୭୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗ: ଈଶ୍ୱର ବିନ୍ଧାଣୀଙ୍କ ଘରେ ଇଡିର ଚଢ଼ାଉ ।

ମୟୂରଭଞ୍ଜ,୦୪/୧୧: କୋଟି କୋଟି ଟଙ୍କାର ଆର୍ଥିକ ଅନିୟମିତତା, ମନି ଲଣ୍ଡରିଂ ଓ ଠକେଇ ଅଭିଯୋଗକୁ ନେଇ ମୟୂରଭଞ୍ଜ ଜିଲ୍ଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ବଡ଼ଧରଣର ଚଢ଼ାଉ କରାଯାଇଛି। କଲିକତାର ଏକ ଟ୍ରେଡିଂ…
Read More...

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କୁଳଡିହା ଅଭୟାରଣ୍ୟ, ପ୍ରକୃତିର କୋଳରେ ମିଳିବ ରୋମାଞ୍ଚକର ଅନୁଭୂତି ।

ବାଲେଶ୍ୱର, ୦୪/୧୧: ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ବର୍ଷାଋତୁ ପାଇଁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବାଲେଶ୍ୱର ଜିଲ୍ଲାର ପ୍ରସିଦ୍ଧ କୁଳଡିହା ଅଭୟାରଣ୍ୟ ଆଜିଠାରୁ ପୁଣି ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି।…
Read More...

ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଉଚ୍ଚ ସ୍ତରୀୟ ବୈଠକ ।

ଭୁବନେଶ୍ୱର,୦୪/୧୧(ପିପିଟି): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଗତକାଲି ସଂସ୍କୃତି ବିଭାଗର ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।…
Read More...

ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ୧୬ତମ ପ୍ରତିଷ୍ଠା ଦିବସ ପାଳିତ ।

ଭୁବନେଶ୍ୱର,୦୩/୧୧(ପିପିଟି ): ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (OSCPCR)ର ୧୬ତମ ପ୍ରତିଷ୍ଠା ଦିବସ ଆଜି ଭୁବନେଶ୍ୱରସ୍ଥିତ ଲୋକସେବା ଭବନର କନଭେନସନ୍ ହଲ୍‌ଠାରେ “ଆଦ୍ୟାଶା – ଶୈଶବର ଆଶା, ଭବିଷ୍ୟତର ଭାଷା”…
Read More...

ଗଞ୍ଜାମରେ ବିଦ୍ୟୁତ ଓ ଜଳ ଯୋଗାଣ ମରାମତିରେ ସରକାରୀ ଆଇଟିଆଇ ଛାତ୍ର ।

ଛତ୍ରପୁର,୦୩/୧୧(ପିପିଟି): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜଳ ଯୋଗାଣ ବ୍ୟବସ୍ଥା ଓ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଛି । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପାଣି ଉଠା ପମ୍ପ ଏବଂ ଅନ୍ୟାନ୍ୟ…
Read More...

ବନ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟସେବାର ପୁନରୁଦ୍ଧାର ଓ ଭିତ୍ତିଭୂମିର ସମୀକ୍ଷା କଲେ ସ୍ୱାସ୍ଥ୍ୟମନ୍ତ୍ରୀ ।

ଛତ୍ରପୁର,୦୩/୧୧(ପିପିଟି):ବାତ୍ୟା ‘ଅର୍ଣ୍ଣବ’ ଓ ପରବର୍ତ୍ତୀ ବନ୍ୟା ଯୋଗୁଁ ଗଞ୍ଜାମ ଜିଲ୍ଲାରେ ପ୍ରଭାବିତ ହୋଇଥିବା ସ୍ୱାସ୍ଥ୍ୟସେବାର ପୁନରୁଦ୍ଧାର, ଚିକିତ୍ସାଳୟଗୁଡ଼ିକର ଭିତ୍ତିଭୂମି ଏବଂ ବନ୍ୟାଞ୍ଚଳରେ ଲୋକଙ୍କୁ ତ୍ୱରିତ…
Read More...

ଖାକିରେ କର୍ତ୍ତବ୍ୟ, ହୃଦୟରେ ଭକ୍ତି: ଡଃ ସତ୍ୟଜିତ ନାୟକଙ୍କ ନିଆରା ଉଦାହରଣ ।

ସାଧାରଣ ଲୋକଙ୍କ ପାଇଁ ପର୍ବପର୍ବାଣୀ ହେଉଛି ଆନନ୍ଦ, ଉତ୍ସାହ ଓ ଆଧ୍ୟାତ୍ମିକତାର ଅବସର। କିନ୍ତୁ ଜଣେ ପୁଲିସ ଅଧିକାରୀଙ୍କ ପାଇଁ ଏହା ସହିତ ଯୋଡ଼ି ହୋଇଥାଏ ଜନସାଧାରଣଙ୍କ ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ରକ୍ଷାର ଗୁରୁଦାୟିତ୍ୱ।…
Read More...

ମାନସିକ ଅନଗ୍ରସର ବ୍ୟକ୍ତିଙ୍କୁ ଉଦ୍ଧାର କରି ଚିକିତ୍ସା କରାଇଲା ଜଗବନ୍ଧୁ ଜରାଶ୍ରମ ।

ଭୁବନ ୦୩/୧୧:  ଢେ଼ଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ପାଲାମଣ୍ଡପ ନିକଟସ୍ଥ ଏକ ପରିତ୍ୟକ୍ତ ସ୍ଥାନରୁ ଜନୈକ ମାନସିକ ଅନଗ୍ରସର ବ୍ୟକ୍ତିଙ୍କୁ ଉଦ୍ଧାର କରି ଚିକିତ୍ସା ସହାୟତା ଯୋଗାଇ ଦେଇଛି ଅଗ୍ରଣୀ…
Read More...

ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ କନ୍ଧମାଳରେ ବାଲେଶ୍ୱର ଉପଜିଲ୍ଲାପାଳ ଶିବ…

କନ୍ଧମାଳ, ୦୩/୧୧ (ପିପିଟି): ବାତ୍ୟା ‘ଅର୍ଣ୍ଣବ’ ଏବଂ ଏହା ପରବର୍ତ୍ତୀ ବନ୍ୟା ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସୃଷ୍ଟି ହୋଇଥିବା କ୍ଷୟକ୍ଷତି ଓ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ରିଲିଫ୍ ଓ…
Read More...

ବାତ୍ୟାକୁ ନେଇ ମନ୍ତ୍ରୀଙ୍କ ସମୀକ୍ଷା ।

ପୋଲସରା,୦୩/୧୧ (ପିପିଟି) :ଚଳିତ 'ଅର୍ଣ୍ଣବ' ଓ ' ମୁରାସୁ' ଦୁଇଟି ବାତ୍ୟାର କାର୍ଯ୍ୟକାରିତାକୁ ନେଇ ଆଜି ପୋଲସରା ବିଧାୟକ ତଥା ରାଜ୍ୟ ମତ୍ସ୍ୟ ଓ ପଶୁ ସଂପଦ ଏବଂ ଏମଏସଏମଇ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପୋଲସରାକୁ…
Read More...