Browsing Category

ଅପରାଧ

ଅଟୋ ସହ ଗଞ୍ଜେଇ ଜବତ; ୫ଗିରଫ ।

ଭଞ୍ଜନଗର,୦୧/୦୪(ପିପିଟି); ଭଞ୍ଜନଗର ପୋଲିସ ଓ ଅବକାରୀ ବିଭାଗ ଗତ କିଛିଦିନ ହେବ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଚୋରା ଗଞ୍ଜେଇ ଚାଲାଣ କରୁଥିବା ବହୁ ମାଫିଆ ମାନଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ବିପୁଳ ପରିମାଣରେ…
Read More...

ଆସିକା ପୁଲିସ କବ୍ଜାରେ ମାଉଜର ବ୍ଯବସାୟୀ; ଗାଡି ସମେତ ଦୁଇଟି ମାଉଜର ଓ ୧୦ଟି ଗୁଳି ଜବତ।

ଆସିକା,୦୧/୦୪(ପିପିଟି); ଆସିକା ପୁଲିସ କବ୍ଜାରେ ମାଉଜର ବ୍ଯବସାୟୀ । ଘଟଣା ସଂପର୍କରେ ଜଣାପଡିଛି ଯେ ମାଉଜର ବ୍ଯବସାୟୀ ଅମୀର କୁମାର ଭୂୟାଁ(୪୦), ପିତା- ଚନ୍ଦ୍ରମଣି ଭୂୟାଁ, ଗ୍ରାମ- ଖଇରଫୁଟି,ଥାନା- ଗାଙ୍ଗପୁର, ଭୋର ୩ଟା…
Read More...

ଜଙ୍ଗଲରୁ ନର କଙ୍କାଳ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ : ୩ ଅଭିଯୁକ୍ତ ଗିରଫ ।

ବାଲିଗୁଡା,୩୧/୦୩(ପିପିଟି); କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ରେବିଙ୍ଗିଆ ନିକଟସ୍ଥ ତୁଳିପାଜୁ ଜଙ୍ଗଲରୁ ମାଟି ତଳୁ ନର କଙ୍କାଳ ଉଦ୍ଧାର ଘଟଣା ପର୍ଦ୍ଦାଫାଶ କରିଛି ବାଲିଗୁଡା ପୋଲିସ । ନିଖୋଜ ଟିକୁନ ଗୌଡ଼କୁ ପୂର୍ବ ଶତ୍ରୁତା…
Read More...

ତିନୋଟି ଗାଡି ସହ ଗଞ୍ଜେଇ ଜବତ; ୪ଜଣ ଗିରଫ 

କନ୍ଧମାଳ,୨୮/୦୩(ପିପିଟି): କନ୍ଧମାଳ ଜିଲ୍ଲାର ଖଜୁରିପଡ଼ା ଥାନା ଅଞ୍ଚଳରୁ ୧୮୮ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଛି। ଏହି ମାମଲାରେ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏହାଛଡ଼ା ଗୋଟିଏ ସ୍କର୍ପିଓ ଓ ୨ଟି ଆମ୍ବାସାଡର୍ କାର୍ ବି…
Read More...

କନ୍ଧମାଳ:ଗଞ୍ଜେଇ ସହ ଗାଡି ଜବତ;ଦୁଇ ଗିରଫ ।

କନ୍ଧମାଳ,୨୮/୦୩(ପିପିଟି): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ୍ ଫିରିଙ୍ଗିଆ ଥାନା ତେଲାପାଲି ଛକରେ ପାଟ୍ରୋଲିଂ କରୁଥିବା ସମୟରେ ଗୋଟିଏ ପିକଅପ ଭ୍ୟାନ ନଂ.ଓଡି-୦୨-ବିଏଲ-୪୩୭୮ କୁ ଅଟକାଇ ଯାଞ୍ଚ କରୁଥିବା ସମୟରେ ଗାଡ଼ିରୁ…
Read More...

୨୨ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ସହ ଦୁଇ ଜଣ ଗିରଫ, ୩ ଜଣ ଫେରାର; ତଦନ୍ତ ଅବ୍ୟାହତ ।

ବାଲିଗୁଡା,୨୬/୦୩(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପକ୍ଷରୁ ବାଲିଗୁଡା ଠାରୁ କୁଟିକିଆ ରାସ୍ତାରେ ପୁଲିସ ବିଭାଗ ତରଫରୁ ଏସ ଆଇ ରବିନ୍ଦ୍ର ମୁଣ୍ଡାରୀଙ୍କ ସହ ସଦଳ ବଳ ପାଟ୍ରୋଲିଂ କରୁଥିବା ସମୟ ରେ ପଦ୍ମାପଦର…
Read More...

ଜଙ୍ଗଲରୁ ନର କଙ୍କାଳ ଉଦ୍ଧାର; ପୋଲିସର ଛାନଭିନ୍ ଜାରୀ ।

ବାଲିଗୁଡ଼ା,୨୫/୦୩(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ରେବିଙ୍ଗିଆ ପଞ୍ଚାୟତର ତୁଲିପାଜୁ ଜଙ୍ଗଲରୁ ନର କଙ୍କାଳ ଉଦ୍ଧାର କରିଛି ବାଲିଗୁଡ଼ା ପୋଲିସ୍ । ସୂଚନା ପ୍ରକାରେ ରେବିଙ୍ଗିଆ ପଞ୍ଚାୟତର ଟିକୁନ ଗୌଡ଼ ନାମକ ଜଣେ…
Read More...

ଗଞ୍ଜେଇ ବ୍ୟାଗ ଓ ସ୍କୁଟି ଛାଡ଼ି ଆସାମୀ ଫେରାର ।

ଭଞ୍ଜନଗର,୨୫/୦୩(ପିପିଟି); ଭଞ୍ଜନଗର ଅବକାରୀ ବିଭାଗ ତରଫରୁ ଗୁରୁବାର ଭୋର ସମୟରେ ଦୁର୍ଗା ପ୍ରସାଦ ଜଙ୍ଗଲରେ ପେଟ୍ରୋଲିଂ କରୁଥିବା ସମୟରେ ଏକ ସ୍କୁଟିକୁ ସନ୍ଦେହରେ ଅଟକାଇଥିଲେ।ହେଲେ ଅବକାରୀ ବିଭାଗ ଗାଡିକୁ ଦେଖି ଅନ୍ଧାରର…
Read More...

୨୫କେଜି ବାରହା ମାଂସ ଜବତ; ଜଣେ ଗିରଫ ।

ଭଞ୍ଜନଗର,୧୭/୦୩(ପିପିଟି); ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବଡ଼ କୋଦଣ୍ଡା ନିକଟ ଚାପଡା ପଲ୍ଲୀ ମରାଠୀ ସାହିରେ ବାରହା ମାଂସ ବିକ୍ରୀ କରୁଥିବା ବେଳେ ବନ ବିଭାଗ କର୍ମଚାରୀ ମାନେ କୌଣସି ସୂତ୍ରରୁ ଖବର ପାଇ ସେଠାରେ ଚଢ଼ାଉ କରି ଏସ.…
Read More...

କାଳିମେଘି ପଞ୍ଚାୟତର ନିତ୍ଯାନନ୍ଦପୁର କଲୋନୀରେ ସଙ୍ଘବଧ ଆକ୍ରମଣରେ ଯୁବକର ମୃତ୍ୟୁ ।

କୋଦଳା,୧୭/୦୩(ପିପିଟି); ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ କାଲିମେଘି ପଞ୍ଚାୟତର ନିତ୍ୟାନନ୍ଦପୁର କଲୋନୀ ଗ୍ରାମର ଟୁଟୁ ନାୟକଙ୍କୁ ଆଜି ସକାଳ ୧୦ ଘଣ୍ଟ ସମୟରେ ୮ ରୁ ୧୦ ଜଣ ଯୁବକ ମିଶି ସଙ୍ଘବଦ୍ଧ ଭାବରେ ବିଭତ୍ସ…
Read More...