୋସିନୀ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ସୂଚନା ମୁତାବକ ଏହି ଗ୍ରାମର ସନ୍ତୋଷ ସ୍ୱାଇଁଙ୍କ…
Read More...
Read More...
କରୋନା ଯୋଦ୍ଧାଙ୍କୁ ମାସ୍କ,ସାନିଟାଇଜେର ଏବଂ ଶୁଖିଲା ଖାଦ୍ୟ ବଣ୍ଟନ କଲା ହେଲ୍ପ ଇଣ୍ଡିଆ ।
ଭଞ୍ଜନଗର,୨୧/୦୫(ପିପିଟି); କରୋନା ମହାମାରୀ ସମୟରେ ଜନ ସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ଯୋଦ୍ଧା ଭାବେ କାର୍ଯ୍ୟ କରୁଥିବା ପୋଲିସ କର୍ମଚାରୀଙ୍କର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ।ରାଜ୍ୟରେ କରୋନା ମୁକାବିଲା ସକାଶେ ଜୁନ ୧ତାରିଖ…
Read More...
Read More...
ବେଲଗୁଣ୍ଠା ଥାନା ନୂଆ କୋଠାକୁ ସ୍ଥାନାନ୍ତର ।
ବେଲଗୁଣ୍ଠା,୨୧/୦୫(ପିପିଟି);ବେଲଗୁଣ୍ଠା ଥାନା ନୂତନ କୋଠାକୁ ସ୍ଥାନାନ୍ତର କରାଯାଇଛି ।ଦୀର୍ଘ ଦିନର ପ୍ରତୀକ୍ଷା ପରେ ବେଲଗୁଣ୍ଠା ଫାଣ୍ଡି ୨୦୨୦ ଡିସେମ୍ବର ୩୦ ତାରିଖରେ ଥାନାରେ ରୁପାନ୍ତରିତ ହୋଇଥିଲା ।ଥାନା ହେବା ପରେ…
Read More...
Read More...
କରୋନାରୁ ସୁସ୍ଥ ହେଲେ ବେଲଗୁଣ୍ଠା ପ୍ରେସ୍ କ୍ଳବ୍ ସଭାପତି ।
ବେଲଗୁଣ୍ଠା,୨୧/୦୫(ପିପିଟି);କରୋନାର ଦ୍ୱିତୀୟ ଲହରରେ ସଂକ୍ରମିତ ହୋଇ ଦୀର୍ଘ ଦିନ ଚିକିତ୍ସିତ ହୋଇ ଆରୋଗ୍ୟ ଲାଭ କରିଛନ୍ତି ବେଲଗୁଣ୍ଠା ପ୍ରେସ୍ କ୍ଳବ୍ ସଭାପତି ତଥା ବେଲଗୁଣ୍ଠା ବ୍ଳକ୍ ସମ୍ବାଦ ପ୍ରତିନିଧି ପ୍ରଦ୍ୟୁମ୍ନ ପାତ୍ର…
Read More...
Read More...
ରାଜୀବ ଗାନ୍ଧୀ ମହାପ୍ରୟାଣ ଦିବସରେ ଗରୀବ ଲୋକଙ୍କୁ ମାସ୍କ ବଣ୍ଟନ।
ରାୟଗଡା,୨୧/୦୫(ପିପିଟି); ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ କଂଗ୍ରେସ ପକ୍ଷରୁ ଭାମିନୀ ଓ ଗୋସାଇଁ ଗୁଲୁମୁଣ୍ଡା ପଞ୍ଚାୟତରେ ରାଜୀବ ଗାନ୍ଧୀ ମହାପ୍ରୟାଣ ଦିବସ ଅବସରରେ ଗରୀବ ଲୋକଙ୍କୁ ବିସ୍କୁଟ, ପାଉଁରୁଟି, ମାସ୍କ ପ୍ରଦାନ…
Read More...
Read More...
କନ୍ଧମାଳ ଜିଲ୍ଲା ଛାତ୍ର କଂଗ୍ରେସ କମିଟି ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ ।
କନ୍ଧମାଳ,୨୧/୦୫(ପିପିଟି): କନ୍ଧମାଳ ଜିଲ୍ଲା ଫୁଲବାଣୀ ଛାତ୍ର କଂଗ୍ରେସ କମିଟି ତରଫରୁ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ଅବସରରେ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ…
Read More...
Read More...
ପୋଲୋସରା ବିଜେଡି ତରଫରୁ ମାଗଣା ରନ୍ଧା ଖାଦ୍ୟ ବଣ୍ଟନ ।
ପୋଲୋସରା,୨୧/୦୫ (ପିପିଟି); ପୋଲୋସରା ବିଜୁ ଜନତା ଦଳ ତରଫରୁ ସାମ୍ପ୍ରତିକ କରୋନାର ଦ୍ୱିତୀୟ ଲହର ପ୍ରଭାବରେ କୌଣସି କାରଣରୁ ନିଜର ପେଟକୁ ଖାଦ୍ୟ ଯୋଗାଡ଼ କରିନପାରି ଅସହାୟ ଅବସ୍ଥାରେ ଜୀବନ ଅତିବାହିତ କରି ଆସୁଥିବା ବ୍ୟକ୍ତି…
Read More...
Read More...
ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୨୫୨୩ ।
ଭୁବନେଶ୍ବର ୨୧/୦୫(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୨୫୨୩। ପଜିଟିଭ ସଂଖ୍ୟା ୬,୬୮,୪୨୨ ଚିହ୍ନଟ ହୋଇଛନ୍ତି ୫,୫୬,୬୦୧ ଜଣ ସୁସ୍ଥ ହୋଇଥିବା ବେଳେ ୧,୦୯,୪୩୮ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୨୪୩୦ ଜଣଙ୍କର ମୃତ୍ୟୁ…
Read More...
Read More...
ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ କରୋନା ସଚେତନତା କାର୍ଯକ୍ରମ ।
ପୋଲସରା,୨୦/୦୫(ପିପିଟି); ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ "ସେବା ହିଁ ସଂଗଠନ" କାର୍ଯ୍ୟକ୍ରମ ଆଧାରରେ ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ପୋଲସରଠାରେ ତାପମାତ୍ରା ପରୀକ୍ଷଣ ଏବଂ କୋରନା ସଚେତନତା କାର୍ଯ୍ଯକ୍ରମ ଅନୁଷ୍ଠିତ…
Read More...
Read More...