Browsing Category

ଅପରାଧ

ମହୁରୀକାଳୁଆ ଛକ ନିକଟରେ ଅବକାରୀ ବିଭାଗ ପକ୍ଷରୁ ୩୮୫କେଜି ଗଞ୍ଜେଇ ଜବତ ସହିତ ଦୁଇ ଜଣ ଗିରଫ ।

ବ୍ରହ୍ମପୁର,୩୧/୦୮(ପିପିଟି);ଗଞ୍ଜାମ ଜିଲ୍ଲାରେ ଅବକାରୀ ଧରପଗଡ ଦିନ କୁ ଦିନ ଜୋର୍ ଧରିବାରେ ଲାଗିଛି । ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ ବେଳେ ଆଜି ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଗଜପତି ଜିଲ୍ଲା ଚାନ୍ଦିପୁଟ୍ ରୁ ବିହାର…
Read More...

ପୋଲିସ ଦ୍ବାରା ୧୫୨୦ କିଗ୍ରା ୬୫୦ ଗ୍ରାମ ଗଞ୍ଜେଇ ଜବତ,୫ ଅଭିଯୁକ୍ତ ଗିରଫ।

ମାଲକାନଗିରି,୩୦/୦୮(ପିପିଟି);ଗତ କାଲି ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମୁଦୁଲିପଡା ଥାନା ପୋଲିସ ଦ୍ବାରା ୧୫୨୦ କିଗ୍ରା ୬୫୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିବା ବେଳେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ…
Read More...

ବାଇକ ରେ ଗଞ୍ଜେଇ ଚୋରା ଚାଲାଣ ବେଳେ ବାଇକ ସହ ଜଣେ ଗିରଫ ।

ବାଲିଗୁଡା,୩୦/୦୮(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଜଣେ ଯୁବକ ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଏକ ବାଇକ ଜବତ କରିବା ସହ ସମ୍ପୃକ୍ତ ଯୁବକଙ୍କୁ…
Read More...

ଅଟୋରେ ଆସି ଲୁଟ ମାମଲା ତିନି ଗିରଫ ୫୪ ହଜାର ଟଙ୍କା ସହ ଅଟୋ ଜବତ ।

ଶେରଗଡ଼,୨୫/୦୮(ପିପିଟି); ଚଳିତ ମାସ ୧୬ ତାରିଖ ଦିନ ସନ୍ଧ୍ୟା ୭ ବେଳେ ଶେରଗଡ଼ ବିଜୁ ପଟ୍ଟନାୟକ ଛକ ଠାରୁ ଆସିକା ରୋଡ଼ରେ ଏକ ଅଟୋରେ ଆସି ଟଙ୍କା ଲୁଟ ଘଟଣା ରେ ଶେରଗଡ଼ ପୁଲିସ କୁ ବଡ଼ ସଫଳତା ମିଳିଛି ଘଟଣାରେ ରଞ୍ଜନ ପ୍ରଧାନ,…
Read More...

ପୋଲିସ କବ୍ଜାରେ ଦୁଇ ଲୁଟେରା,ଲୁଟ ସୁନା ଜବତ ।

ଶେରଗଡ଼,୨୨/୦୮(ପିପିଟି); ଲୁଟରମାସକ ପରେ ଧରା ପଡିଲେ ଲୁଟେରା । ଆଜି ଶେରଗଡ଼ ପୋଲିସ ଦୁଇଜଣ ଲୁଟେରାଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଗତ ମାସ ୧୭ ତାରିଖ ସକାଳ ୮ ଘଣ୍ଟ ସମୟରେ ଆସିକା ଥାନା ଅନ୍ତର୍ଗତ ତରସିଙ୍ଗି ଗ୍ରାମର…
Read More...

ହିଞ୍ଜିଳି ପୁଲିସ ଦ୍ୱାରା ତିନି ଚୋର ଗିରଫ ,୧୦,୦୦୦ ଟଙ୍କା ସହ ୪୦ଗ୍ରାମ ସୁନା ଅଳଙ୍କାର ଜବତ ।

ହିଞ୍ଜିଳିକାଟୁ,୧୪/୦୮(ପିପିଟି); ହିଞ୍ଜିଳି କାଟୁ ମକରଝୋଳ ଗ୍ରାମରୁ ଗତ ୧୬/୧୭-୦୪-୨୧ ରାତ୍ର ରେ ପି.ଦୁଷ୍ମନ୍ତ ପିତା-ପି.ପୁରୁଷୋତ୍ତମଙ୍କ ଘରୁ ଚୋରି ହୋଇଥିବା ସୁନା ଅଳଙ୍କାର ଓ ନଗଦ ଟଙ୍କା ପୁଲିସ ଠାବ କରିବାରେ ସଫଳ ହୋଇଛି…
Read More...

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ମରଣାତ୍ମକ ଆକ୍ରମଣ, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ।

କୋଦଳା,୧୦/୦୮(ପିପିଟି); ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମଙ୍ଗଳବାର ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଦେଓଗାଁର ସ୍କୁଲ ନିକଟରେ ଜଣେ ଯୁବକକୁ କିଛି ଦୁର୍ବୁତ୍ତ ବିଚ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ବିଭିନ୍ନ ମାରଣାସ୍ତ୍ରରେ…
Read More...

ଚୋରି ଅଭିଯୋଗରେ ହିଞ୍ଜିଳି ପୋଲିସ ଦ୍ୱାରା ତିନି ଗିରଫ ।

ହିଞ୍ଜିଳିକାଟୁ,୦୪/୦୮(ପିପିଟି); ହିଞ୍ଜିଳି ଥାନା ଅଞ୍ଚଳରେ ଦିନ କୁ ଦିନ ଚୋରି ହେଉଥିବା ଘଟଣା ହିଞ୍ଜିଳି ପୋଲିସକୁ ଚାଲେଞ୍ଜ ଦେଉଥିବା ବିଷୟ ପାଲଟିଛି । କିଛି ଦିନ ତଳେ ବୁରୁପଡା ଏବଂ ଖଣ୍ଡରା ଗ୍ରାମରେ ଚୋରି ଘଟଣା ନେଇ…
Read More...

ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟ ।

କନ୍ଧମାଳ,୦୨/୦୮(ପିପିଟି): ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟି ନେଲେ ଲୁଟେରା । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ପଟାବାଲି ସାହିରେ । ପ୍ରଶାନ୍ତ କୁମାର ପାଣିଗ୍ରାହୀ…
Read More...

ହିଞ୍ଜିଳି ପୋଲିସର ଜୁଆ ଆଡ୍ଡା ଉପରେ ଚଢ଼ାଉ ,୧୦ଜୁଆଡ଼ି ସହ ନଗଦ ୯,୭୨୦ ଟଙ୍କା ଜବତ ।

ହିଞ୍ଜିଳିକାଟୁ,୦୧/୦୮(ପିପିଟି); ହିଞ୍ଜିଳି ପୋଲିସ ତରଫରୁ କଞ୍ଚୁଡୁ ଗ୍ରାମରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଆଜି ଅପରାହ୍ନ ୪ଘଣ୍ଟା ସମୟରେ ଚଢ଼ାଉ କରାଯାଇଥିଲା । ଉକ୍ତ ଚଢ଼ାଉ ରେ ସାର ଖେଳ ରେ ସମ୍ପୃକ୍ତ ୧୦ଜଣ…
Read More...