Browsing Category

ଜିଲ୍ଲା

ବାଙ୍କୋଇ ପୋଲିସର ଚଢାଉ ୧୦୦୦ଲିଟର ପୋଚ ନଷ୍ଟ ସହ ୧୦ଲି ଦେଶୀ ମଦ ଜବତ।

ବୋଲଗଡ଼, ୨୬/୦୮(ପିପିଟି) ବୋଲଗଡ ଥାନା ଅଞ୍ଚଳରେ ଦିନକୁଦିନ ନିଶା ଦ୍ରବ୍ୟ କାରାବାର ବଢିବାରେ ଲାଗିଛି। କେଉଁଠି ଦେଶୀ ମଦ ତ କେଉଁଠି ଧଳା ଯହର , ଗଞ୍ଜେଇ ଚୋରା ଚାଲାଣ କରି ମାଫିଆମାନେ ମାଲେମାଲ ହେଉଛନ୍ତି। ଏହାକୁ ନଜରରେ ରଖି…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୮୪୯।

ଭୁବନେଶ୍ବର ୨୬/୦୮(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୮୪୯। ପଜିଟିଭ ସଂଖ୍ୟା ୧୦,୦୪,୦୫୯ ଚିହ୍ନଟ ହୋଇଛନ୍ତି ୯,୮୮,୦୯୦ ଜଣ ସୁସ୍ଥ ହୋଇଥିବା ବେଳେ ୮,୨୮୮ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୭୬୨୮ ଜଣଙ୍କର ମୃତ୍ୟୁ…
Read More...

ଆଇନ୍ ସଚେତନ ଶିବିର ଅନୁଷ୍ଠିତ।

ଜଗତସିଂହପୁର,୨୫/୦୮(ପିପିଟି);ଓଡିଶା ରାଜ୍ୟ ମହିଳା କମିଶନ ଓ ଜଗତସିଂହପୁର ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆଦିକବି ସାରଳା ଦାସ ସଂସ୍କୃତି ଭବନରେ ଆୟୋଜିତ ଆଇନ୍ ସଚେତନତା ଶିବିରରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଡ.…
Read More...

ଆର୍.ଆଇ. ପରୀକ୍ଷା ପରିଚାଳନା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।

ଯାଜପୁର,୨୫/୦୮(ପିପିଟି); ଆସନ୍ତା ୨୯ ତାରିଖରେ ରାଜସ୍ୱ ନିରୀକ୍ଷକ ବା ଆର୍.ଆଇ. ପରୀକ୍ଷା ଅନୁଷ୍ଠିତ ହେବ । ଏହି ପରୀକ୍ଷାରେ ଯାଜପୁର ଜିଲ୍ଲାର ୩୬ ଗୋଟି କେନ୍ଦ୍ରରେ ୯୭୧୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ଏହାକୁ ସୁ…
Read More...

ଦୁଇଟି ମନ୍ଦିରର ତାଲା ଭାଙ୍ଗି ଦାନ ହୁଣ୍ଡି ଲୁଟି ନେଲେ ଦୁର୍ବୁତ୍ତ ।

ବାଲିଗୁଡା,୨୫/୦୮(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ବିରୁପାକ୍ଷ ଓ ଆନନ୍ଦେଶ୍ୱର ମନ୍ଦିରରୁ ମଙ୍ଗଳ ବାର ବିଳମ୍ବିତ ରାତିରେ ମନ୍ଦିରର ତାଲା ଭାଙ୍ଗି ଦାନ ହୁଣ୍ଡି ଲୁଟି ନେଲେ ଦୁର୍ବୁତ୍ତ।…
Read More...

ଜନନୀ ଯନ୍ତ୍ରଣା : ଆମ୍ବୁଲାନ୍ସ ପହଞ୍ଚି ନପାରିବାରୁ ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ ।

ବାଲିଗୁଡା,୨୫/୦୮(ପିପିଟି): ଜନନୀ ବିକାଶର ଆଉ ଏକ ନଗ୍ନ ଚିତ୍ର । ରାସ୍ତା ଖରାପ ଯୋଗୁଁ ଠିକଣା ଜାଗାରେ ପହଞ୍ଚିପାରିଲାନି ଆମ୍ବୁଲାନ୍ସ । ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ । ଅଧାରାସ୍ତାରେ ଜନ୍ମ ଦେଲେ ଶିଶୁ କନ୍ୟା ।…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୮୮୭।

ଭୁବନେଶ୍ବର ୨୫/୦୮(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୮୮୭ । ପଜିଟିଭ ସଂଖ୍ୟା ୧୦,୦୩,୨୧୦ ଚିହ୍ନଟ ହୋଇଛନ୍ତି ୯,୮୭,୩୬୯ ଜଣ ସୁସ୍ଥ ହୋଇଥିବା ବେଳେ ୮,୨୨୬ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୭୫୬୨ ଜଣଙ୍କର ମୃତ୍ୟୁ…
Read More...

ବିଦ୍ୟୁତ ଖୁଣ୍ଟ ପଡି ଶିଶୁ ପୁତ୍ରର ମୃତ୍ୟୁ।

ବୋଲଗଡ଼,୨୪/୦୮(ପିପିଟି):ବେଗୁନିଆ ବ୍ଲକ କଣ୍ଟାବାଡ଼ ପଞ୍ଚାୟତ ଅନ୍ତର୍ଗତ କେନ୍ଦୁପଲ୍ଲୀ ଗ୍ରାମର ଫାରିଆସାହିରେ ଆଜି ସକାଳେ ଜଣେ ଶିଶୁପୁତ୍ର ଗାଁ ଦାଣ୍ଡରେ ଖେଳୁଥିବାବେଳେ ତାଙ୍କ ଉପରେ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ପଡିବାରୁ…
Read More...

ଅବକାରୀ ଧରପଗଡ଼,ଦେଶୀ ମଦ ଜବତ ସହ ୩ ଗିରଫ ।

ଭଞ୍ଜନଗର,୨୪/୦୮(ପିପିଟି);ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଜିଲ୍ଲା ଅବକାରୀ ଅଧିକ୍ଷକ ରାଜେନ୍ଦ୍ର ଭତ୍ରାଙ୍କ ନିର୍ଦ୍ଦେଶ କ୍ରମେ ଭଞ୍ଜନଗର ଅବକାରୀ ବିଭାଗ ପକ୍ଷରୁ ମଙ୍ଗଳବାର ଜଗନ୍ନାଥ ପ୍ରସାଦ ଥାନା ଅଞ୍ଚଳରେ…
Read More...

ଆବାସ ଯୋଜନାରେ ବଞ୍ଚିତ ହୋଇଥିବା ଲୋକଙ୍କ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ।

ବେଲଗୁଣ୍ଠା,୨୪/୦୮(ପିପିଟି); ଆବାସ ଯୋଜନାରୁ ବଞ୍ଚିତ ହୋଇଥିବା ହିତାଧିକାରୀ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ତ l ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଗାଙ୍ଗପୁର ପଞ୍ଚାୟତ ବୋରି ଗ୍ରାମର କୋଡିଏ ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ଆସି…
Read More...