Browsing Category

ଅପରାଧ

୮୧୧ କିଗ୍ରା ଗଞ୍ଜେଇ ଜବତ,ନାବାଳକ ସହ ୭ ଗିରଫ ।

ମାଲକାନଗିରି,ତା:୨୭/୦୯(ପିପିଟି): ମାଲକାନଗିରି ଜିଲ୍ଲାରୁ ପ୍ରତି ଦିନ ଗଞ୍ଜେଇ ବିଭିନ୍ନ ଅଞ୍ଚଳକୁ ସଂଧ୍ଯାରୁ ପାହାନ୍ତା ପର୍ଯ୍ଯନ୍ତ ବିଭିନ୍ନ ଉପାୟ ଅବଲମ୍ବନ କରି ଯାଉଛି ।ତେବେ ପୋଲିସ ଦୈନ ଦିନ ଯେ କୌଣସି ଅଞ୍ଚଳରୁ…
Read More...

ଶେରଗଡ଼ରେ ବିଭିନ୍ନ ସ୍ଥାନରେ ଚୋରି ହୋଇଥିବା ଘଟଣାରେ ୫ ଗିରଫ ।

ଶେରଗଡ, ୨୬/୦୯(ପିପିଟି):ଶେରଗଡ ସ୍ଥିତ ଅରବିନ୍ଦ ଶିଶୁ ବିଦ୍ୟା ନିକେତନ ରୁ ନଗଦ ୨୫ ହଜାର ଓ କାଳିଆ ହୋଟଲ ଛକରେ ଥିବା ଗ୍ରୋସରି ଦୋକାନକୁ ଚୋରି ଘଟଣାର ପର୍ଦ୍ଦାଫାସ କରିଛି ଶେରଗଡ ପୋଲିସ ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ…
Read More...

ପାଟପୁର ଥାନା ପକ୍ଷରୁ ଆଇପିଏଲ ବେଟିଂ ଚଢ଼ାଉ , ୬ ଗିରଫ ।

ସାନଖେମୁଣ୍ଡି,୨୬/୦୯(ପିପିଟି): ପାଟପୁର ଥାନା ଅଞ୍ଚଳରେ ଚାଲିଥିବା ଅବୈଧ ଆଇପିଏଲ ବେଟିଂ ଜନିତ ଅର୍ଥ କାରବାରକୁ ନେଇ ପାଟପୁର ପୋଲିସ ପକ୍ଷରୁ ଚଢାଉ ଜାରି ରହିଅଛି । ଏହି କ୍ରମରେ ଗତକାଲି କୌଣସି ସୂତ୍ରରୁ ଖବର ପାଇ…
Read More...

ପ୍ରେମୀ ଯୁଗଳଙ୍କ ଅସଂଯତ ଭିଡିଓ ଭାଇରାଲ,୬ ଜଣ କୋର୍ଟ ଚାଲାଣ ।

ମାଲକାନଗିରି,ତା:୨୫/୦୯(ପିପିଟି): ମାଲକାନଗିରି ଥାନା ନିକଟସ୍ଥ ପଦ୍ମଗିରି ରାସ୍ତା ପାର୍ଶ୍ବସ୍ଥ ଜଙ୍ଗଲରେ କଲେଜ ପଢୁଆ ପ୍ରେମୀ ଯୁଗଳ ଅସଂଯତ ଅବସ୍ଥାରେ ରହିଥିବା ବେଳେ ସିନ୍ଧ୍ରିମାଳ ଗ୍ରାମର କିଛି ଯୁବକ ସେଠାରେ ପହଞ୍ଚି…
Read More...

ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ନିର୍ମମ ହତ୍ୟା ।

ମାଲକାନଗିରି,ତା:୨୫/୦୯(ପିପିଟି): କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି- ୭୯ ଥାନା ନିକଟସ୍ଥ କୋଟମେଟଲା ଗାଁରେ ଗୁଣି ସନ୍ଦେହରେ ଜଣେ ବୃଦ୍ଧଙ୍କୁ କେହି ଦୁ୍ର୍ବୃତ୍ତ ଅନ୍ଧାରର ସୁଯୋଗ ନେଇ ଶୟନ ଅବସ୍ଥାରେ ନିର୍ମମ ହତ୍ଯା କରିଛି ।…
Read More...

ଏରାଉଣ୍ଡ ଦି ୱାର୍ଲଡ ଏଜେନ୍ସି ନାମକ ଠକ ସଂସ୍ଥାର ମୁଖ୍ୟ ଓ ତାଙ୍କ ସହଯୋଗୀ ଗିରଫ ।

ବ୍ରହ୍ମପୁର,୨୫/୦୯(ପିପିଟି): ଗତ କିଛିଦିନ ତଳେ ହିଞ୍ଜିଳିକାଟୁ ପୌର ପରିଷଦ ସ୍ଥିତ ପାଟଣା ସାହିରେ ଏକଭଡା ଘରେ ଏରାଉଣ୍ଡ ଦି ୱାର୍ଲଡ ଏଜେନ୍ସି ନାମକ ସଂସ୍ଥା ଖୋଲି ଓଡ଼ିଶାର ବିଭିନ୍ନ ଜିଲ୍ଲାର ବେରୋଜଗାର ମାନଙ୍କୁ ବିଦେଶରେ…
Read More...

ଓର୍କେଲ ପୋଲିସ ଦ୍ବାରା ୨୨୫୬ କିଗ୍ରା ଗଞ୍ଜେଇ ଜବତ,୩ ଗିରଫ ।

ମାଲକାନଗିରି,ତା:୨୦/୦୯(ପିପିଟି): ଆଜି ଓର୍କେଲ ପୋଲିସ ଦ୍ବାରା ଏକ ଟ୍ରକରେ ୨୨୫୬ କିଗ୍ରା ଗଞ୍ଜେଇ ଚିତ୍ରକୋଣ୍ଡରୁ ରାଇପୁରକୁ ଚାଲାଣ ହେଉଥିବା ବେଳେ ୩ ଜଣ ଆସାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ।ପ୍ରାପ୍ତ ସୂଚନାରୁ…
Read More...

ନିଖୋଜ ଯୁବକର କଙ୍କାଳ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ ।

ପୋଲସରା,୨୦/୦୯(ପିପିଟି): ଦୀର୍ଘ ପଚିଶ ଦିନ ପରେ ନିଖୋଜ ଯୁବକର କଙ୍କାଳ ଗୋଟିଏ ଜଙ୍ଗଲ ମଧ୍ୟରୁ ଉଦ୍ଧାର କରା ଯାଇଥିଲେ ମଧ୍ୟ ମୃତ୍ୟୁର କାରଣ ଜଣା ପଡିନାହିଁ। ପୋଲିସ କଙ୍କାଳ କୁ ଉଦ୍ଧାର କରି ବ୍ୟବଛେଦ ନିମନ୍ତେ ପଠାଇ ସହ…
Read More...

ଓର୍କେଲ ପୋଲିସ ଦ୍ବାରା ୨୧୬ କିଗ୍ରା ଗଞ୍ଜେଇ ଜବତ ତିନି ଜଣ ଗିରଫ ।

ମାଲକାନଗିରି,ତା:୧୯/୦୯(ପିପିଟି):ଗତ କାଲି ଓର୍କେଲ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ତିନି ଜଣ ଗଞ୍ଜାଇ ଚୋରା ଚାଲାଣାକାରୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ସେମାନେ ଗଞ୍ଜେଇକୁ ବସ୍ତାରେ ଭର୍ତ୍ତି କରି ବାଇକ୍…
Read More...

ବିଷ ପିଇ ମହିଳାଙ୍କ ଅତ୍ମହତ୍ୟା ।

ବେଲଗୁଣ୍ଠା,୧୭/୦୯(ପିପିଟି), ବେଲଗୁଣ୍ଠା ବ୍ଳକ୍ ଖଇରପୁଟି ପଞ୍ଚାୟତର ବଡ଼ ସାଦରା ଗ୍ରାମରେ ଜଣେ ମହିଳା ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଆତ୍ମହତ୍ୟା କରିଥିବା ମହିଳା ଜଣଙ୍କ ହେଲେ ବଡ ସାଦରା ଗ୍ରାମର ସୂର୍ଯ୍ୟ…
Read More...