ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା,୨୪ ଘଣ୍ଟା ମଧ୍ୟରେ ଗିରଫ ପାଇଁ ଦାବି କଲା ଜିଲ୍ଲା ସାମ୍ବାଦିକ ସଂଘ ।

କୋଦଳା,୩୦/୧୧(ପିପିଟି):କାର୍ଯ୍ଯରତ ସାମ୍ବାଦିକଙ୍କୁ ସରକାରୀ କାର୍ଯ୍ୟାଳୟ ପରିସରରେ ଆକ୍ରମଣ। ଆକ୍ରମଣରେ ଲହୁ ଲୁହାଣ ହୋଇ ଚିକିତ୍ସିତ ହେଉଛନ୍ତି ଆହତ ସାମ୍ବାଦିକ। ଗଞ୍ଜାମ ଜିଲ୍ଲା କୋଦଳା ଏନ୍ଏସି କାର୍ଯ୍ଯାଳୟ ପରିସରରେ…
Read More...

ମାଲ୍ୟବନ୍ତ ମହୋତ୍ସବ-୨୦୨୫ ପାଇଁ କଳସ ଯାତ୍ରା ।

ମାଲକାନଗିରି, ୩୦/୧୧(ପିପିଟି):ଜିଲ୍ଲାସ୍ତରୀୟ ମାଲ୍ୟବନ୍ତ ମହୋତ୍ସବର ଶୁଭାରମ୍ଭ ହୋଇଯାଇଛି । ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଙ୍କ ନିର୍ଦ୍ଦେଶ ଓ ତତ୍ତ୍ୱାବଧାନରେ ଜିଲ୍ଲା ସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ କଳସ ଯାତ୍ରା…
Read More...

ଭଞ୍ଜନଗରରେ ଓଷ୍ଟାର ମେଧାବୃତ୍ତି ପରୀକ୍ଷା ।

ଭଞ୍ଜନଗର, ୩୦/୧୧(ପିପିଟି):ସ୍ଥାନୀୟ ଦୀନବନ୍ଧୁ ବେହେରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ତରଫରୁ ମେଧାବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ସନ୍ତୋଷ…
Read More...

ଭଞ୍ଜ ଟ୍ରଫି ଫାଇନାଲରେ ମରାଠା ଏକାଦଶ ଚମ୍ପିୟାନ; ସୁନ୍ଦରଗଡ଼କୁ ହରାଇ ୩-୧ରେ ବିଜୟୀ ।

ଭଞ୍ଜନଗର, ୩୦/୧୧(ପିପିଟି ):ଭଞ୍ଜନଗର ଜେଲ୍ ପଡ଼ିଆରେ ଚାଲିଥିବା ଭଞ୍ଜ ଟ୍ରଫି-୨୦୨୫ ଅନ୍ତର୍ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଗ୍ରାଣ୍ଡ ଫାଇନାଲ୍ ମ୍ୟାଚରେ ଆଜି ଭଞ୍ଜନଗର ମରାଠା ଏକାଦଶ ଚମ୍ପିୟନ ହୋଇଛି। ସୁନ୍ଦରଗଡ଼ ଦୋସ୍ତି…
Read More...

ଅଙ୍ଗନବାଡ଼ି କର୍ମୀଙ୍କ ଘରୁ ୫ ଫୁଟିଆ ବିଷଧର ନାଗସାପ ଉଧାର।

ପୋଲସରା ,୩୦/୧୧ (ପିପିଟି):ପୋଲସରା ବ୍ଲକ ଅନ୍ତର୍ଗତ ବେଲଗାଁ ପଞ୍ଚାୟତର ମଧୁସୂଦନପୁର ଗ୍ରାମର ଅଙ୍ଗନବାଡ଼ି କର୍ମୀ ମିନତି ମିଶ୍ରଙ୍କ ଘରୁ ଏକ ୫ ଫୁଟିଆ ବିଷଧର ନାଗସାପ ଉଦ୍ଧାର ହୋଇଥିବା ଜଣାପଡିଛି। ସୂଚନା ମୁତାବକ ଆଜି ସକାଳ…
Read More...

ପୋଲସରା ବ୍ଲକ୍ ସ୍ତରୀୟ କୁଇଜ୍ ପ୍ରତିଯୋଗିତାରେ ୧୦ ଜଣ କୃତିତ୍ୱ ଛାତ୍ରଛାତ୍ରୀ ପୁରସ୍କୃତ।

ପୋଲସରା ,୩୦/୧୧(ପିପିଟି) ଭାରତ ସରକାରଙ୍କ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅନ୍ତର୍ଗତ ରାଜ୍ୟ ସରକାରଙ୍କ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୁପକ୍ଷ (ଓସେପା)ଙ୍କ ନିର୍ଦ୍ଦେଶରେ ପୋଲସରା ବିଇଓ କାର୍ଯ୍ୟାଳୟ ପକ୍ଷରୁ…
Read More...

ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି: ଭଉଣୀ ର ଚିକିତ୍ସା ଭାର ସରକାର ନେବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଭାଇ ଜଣାଇଲେ ।

ବାଲିଗୁଡା,୩୦/୧୧(ପିପିଟି): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡିର ଗୀତାଞ୍ଜଳି ମହାରଣା କ୍ରିଟିକାଲ ନିମୋନିଆରେ ସଂକ୍ରମିତ ହୋଇ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ହେଉଛନ୍ତି। ସେ ଅତି…
Read More...

କୋଦଳା ଏନ୍ଏସିରେ ଟେଣ୍ଡର ଦୁର୍ନୀତିର ତଦନ୍ତ ଦାବୀ।

ବ୍ରହ୍ମପୁର,୨୯/୧୧(ପିପିଟି):କୋଦଳା ଏନ୍ଏସିର ଖରୁଡା ସାହିର ଚନ୍ଦନି ତଥା ମଣ୍ଡପ ନିର୍ମାଣ ହୋଇ ତା-୧୭/୧୦/୨୦୨୫ ରେ ପ୍ରତିଷ୍ଠା କରାଯାଇଛି। ପ୍ରତିଷ୍ଠା କାର୍ଯ୍ୟକ୍ରମରେ ନଗରପାଳ ମଧ୍ଯ ଉପସ୍ଥିତ ଥିଲେ। ବର୍ତ୍ତମାନ…
Read More...

ରୋଟାରୀ କ୍ଳବ୍ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ।

ବେଲଗୁଣ୍ଠା, ୨୯/୧୧(ପିପିଟି ):ବେଲଗୁଣ୍ଠା ବଣିକ ସଂଘ, ଭଞ୍ଜନଗର ରୋଟାରୀ କ୍ଳବ୍ ଏବଂ ଇନର୍ ହ୍ୱିଲ୍ କ୍ଲବ୍ ର ମିଳିତ ଆନୁକୂଲ୍ୟରେ ବେଲଗୁଣ୍ଠା ଜଗନ୍ନାଥପ୍ରସାଦ ରୋଡ଼୍ ସ୍ଥିତ ପେଟ୍ରୋଲ୍ ପମ୍ପ୍ ନିକଟରେ ଏକ ସଡ଼କ ସଚେତନତା…
Read More...

ବାଲିଗୁଡା ଠାରୁ ସାଡିଙ୍ଗିଆ ରାସ୍ତା ଅବସ୍ଥା ଅତି ଶୋଚନୀୟ: ପୋଲ ମଝିରେ ବଡ଼ ଗର୍ତ୍ତ ସୃଷ୍ଟି ,ଦୁର୍ଘଟଣା ଆଶଙ୍କା ।

ବାଲିଗୁଡ଼ା,୨୯/୧୧(ପିପିଟି) : ଓଡିଶାର ସର୍ବ ବୃହତ୍ତମ ଉପଖଣ୍ଡ ରୂପେ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ପରିଗଣତି ହେଉଥିବା ବେଳେ ଏହି ଉପଖଣ୍ଡରେ ବହୁବିଧି ସମସ୍ୟା ଲାଗି ରହିଛି । ସେଥି ମଧ୍ୟରେ ରାସ୍ତା ଘାଟ ସମସ୍ୟା ନ କହିବା…
Read More...