Browsing Category

ଜିଲ୍ଲା

ଇନଣ୍ଡୋର ଷ୍ଟାଡିୟମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଭଞ୍ଜନଗର ବାସୀ ।

ଭଞ୍ଜନଗର,୧୪/୦୮(ପିପିଟି); ଭଞ୍ଜନଗର ଅଞ୍ଚଳରେ କ୍ରୀଡାର ବିକାଶ ପାଇଁ ଗତ ଜୁଲାଇ ୧ତାରିଖ ଦିନ ଛତ୍ରପୁର ଠାରେ ଭଞ୍ଜନଗର ଅଞ୍ଚଳବାସୀଙ୍କ ତରଫରୁ ବହୁ କ୍ରୀଡ଼ାବିତ, ଏନ୍ଏସି ର ପୂର୍ବତନ ଅଧ୍ୟକ୍ଷ, ଉପାଧ୍ୟକ୍ଷ, କାଉନସିଲର ଓ…
Read More...

ହିଞ୍ଜିଳି ପୁଲିସ ଦ୍ୱାରା ତିନି ଚୋର ଗିରଫ ,୧୦,୦୦୦ ଟଙ୍କା ସହ ୪୦ଗ୍ରାମ ସୁନା ଅଳଙ୍କାର ଜବତ ।

ହିଞ୍ଜିଳିକାଟୁ,୧୪/୦୮(ପିପିଟି); ହିଞ୍ଜିଳି କାଟୁ ମକରଝୋଳ ଗ୍ରାମରୁ ଗତ ୧୬/୧୭-୦୪-୨୧ ରାତ୍ର ରେ ପି.ଦୁଷ୍ମନ୍ତ ପିତା-ପି.ପୁରୁଷୋତ୍ତମଙ୍କ ଘରୁ ଚୋରି ହୋଇଥିବା ସୁନା ଅଳଙ୍କାର ଓ ନଗଦ ଟଙ୍କା ପୁଲିସ ଠାବ କରିବାରେ ସଫଳ ହୋଇଛି…
Read More...

ଭାରସାମ୍ୟ ହରାଇ ଓଲଟିଲା ଫଳ ବୋଝେଇ ମିନି ଟ୍ରକ ।

ବାଲିଗୁଡା,୧୪/୦୮(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ପୁରୁଣାସାହି ନିକଟରେ ଘଟିଛି ଦୁର୍ଘଟଣା । ଗାଡ଼ିରେ ଥିବା ତିନିଜଣ ଆହତ ହୋଇଛନ୍ତି ସମସ୍ତଙ୍କୁ କ.ନୂଆଗାଁ ଗୋଷ୍ଠୀ…
Read More...

ବିଷାକ୍ତ ସାପ କାମୁଡ଼ାରେ ବୃଦ୍ଧା ମୃତ ।

ବେଲଗୁଣ୍ଠା,୧୪/୦୮(ପିପିଟି) ବିଷାକ୍ତ ସାପ କାମୁଡ଼ାରେ ଜଣେ ବୃଦ୍ଧାଙ୍କ ମୃତ୍ଯୁ ଘଟିଥିବା ଜଣାପଡିଛି । ମୃତକ ଜଣଙ୍କ ହେଲେ ବେଲଗୁଣ୍ଠା ଥାନା ମଙ୍ଗଳ ପୁର ପଞ୍ଚାୟତ, ଗୋଠଳି ଗ୍ରାମର ସନ୍ୟାସୀ ଦାସଙ୍କ ମା ଲଷ୍ମୀ ଦାସ (୭୦),…
Read More...

ସାହିତ୍ୟାନୁଷ୍ଠାନ ପକ୍ଷରୁ ଚାରାରୋପଣ।

ବୋଲଗଡ଼ ,୧୩/୦୮(ପିପିଟି)ବେଗୁନିଆ ସାହିତ୍ୟାନୁଷ୍ଠାନ ପକ୍ଷରୁ ଶୁକ୍ରବାର ପୂର୍ବାହ୍ନରେ ସ୍ଥାନୀୟ ପଞ୍ଚାୟତ ସମିତି ପ୍ରାଥମିକ ବିଦ୍ୟାଳୟ ସଂଲଗ୍ନ ଶ୍ମଶାନ ପଡ଼ିଆରେ ଅଁଳା ,ବାହାଡ଼ା ,କରଞ୍ଜ , କାଞ୍ଚନ,କୃଷ୍ଣଚୁଡା ଓ ରାଧାଚୁଡା…
Read More...

ବେଲଗୁଣ୍ଠା ବିଜୁପଟ୍ଟନାୟକ ପ୍ରତିମୂର୍ତ୍ତୀକୁ ପୋଷ୍ୟଭାବେ ଗ୍ରହଣ କଲେ ବ୍ରହ୍ମପୁର ବିଏନ୍ ଏନସିସି ।

ବେଲଗୁଣ୍ଠା,୧୩/୦୮(ପିପିଟି);ବିଭିନ୍ନ ସ୍ଥାନରେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତୀ ଗୁଡି଼କ ଅବହେଳିତ ହୋଇ ପଡ଼ି ରହିବା ସହିତ ନଷ୍ଟ ମଧ୍ୟ ହୋଇଯାଉଛି । ଏହାକୁ ଦୃଷ୍ଟିରେ ରଖି ମହାପୁରୁଷଙ୍କ…
Read More...

ବିଶ୍ବ ଅଙ୍ଗଦାନ ଦିବସରେ ସ୍ବର୍ଗତ ବିପିନ ପ୍ରଧାନଙ୍କ ପରିବାକୁ ସୁରଜ ଆୱାର୍ଡ।

ଛତ୍ରପୁର ,୧୩/୦୮(ପିପିଟି); ବିଶ୍ୱ ଅଙ୍ଗଦାନ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ସ୍ବର୍ଗତ ବିପିନ ପ୍ରଧାନ, ଗ୍ରାମ ଭାଟପଡା, କବିସୂର୍ଯ୍ୟନଗର ମୃତ୍ୟୁ ପୂର୍ଵରୁ ଛଅ ଗୋଟି ଅଙ୍ଗ ଦାନ କରି ସ୍ୱର୍ଗ…
Read More...

ହାତି ଆକ୍ରମଣରେ ବାପ ପୁଅ ଗୁରୁତର ।

ଭଞ୍ଜନଗର,୧୩/୦୮(ପିପିଟି);ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ହାତୀ ଓ ବାରହା ଆକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଶୁକ୍ରବାର ତାରସିଙ୍ଗି ଥାନା ଅନ୍ତର୍ଗତ ତିନିଛକିଆ ଠାରେ ହାତୀ ଆକ୍ରମଣରେ ବାପ ପୁଅ ଗୁରୁତର ଆହତ ହୋଇ ଭଞ୍ଜନଗର…
Read More...

ବଜ୍ରପାତରେ ଜଣେ ମୃତ,ତିନି ଆହାତ ।

ମାଲକାନଗିରି,ତା:୧୩/୦୮(ପିପିଟି); କୁଡୁମୁଲଗୁମ୍ମା ନିକଟସ୍ଥ ବାହାଲଗୁଡା ଗ୍ରାମ ପଞ୍ଚାୟତର ପେଦାଗୁଡା ଗ୍ରାମରେ ଘଟିଯାଇଛି ବକ୍ଷା ସହ ବଜ୍ରପାତ ହେବାରୁ ଜଣେ ମୃତ ବରଣ କରିଥିବା ବେଳେ ତିନି ଜଣ ଆହାତ ହୋଇଥିବା ଜଣା ପଡିଛି ।…
Read More...

୨୦ ଜଣ କନିଷ୍ଠ ରାଜସ୍ବ ସହାୟକ ନିଯୁକ୍ତି।

ଜଗତସିଂହପୁର,୧୩/୦୮(ପିପିଟି);ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ନୂତନ ଭାବେ ନିଯୁକ୍ତ ୨୦ଜଣ କନିଷ୍ଠ ରାଜସ୍ୱ ସହାୟକଙ୍କୁ ନିଯୁକ୍ତି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ସେମାନଙ୍କୁ ସ୍ୱାଗତ କରି ସେ 5T ନୀତି…
Read More...