ବେଲଗୁଣ୍ଠାରେ କାଳବୈଶାଖୀର ତାଣ୍ଡବ, ବିଦ୍ୟୁତ୍ ଯୋଗାଯୋଗ ବିଛିନ୍ନ
ବେଲଗୁଣ୍ଠା,୨୮/୦୪(ପିପିଟି):ବେଲଗୁଣ୍ଠା ସହର ସମେତ ଆଖପାଖ ଅଞ୍ଚଳରେ ଆଜି ଅପରାହ୍ନରେ କାଳବୈଶାଖୀର ରୂପ ଦେଖିବାକୁ ମିଳିଛି। ପ୍ରବଳ ବେଗରେ ବହିଥିବା ପବନ ଓ ଘଡ଼ଘଡ଼ି ସହ ବର୍ଷା ଯୋଗୁଁ ବହୁ ସ୍ଥାନରେ କ୍ଷୟକ୍ଷତି ଘଟିଛି।…
Read More...
Read More...