Yearly Archives

2026

ଗରିବର ବନ୍ଧୁ ଟ୍ରଷ୍ଟର ଦ୍ଵିତୀୟ ବାର୍ଷିକ ଉତ୍ସବ।

ପୋଲସରା,୨୯/୦୧(ପିପିଟି):ପୋଲସରା ସ୍ଥିତ ଗରିବର ବନ୍ଧୁ ଟ୍ରଷ୍ଟର ଦ୍ଵିତୀୟ ବାର୍ଷିକ ଉତ୍ସବ-୨୦୨୬ ପାଳିତ ହୋଇଯାଇଛି। ସଭାପତି ସୁବ୍ରତ ବେହେରାଙ୍କ ସଭାପତିତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବଜରଙ୍ଗ ଦଳ ଗୋ- ରକ୍ଷକ ମୁଖ୍ୟ…
Read More...

କୁଟିଆ କନ୍ଧ ମାନଙ୍କ ଜୀବନୀ ଆଧାରିତ ଉପନ୍ୟାସ ପାର୍ଶ୍ୱସ୍ରୋତ ଉନ୍ମୋଚିତ ।

ଭୁବନେଶ୍ୱର,୨୮/୦୧(ପିପିଟି):କୁଟିଆ କନ୍ଧ ମାନଙ୍କ ଜୀବନୀ ଆଧାରିତ ଉପନ୍ୟାସ "ପାର୍ଶ୍ୱସ୍ରୋତ" ଉନ୍ମୋଚିତ ହୋଇଛି । ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ଏହା ହେଉଛି ପ୍ରଥମ ଉପନ୍ୟାସ। ସ୍ଥାନୀୟ ବୁଦ୍ଧ ମନ୍ଦିର…
Read More...

ଭୁବନେଶ୍ୱରର ନୂତନ ଅତିରିକ୍ତ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ;ବିଦାୟୀ ଅଧିକାରୀଙ୍କୁ ସମ୍ବର୍ଦ୍ଧନା ।

ଭୁବନେଶ୍ୱର,୨୮/୦୧(ପିପିଟି): ଭୁବନେଶ୍ୱରର ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ ରମେଶ ଚନ୍ଦ୍ର ଜେନା ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ସେ କନ୍ଧମାଳ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଭାବେ ଦାୟିତ୍ୱ ତୁଲାଇଥିଲେ ।…
Read More...

ଗୋପାଳପୁର ମହୋତ୍ସବ ଦେଶରେ ଅନ୍ୟତମ ଶ୍ରେଷ୍ଠ ମହୋତ୍ସବ : ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

ଛତ୍ରପୁର,୨୮/୦୧(ପିପିଟି):ଗୋପାଳପୁର ବେଳାଭୂମି ମହୋତ୍ସବର ଆଜିର ଦ୍ବିତୀୟ ସଂଧ୍ଯାରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଆଜିର ସାନ୍ଦ୍ୟ କାର୍ଯ୍ୟକ୍ରମକୁ ଅନୁଷ୍ଠାନିକ…
Read More...

ବୋଲଗଡ଼ ବିଡ଼ିଓଙ୍କ ବିରୋଧରେ ତେଜିଲା ଅସନ୍ତୋଷ ।

ବୋଲଗଡ,୨୮/୦୧(ପିପିଟି):ବୋଲଗଡ଼ ବିଡ଼ିଓ ସୁମନସୁଦ୍ଧା କୁଣ୍ଡୁଙ୍କ ବିରୋଧରେ ବୁଧବାର ଏକାଠି ହେଲେ ବହୁ ଜନସାଧାରଣ । ବିଶାଳ ଶୋଭାଯାତ୍ରାରେ ବିଡ଼ିଓଙ୍କୁ ବହିଷ୍କାର ଦାବି ନେଇ ବଜାର ପରିକ୍ରମା ସହିତ ମୁଖ୍ୟମନ୍ତ୍ରୀଙ୍କ…
Read More...

କାଜୁ ଗଛରୁ ନିଖୋଜ ମହିଳାଙ୍କ ଗଳିତ ଶବ ଠାବ ।

ବାଲିଗୁଡ଼ା,୨୮/୦୧(ପିପିଟି): ନିଖୋଜ ମହିଳାଙ୍କ ଗଳିତ ଶବ ଠାବ । ମୃତ୍ୟୁର କାରଣ ଏଯାବତ୍ ସ୍ପଷ୍ଟ ହୋଇନଥିବା ବେଳେ ମୃତ ମହିଳା ଜଣକ ରାୟଗଡ଼ା ଜିଲ୍ଲାର ଡିମିରିଗୁଡ଼ା ଗ୍ରାମର ସମ୍ବରୀ ମାଝୀ ହେଇଥିବା ସୂଚନା ମିଳିଛି । ସୂଚନା…
Read More...

ଆଦିବାସୀ ମହାବିଦ୍ୟାଳୟର ୪୦ ତମ ବାର୍ଷିକ ଉତ୍ସବ ।

ବାଲିଗୁଡା,୨୮/୦୧(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ର ୪୦ ତମ ବାର୍ଷିକ ଉତ୍ସବ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ସୁକାନ୍ତ…
Read More...

ମୋଟୁ ଗ୍ରାମ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ।

ମାଲକାନଗିରି, ୨୮/୦୧(ପିପିଟି):ଆଜି କାଲିମେଳା ବ୍ଲକ ଅଧିନସ୍ଥ ମୋଟୁ ଗ୍ରାମ ପଞ୍ଚାୟତ ଠାରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ସମୂଦାୟ ୫୮ ଟି…
Read More...

କଳିଙ୍ଗ ଟିଭ ସାମ୍ବାଦିକଙ୍କ ପିତା ଟାଟାଏସି ଧକ୍କାରେ ମୃତ ।

ହିଞ୍ଜିଳିକାଟୁ,୨୮/୦୧(ପିପିଟି) ହିଞ୍ଜିଳିକାଟୁ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଡାଲା ଟାଟାଏସି ଧକ୍କାରେ ସ୍କୁଟି ଚାଳକ ତଥା କଳିଙ୍ଗ ଟିଭ ସାମ୍ବାଦିକଙ୍କ ବାପାଙ୍କ ମୃତ୍ୟୁ ହୋଇଛି । ମୃତ ଜଣକ ହେଲେ ହିଞ୍ଜିଳିକାଟୁ…
Read More...