ବାତ୍ୟା ‘ଅର୍ଣ୍ଣବ’ କ୍ଷୟକ୍ଷତି ଆକଳନ କଲା କେନ୍ଦ୍ରୀୟ ଟିମ୍;ଗଞ୍ଜାମରେ ପ୍ରାୟ ୫୦୦ କୋଟି ଟଙ୍କାର କ୍ଷୟକ୍ଷତି ଆକଳନ ।

ଛତ୍ରପୁର,୦୪/୧୧(ପିପିଟି): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ଯୋଗୁଁ ଗଞ୍ଜାମ ଜିଲ୍ଲାରେ ହୋଇଥିବା ବ୍ୟାପକ କ୍ଷୟକ୍ଷତିର ସ୍ଥଳୀୟ ଅନୁଧ୍ୟାନ କରିଛି ଆଠଜଣିଆ ଅନ୍ତଃମନ୍ତ୍ରାଳୟ କେନ୍ଦ୍ରୀୟ ପ୍ରତିନିଧି ଦଳ। କେନ୍ଦ୍ର ଗୃହ…
Read More...

ଶ୍ରେଷ୍ଠ ପୋଲିସ ଅଧିକାରୀ ସମ୍ମାନ ପାଇଲେ ଗଞ୍ଜାମ ଡିଏସ୍‌ପି ଗିରିଜା ନନ୍ଦନ ପଟ୍ଟନାୟକ ।

ଭୁବନେଶ୍ୱର, ୦୪/୧୧(ପିପିଟି): ଗଞ୍ଜାମ ଜିଲ୍ଲାର ଡିଏସ୍‌ପି ଗିରିଜା ନନ୍ଦନ ପଟ୍ଟନାୟକ ନିଜର କର୍ତ୍ତବ୍ୟନିଷ୍ଠା, ସାହସିକତା, ସଚ୍ଚୋଟତା ଓ ଜନସେବା ମନୋଭାବ ପାଇଁ ସମ୍ମାନିତ ହୋଇଛନ୍ତି। ତାଙ୍କର ଦାୟିତ୍ୱବୋଧ ଓ ନିଷ୍ଠାପର…
Read More...

ସର୍ଭେ କାର୍ଯ୍ୟର ଅନୁଧ୍ୟାନ କଲେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ସଂଗ୍ରାମ ଶେଖର ପଣ୍ଡା ।

ମାଲକାନଗିରି,୦୪/୧୧(ପିପିଟି): ମାଲକାନଗିରି ଜିଲ୍ଲାରେ ଚାଲିଥିବା ଘରକୁ ଘର ବୁଲି ସର୍ଭେ ତଥା ଡୋର୍ ଟୁ ଡୋର୍ ସର୍ଭେ କାର୍ଯ୍ୟକ୍ରମର ଅନୁଧ୍ୟାନ ଓ ସମୀକ୍ଷା କରିଛନ୍ତି ଜିଲ୍ଲା ପାଇଁ ନିଯୁକ୍ତ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ତଥା…
Read More...

ମୁଖ୍ୟମନ୍ତ୍ରୀ ଦାୟିତ୍ବରେ ଥିବା ଉଭୟ ଜଳସମ୍ପଦ ଓ ଗୃହ ବିଭାଗର ପ୍ରଦର୍ଶନ ନୈରାଶ୍ୟଜନକ: ଭକ୍ତ ।

ଭୁବନେଶ୍ୱର,୦୪/୧୧(ପିପିଟି):ରାଜ୍ୟରେ ଯେ ଗୋଟିଏ ସରକାର ଅଛି, ତାହା କେହି ଜାଣିପାରୁନାହାନ୍ତି। ଯଥେଷ୍ଟ ପୂର୍ବରୁ ବାତ୍ୟା ଓ ବନ୍ୟାର ସୂଚନା ଦିଆଯାଇଥିଲେ ମଧ୍ୟ ଡ୍ୟାମଗୁଡ଼ିକରୁ ପାଣି ଠିକ୍ ସମୟରେ ନିଷ୍କାସନ କଲେନାହିଁ ଓ…
Read More...

ପ୍ରସୂତି ମହିଳାଙ୍କ ମୃତ୍ୟୁ ଘଟଣା, ଜିଲ୍ଲା ପ୍ରଶାସନର ଆର୍ଥିକ ସହାୟତା ପ୍ରଦାନ ।

ବେଗୁନିଆପଡ଼ା,୦୪/୧୧(ପିପିଟି) : ପ୍ରସୂତି ମହିଳାଙ୍କ ମୃତ୍ୟୁ ଘଟଣା ରେ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛି । ମଙ୍ଗଳବାର ସନ୍ଧ୍ୟାରେ ଜିଲ୍ଲାପ୍ରଶାସନର ନିର୍ଦ୍ଦେଶ କ୍ରମେ କୋଦଳା ତହସିଲଦାର ବିନ୍ଦୁ ବଳୟ ରାଉତରାୟ,…
Read More...

ବନ୍ୟା ପରେ ୪ ଦିନ ଧରି ନିଖୋଜ, ଆନ୍ଧ୍ରରୁ ମିଳିଲା ମୃତଦେହ ।

ପାତ୍ରପୁର/ଚିକିଟି,୦୪/୧୧(ପିପିଟି):ବାତ୍ୟା ଅର୍ଣ୍ଣବ ଜନିତ ବନ୍ୟା ପରେ ନିଖୋଜ ଥିବା ଜଣେ ବ୍ୟକ୍ତିଙ୍କ ମୃତଦେହ ଆନ୍ଧ୍ରପ୍ରଦେଶରୁ ଉଦ୍ଧାର ହୋଇଛି । ମୃତକ ହେଲେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ବି.ନୂଆଗାଁ ଗ୍ରାମପଞ୍ଚାୟତର…
Read More...

ପୂର୍ବତନ ମନ୍ତ୍ରୀ ରାସବିହାରୀ ବେହେରାଙ୍କ ପରଲୋକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକବ୍ୟକ୍ତ।

ଭୁବନେଶ୍ୱର,୦୪/୧୧(ପିପିଟି): ଓଡ଼ିଶା ରାଜନୀତି ଓ ସାହିତ୍ୟ ଜଗତରେ ଶୋକର ଛାୟା। ବିଶିଷ୍ଟ ରାଜନେତା, ପୂର୍ବତନ ମନ୍ତ୍ରୀ ତଥା ସାହିତ୍ୟିକ ରାସବିହାରୀ ବେହେରାଙ୍କର ପରଲୋକ ଘଟିଛି। ଦୀର୍ଘଦିନ ଧରି ସେ ଅସୁସ୍ଥ ଥିବାବେଳେ…
Read More...

ବନ୍ୟା କ୍ଷୟକ୍ଷତିର ହିସାବ ମାଗିବ କଂଗ୍ରେସ, ବିଧାନସଭାରୁ ରାଜରାସ୍ତା ଯାଏଁ ଆନ୍ଦୋଳନ ଚେତାବନୀ ।

ଭୁବନେଶ୍ୱର, ୦୪/୧୧(ପିପିଟି): ରାଜ୍ୟରେ ବନ୍ୟାଜନିତ କ୍ଷୟକ୍ଷତି, ରିଲିଫ୍ ବଣ୍ଟନ ଓ ସରକାରଙ୍କ ବିପର୍ଯ୍ୟୟ ପରିଚାଳନାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି କଂଗ୍ରେସ। ବାତ୍ୟା ଓ ବନ୍ୟା ମୁକାବିଲାରେ ସରକାରଙ୍କ ପ୍ରସ୍ତୁତି ଏବଂ…
Read More...

ଖାକି ପୋଷାକ ଭିତରେ ମାନବିକତାର ହୃଦୟ: ଜନସେବା, କର୍ତ୍ତବ୍ୟନିଷ୍ଠା ଓ ନିଆରା କାର୍ଯ୍ୟଶୈଳୀରେ ଡଃସତ୍ୟଜିତ ନାୟକ ।

କଟକ,୦୪/୧୧(ପିପିଟି): ପୁଲିସ ବିଭାଗରେ ଅନେକ ଅଧିକାରୀ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପାଦନ କରନ୍ତି। କିନ୍ତୁ କେତେକ ଅଧିକାରୀନିଜର କାର୍ଯ୍ୟଶୈଳୀ, ମାନବିକତା, ଶୃଙ୍ଖଳା, ଦୂରଦୃଷ୍ଟି ଓ ଜନସାଧାରଣଙ୍କ ପ୍ରତି ଆନ୍ତରିକ…
Read More...

ପାହାଡ଼ରୁ ଖସିଲା ବିଶାଳ ପଥର, ଅଳ୍ପକେ ବର୍ତ୍ତିଲା ପୁରୀଗୁଡ଼ା ଗାଁ ।

ମାଥିଲି, ୦୪/୧୧: ମାଲକାନଗିରି ଜିଲ୍ଲାରେ ପୁଣି ଭୂସ୍ଖଳନ ଆତଙ୍କ ଦେଖାଦେଇଛି। ମାଥିଲି ବ୍ଲକ୍ର ନାଏକଗୁଡ଼ା ଅଞ୍ଚଳରେ ପାହାଡ଼ରୁ ଏକ ବିରାଟ ପଥର ଖସି ଆସିବା ଫଳରେ ପୁରୀଗୁଡ଼ା ଗାଁ ଏକ ବଡ଼ ବିପଦରୁ ଅଳ୍ପକେ ରକ୍ଷା ପାଇଛି।…
Read More...