Browsing Category

ଅପରାଧ

ମୁନିଗୁଡା ପୋଲିସକୁ ମିଳିଛି ବଡ ସଫଳତା ୬୦ ଲକ୍ଷ ଟଙ୍କାର ଗଞ୍ଜେଇ ଜଵତ ସହ ୪ଗିରଫ।

ରାୟଗଡା,୦୮/୦୬(ପିପିଟି); ରାୟଗଡା ଜିଲ୍ଲା ମୁନିଗୁଡା ପୋଲିସ ଏକ ଘରୁ ୫୫୩ କେଜି ଗଞ୍ଜେଇ ଜବତ କରିଛି। ଚନ୍ଦ୍ରପୁରୁ ବ୍ଲକ ଅଧିନସ୍ଥ ଡାଙ୍ଗସୋରଡା ପଞ୍ଚାୟତର କୁଟୁଡୁକୁପା ଓ ମୁଚିକିଗୁଡା ଛକର ଗୋଟିଏ ଘରେ ଏହି ଗଞ୍ଜେଇ ରଖି…
Read More...

ବିକଳାଙ୍ଗ ମହିଳାଙ୍କ ତଣ୍ଟି କାଟି ହତ୍ୟା; ସନ୍ଦେହରେ ସ୍ୱାମୀ ଅଟକ।

ଶେରଗଡ, ୦୫/୦୬(ପିପିଟି),ଶେରଗଡ଼ ବ୍ଲକ ଅନ୍ତର୍ଗତ ସୁନାତର ଓ ସୁବଳୟାପଲ୍ଲୀ ଶଙ୍ଖ ନିକଟରେ ଥିବା ଯାତ୍ରୀ ବିଶ୍ରାମ ଗାର ରେ ଜଣେ ମହିଳାଙ୍କ ମୃତ୍ୟୁ ଦେହ ପଡ଼ିଥିବା ର ଦେଖିବାକୁ ମିଳିଛି।ମହିଳାଙ୍କ ଗଳା କାଟି ଅତି ବିଭତ୍ସ ଭାବେ…
Read More...

ବଡ଼ ଭାଇର ଗୁଳି ମାଡରେ ସାନ ଭାଇ ଗୁରୁତର ।

ଭଞ୍ଜନଗର,୦୪/୦୬(ପିପିଟି); ଗଞ୍ଜାମ ଜିଲ୍ଲା ତାରସିଙ୍ଗି ଥାନା ହାତୀ ଗୁଡ଼ା ଗ୍ରାମରେ ସାମାନ୍ୟ ବଚସାକୁ ନେଇ ଦୁଇ ଭାଇ ମଧ୍ୟରେ ଘଟିଛି ଗୁଳିକାଣ୍ଡ।ଏଥିରେ ସାନଭାଇ ଗୁରୁତର ଆହତ ହୋଇ ବ୍ରହ୍ମପୁର ମେଡ଼ିକାଲ ରେ ଚିକିତ୍ସିତ…
Read More...

ଗଞ୍ଜେଇ ମାଫିଆଙ୍କ କବଳରେ ମାଲକାନଗିରି ଉପ-କାରାଗାର ।

ମାଲକାନଗିରି,ତା:୦୨/୦୬(ପିପିଟି);ବର୍ତ୍ତମାନ ଗଞ୍ଜେଇ ମାଫିଆଙ୍କ କବଳରେ ମାଲକାନଗିରି ଉପ -କାରାଗାର ରହିଛି ।ଅର୍ଥ ବଳରେ ଏଠାରେ ପଞ୍ଚତାରାକା ହୋଟେଲ ପରି ସମସ୍ତ ବିଳାସ ବ୍ଯସନ ଉପଲବ୍ଧ । ମାସିକ ଟଙ୍କା ଦେଲେ ଫୋନ କରିବାର…
Read More...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଉନ୍ମତ କାଣ୍ଡ, ୩ବର୍ଷର ଶିଶୁପୁତ୍ରକୁ କାତିରେ ହାଣି ହତ୍ୟା ଓ ଆକ୍ରମଣରେ ବାପା ଗୁରୁତର…

ପୋଲସରା, ୦୧/୦୬(ପିପିଟି); ପୋଲସରା ଥାନା ଅନ୍ତର୍ଗତ ଭାବରଡ଼ା ଗ୍ରାମରେ ପୂର୍ବ ଶତ୍ରୁତାକୁ ନେଇ ହତ୍ୟା କାଣ୍ଡ ଘଟିଯାଇଛି। ବୁଲୁ ସେଠୀ ନାମକ ଯୁବକ ଘଟାଇଛି ଏହି କାଣ୍ଡ । ସମ୍ପୃକ୍ତ ଯୁବକର ଉନ୍ମତ୍ତ କାଣ୍ଡରେ ପଡୋଶୀ ଘର…
Read More...

ପଞ୍ଚଭୁତି ସଂରକ୍ଷିତ ଜଙ୍ଗଲରୁ ଜିଆଦ ମାଂସ ସହ ଦୁଇ ଶିକାରୀ ଗିରଫ ।

ବେଲଗୁଣ୍ଠା,୨୩/୦୫(ପିପିଟି);ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡ଼ା ବନାଞ୍ଚଳ ଅଧୀନ ପଞ୍ଚଭୁତି ଫରେଷ୍ଟ ବିଟ ହାଉସ ଠାରେ ଆଜି ଜିଆଦ ଶିକାର କରିଥିବା ଅଭିଯୋଗ ରେ ଗ୍ରାମର ବୁଲୁ ସେଠି ଓ ତ୍ରିନାଥ ସେଠିଙ୍କୁ ବନବିଭାଗ…
Read More...

କୋଦଳା ପୋଲିସକୁ ସଫଳତା ବାଲିପୋଇ ଠାରେ ପୋଲିସ ପଞ୍ଝାରେ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ।

କୋଦଳା,୨୩/୦୫(ପିପିଟି); ରବିବାର ଅପରାହ୍ନରେ କୋଦଳା ଠାରୁ କଞ୍ଚଣା ରାସ୍ତାର ବାଲିପୋଇ ନିକଟରେ ଏକ ଡାଲା ଅଟୋ( OD 07 Z 8565 ) ରେ ଭର୍ତ୍ତିଥିବା ଗଂଜେଇକୁ କୋଦଳା ପୋଲିସ ଧରିବାରେ ସକ୍ଷମ ହୋଇଛି। ଅଟୋଟି କୋଦଳାରୁ ଖଲ୍ଲିକୋଟ…
Read More...

କୂଅରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର,ହତ୍ୟା ସନ୍ଦେହ:ପୁଅ ଫେରାର ।

ଭଞ୍ଜନଗର,୨୦/୦୫(ପିପିଟି); ଗୁରୁବାର ଭଞ୍ଜନଗର ଖାଲାସି ସାହିରୁ ପୋଲିସ ଏକ ପରିତ୍ୟକ୍ତ କୂଅ ଭିତରୁ ଜଣେ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି।ମୃତକଙ୍କ ଗୋଡ଼ରେ ଏକ ପ୍ଲାଷ୍ଟିକ ରଶି ବନ୍ଧା ହୋଇଥିବା ବେଳେ ଶରୀର କେତେକ…
Read More...

ମଶାଣିରୁ ଦରପୋଡା ଶବ ଉଦ୍ଧାର, ସ୍ବାମୀ ଫେରାର, ୫ ଅଟକ ।

ଗାଙ୍ଗପୁର,୨୦/୦୫(ପିପିଟି), ଜଣେ ବୋହୂକୁ ଯୌତୁକ ନିର୍ଯ୍ୟାତନା ଦେଇ ମାରି ଦେଇଥିବା ଅଭିଯୋଗ ଆଣିଛନ୍ତି ମୃତା ବୋହୂର ପିତା ଗଞ୍ଜାମ ଜିଲ୍ଳା ବେଲଗୁଣ୍ଠା ବ୍ଳକ୍ ର ମକରାପଲ୍ଲୀ ଗ୍ରାମର ସତ୍ୟ ନାରାୟଣ ଗୌଡ । ସତ୍ୟ ନାରାୟଣଙ୍କ…
Read More...

ସୌଖିନ ଓ ପ୍ରେମ ପାଇଁ ଡକାୟତି ଯୋଜନା :ଏସଡିପିଓ ।

ବାଲିଗୁଡା,୨୦/୦୫(ପିପିଟି): କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ଥାନା ସମେତ ବିଭିନ୍ନ ଥାନା ଅଞ୍ଚଳ ସମେତ ୫୯ନଂ.ଜାତୀୟ ରାଜପଥ ଉପରେ ଡକାୟତି କରୁଥିବା ଏକ ଗ୍ୟାଙ୍ଗ ତୁମୁଡ଼ିବନ୍ଧ ସ୍ଥିତ ଏକ ବିଦେଶୀ ମଦ ଦୋକାନରୁ ୬ଲକ୍ଷ ଟଙ୍କାର…
Read More...