Browsing Category

ଜିଲ୍ଲା

ଅବକାରୀ ବିଭାଗର ଚଢ଼ାଉ,୬ ହଜାର ଲିଟର ପୋଚ ନଷ୍ଟ ୨୪୦ଲିଟର ମଦ ସହିତ ମଦ ପ୍ରସ୍ତୁତ ସରଞ୍ଜାମ ଜବତ।

ବୋଲଗଡ଼,୨୪/୦୮(ପିପିଟି):ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧିକ୍ଷକ ଝସକେତନ ବରିହାଙ୍କ ନେତୃତ୍ୱରେ ଗଠନ କରାଯାଇଥିବା ଏକ ଟିମ ଆଜି ସକାଳେ ବେଗୁନିଆ ଥାନା ଅନ୍ତର୍ଗତ ବଡପଦର ଏବଂ ରାସୋଳରେ ଥିବା ଆକାଶୀ ଏବଂ କାଜୁ ଜଙ୍ଗଲରେ ମଦ…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୬୨୫।

ଭୁବନେଶ୍ବର ୨୪/୦୮(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୬୨୫ । ପଜିଟିଭ ସଂଖ୍ୟା ୧୦,୦୨,୩୨୩ ଚିହ୍ନଟ ହୋଇଛନ୍ତି ୯,୮୬,୩୩୪ ଜଣ ସୁସ୍ଥ ହୋଇଥିବା ବେଳେ ୮,୪୪୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୭୪୯୩ ଜଣଙ୍କର ମୃତ୍ୟୁ…
Read More...

ପୋଖରୀରେ ବୁଡି ଜଣେ ମୃତ ।

ବେଲଗୁଣ୍ଠା,୨୩/୦୮(ପିପିଟି ); ଗତକାଲି ଗାଙ୍ଗପୁର ଥାନା ଅନ୍ତର୍ଗତ ବାଙ୍ଗରଡା ଗ୍ରାମରେ ପୋଖରୀରେ ବୁଡ଼ି ଜଣେ ୪୦ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇ ଯାଇଛି । ସୂଚନା ଅନୁସାରେ ଗ୍ରାମର ପର୍ଶୁ ନାଇକଙ୍କ ପୁଅ ବିନାୟକ ନାଇକ ଗତ…
Read More...

ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ମାଗଣା କର୍କଟ ରୋଗ ପରାମର୍ଶ ଶିବିର ।

ସୁବର୍ଣ୍ଣପୁର,୨୩/୦୮(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲା ସ୍ତରୀୟ ମାଗଣା କର୍କଟ ରୋଗ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ଅନୁରୋଧ…
Read More...

ଦୁଇ ପୁଅର ଅକାଳ ବିୟୋଗ ପରେ ରୋଗ ଶଯ୍ୟାରେ ଗୁରୁତର ସାନପୁଅ; ଔଷଧ ଟୋପାଏ କିଣିବାକୁ ବିଧବା ମାଆର ନାହିଁ ସମ୍ବଳ ।

ବେଲଗୁଣ୍ଠା,୨୩/୦୮(ସୁଶାନ୍ତ କୁମାର ବେହେରା) ପ୍ରଥମେ ନିଜ ଆଖି ଆଗରେ ନିଜର ଇହ କାଳ ପର କାଳର ଦେବତା ସ୍ୱାମୀକୁ ହରାଇବା ପରେ ସ୍ତ୍ରୀ ଟିଏ ଭାବି ଥାଏ ନିଜ ସନ୍ତାନସନ୍ତତିଙ୍କ ମୁହଁକୁ ଚାହିଁ ବଞ୍ଚିଯିବ ବୋଲି । କିନ୍ତୁ ତା…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୭୬୧।

ଭୁବନେଶ୍ବର ୨୩/୦୮(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୭୬୧ । ପଜିଟିଭ ସଂଖ୍ୟା ୧୦,୦୧,୬୯୮ ଚିହ୍ନଟ ହୋଇଛନ୍ତି ୯,୮୫,୩୦୨ ଜଣ ସୁସ୍ଥ ହୋଇଥିବା ବେଳେ ୮,୯୧୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୭୪୨୬ ଜଣଙ୍କର ମୃତ୍ୟୁ…
Read More...

ଅଟୋ ଧକ୍କାରେ ବାଲିଗୁଡା ବ୍ଲକ ବିଜେଡ଼ି ସଭାପତି ଆହତ ।

ବାଲିଗୁଡା,୨୨/୦୮(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ଏସି ଦଣ୍ଡପଦର ଠାରେ ଏକ ଅଟୋ ବାଲିଗୁଡ଼ାକୁ ଆସୁଥିବା ବେଳେ ବାଲିଗୁଡ଼ା ବ୍ଲକ ବିଜେଡ଼ି ସଭାପତି ଟୁନା ଦାସ ନିଜ ସ୍କୁଟିରେ ମହାସିଙ୍ଗି ଯାଉଥିବା ବେଳେ ବେପରୁଆ…
Read More...

ବନ ବିଭାଗ ପକ୍ଷରୁ ବୃକ୍ଷରେ ରକ୍ଷା ବନ୍ଧନ ।

ଭଞ୍ଜନଗର,୨୨/୦୮(ପିପିଟି); ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ଗାଲେରୀ ସଂରକ୍ଷିତ ଜଙ୍ଗଲ ଠାରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ନିଆରା ଢଙ୍ଗରେ ବିଭିନ୍ନ ବୃକ୍ଷରେ ରାକ୍ଷୀ ବାନ୍ଧିଛନ୍ତି ବନ ବିଭାଗ କର୍ମଚାରୀ। ମଣିଷ…
Read More...

ପୋଲିସ କବ୍ଜାରେ ଦୁଇ ଲୁଟେରା,ଲୁଟ ସୁନା ଜବତ ।

ଶେରଗଡ଼,୨୨/୦୮(ପିପିଟି); ଲୁଟରମାସକ ପରେ ଧରା ପଡିଲେ ଲୁଟେରା । ଆଜି ଶେରଗଡ଼ ପୋଲିସ ଦୁଇଜଣ ଲୁଟେରାଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଗତ ମାସ ୧୭ ତାରିଖ ସକାଳ ୮ ଘଣ୍ଟ ସମୟରେ ଆସିକା ଥାନା ଅନ୍ତର୍ଗତ ତରସିଙ୍ଗି ଗ୍ରାମର…
Read More...