ଯାଜପୁର ଜିଲ୍ଲାରୁ ୧୪୨ ବରିଷ୍ଠ ତୀର୍ଥଯାତ୍ରୀଙ୍କ ବାରଣାସୀ-ଅଯୋଧ୍ୟା ଯାତ୍ରାର ଶୁଭାରମ୍ଭ ।

ଯାଜପୁର, ୧୧/୧୦(ପିପିଟି ):ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ, ଯାଜପୁର ପକ୍ଷରୁ ଆଜି ସ୍ଥାନୀୟ ଗୌତମ ବୁଦ୍ଧ ସଂସ୍କୃତି ଭବନ ସମ୍ମୁଖ ରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ କରାଯାଇଛି।…
Read More...

କନ୍ୟା ସନ୍ତାନଙ୍କୁ ସମ୍ମାନ ଦିଅନ୍ତୁ, ବାଲ୍ୟବିବାହ ରୋକନ୍ତୁ: ଆଇଜି ଡ. ସତ୍ୟଜିତ ନାୟକ ।

କଟକ୧୧/୧୦(ପିପିଟି): ଅନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ଅବସରରେ କନ୍ୟା ସନ୍ତାନଙ୍କ ସୁରକ୍ଷା, ଶିକ୍ଷା, ଅଧିକାର ଓ ସମ୍ମାନକୁ ଗୁରୁତ୍ୱ ଦେବା ସହ ବାଲ୍ୟବିବାହ ରୋକିବାକୁ ଆହ୍ୱାନ ଦେଇଛନ୍ତି ଆଇଜିପି ଡ. ସତ୍ୟଜିତ ନାୟକ।…
Read More...

ଗଞ୍ଜାମର କବିତାଘର ଦ୍ୱାଦଶ ସାହିତ୍ୟ ଉତ୍ସବ ଆୟୋଜିତ ।

ବ୍ରହ୍ମପୁର,୧୧/୧୦(ପିପିଟି):ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ଓଡ଼ିଶାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଗଞ୍ଜାମର କବିତାଘର ଲିଟେରାରୀ ଟ୍ରଷ୍ଟ ଦ୍ୱାଦଶ ସାହିତ୍ୟ ଉତ୍ସବ କେ.ସି. ପବ୍ଲିକ ସ୍କୁଲ ସଭାଗୃହ ଠାରେ ଆୟୋଜିତ ହୋଇଯାଇଅଛି…
Read More...

ଲୋକନାୟକ ଜୟପ୍ରକାଶ ନାରାୟଣ ଓ ଶହୀଦ ବାଜିରାଉତଙ୍କୁ ଶ୍ରଦ୍ଧାଞ୍ଜଳି ।

ଭୁବନେଶ୍ୱର ୧୧/୧୦(ପିପିଟି):ସେବା ଓ ତ୍ୟାଗର ଅବିସ୍ମରଣୀୟ ପ୍ରତୀକ ଥିଲେ ବାଜି ରାଉତ । ୧୨ ବର୍ଷର ବୀର ବାଳକ ବାଜିରାଉତଙ୍କର ବଳିଦାନ ବ୍ରିଟିଶ ସରକାର ବିରୁଦ୍ଧରେ ଲଢ଼ିବାକୁ ହଜାର ହଜାର ସଂଗ୍ରାମୀ ସୃଷ୍ଟି କରିଥିଲା । ତାଙ୍କର…
Read More...

ଅସୁରକ୍ଷିତ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଅସାମାଜିକଙ୍କ ଆଡ୍ଡାସ୍ଥଳୀ ।

ପୋଲସରା ,୧୧/୧୦(ପିପିଟି): ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ମାଳତେନ୍ତୁଳିଆ ଗ୍ରାମ ପଞ୍ଚାୟତ ଖଇର‌‌ଚ୍ଚଟା ଗ୍ରାମରେ ପ୍ରାଥମିକ ବିଦ୍ୟାଳୟ ଅଛି। ବିଦ୍ୟାଳୟର ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୪୭ ଜଣ ବାଳକ ଓ ବାଳିକା…
Read More...

ବିଶ୍ୱାସରେ ସୁରକ୍ଷିତ କଟକର ୨୦୦ କୋଟିର ସୁନା-ରୁପା ।

କଟକ,୧୧/୧୦(ପିପିଟି): ଚାନ୍ଦିମେଢ଼ର ଝଲକ, ମା’ଙ୍କ ମସ୍ତକରେ ସୁନା ମୁକୁଟ ଓ ଦେହରେ ସୁନା-ରୁପାର ଅଳଙ୍କାର। କଟକର ଦୁର୍ଗାପୂଜାର ଏହି ଅପୂର୍ବ ଆକର୍ଷଣ ପଛରେ ରହିଛି ବର୍ଷତମାମ ସମ୍ପତ୍ତିର ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର…
Read More...

ଶାନ୍ତିପୂର୍ଣ୍ଣ ଭାବେ ଛାତ୍ର ସଂସଦ ନିର୍ବାଚନ ଶେଷ କରିବାକୁ ଛାତ୍ରଛାତ୍ରୀଙ୍କୁ ଆଇଜିଙ୍କ ଆହ୍ୱାନ ।

କଟକ,୧୧/୧୦(ପିପିଟି): ଛାତ୍ର ସଂସଦ ନିର୍ବାଚନକୁ ଶାନ୍ତିପୂର୍ଣ୍ଣ, ଶୃଙ୍ଖଳିତ ଓ ହିଂସାମୁକ୍ତ ଭାବେ ସମାପନ କରିବାକୁ କେନ୍ଦ୍ରାଞ୍ଚଳ ପୁଲିସ ଆଇଜି ଡ. ସତ୍ୟଜିତ ନାୟକ, ଆଇପିଏସ୍, ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି।…
Read More...

ଦଶହରା ପୂର୍ବରୁ ମହଙ୍ଗା ମାଡ଼, ଚିନି-ଡାଲି ପରେ ବଢ଼ିଲା ଚାଉଳ ଦର ।

ଭୁବନେଶ୍ୱର,୧୧/୧୦(ପିପିଟି ): ପାର୍ବଣ ଋତୁରେ ଖାଉଟିଙ୍କୁ ମହଙ୍ଗା ମାଡ଼। ଦଶହରା ପୂର୍ବରୁ ବଜାରରେ ଚିନି ଓ ଡାଲି ଦର ପୁଣି ବଢ଼ିଥିବା ବେଳେ ଚାଉଳ ଓ କ୍ଷୀର ଦର ବୃଦ୍ଧି ମଧ୍ୟ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି। ଚିନି କୁଇଣ୍ଟାଲ…
Read More...

ବସ୍‌ଷ୍ଟାଣ୍ଡ ଓ ଟଏଲେଟ୍ ନିର୍ମାଣ ପାଇଁ ବାରମ୍ବାର ଦାବୀ ସତ୍ୱେ ନିରବ ପ୍ରଶାସନ ।

ବେଗୁନିଆପଡ଼ା,୧୧/୧୦(ପିପିଟି):ବର୍ଷ ପରେ ବର୍ଷ ବିତୁଛି, ହେଲେ ଅଙ୍ଗାରଗାଁରେ ନିର୍ମାଣ ହୋଇପାରୁନି ସ୍ଥାୟୀ ବସଷ୍ଟାଣ୍ଡ ଓ କମ୍ୟୁନିଟି ଟଏଲେଟ୍‌। ରାସ୍ତା ଉପରେ ବସ୍‌ ରହୁଛି, ଯାତ୍ରୀ ହେଉଛନ୍ତି ହନ୍ତସନ୍ତ। ଏଭଳି ସ୍ଥିତିରେ…
Read More...