ରାସ୍ତା ଉପରେ ଯୁବକଙ୍କୁ ହତ୍ୟା ।

0 370

ବୋଲଗଡ,୧୦/୦୯(ପିପିଟି); ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ବାଉଁଶିଆପଡା ମାଳିସାହିରେ ବିଭତ୍ସ ହତ୍ୟାକାଣ୍ଡ । ରାସ୍ତା କଡରେ ପଡିରହିଛି ରକ୍ତ ଜୁଡୁବୁଡୁ ମୃତଦେହ ସହ ହତ୍ୟାରେ ବ୍ୟବହୃତ ଖଣ୍ଡା। ମୃତକ ସ୍ଥାନୀୟ ଅଚଂଳର କ୍ଷେତ୍ର ମହାପାତ୍ର ବୋଲି ଜଣାପଡିଛି । ବିଳମ୍ବିତ ରାତିରେ ଘଟିଛି ହତ୍ୟାକାଣ୍ଡ । ହତ୍ୟାର କାରଣ ଅସ୍ପଷ୍ଟ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ବ କରିଛି । ରିପୋର୍ଟ – ସୁଶାନ୍ତ କୁମାର ପ୍ରଧାନ ।

Leave A Reply

Your email address will not be published.