Yearly Archives

2026

ମହାନ୍ ସଂଘ ପକ୍ଷରୁ “ଯୋଗ ମହୋତ୍ସବ – ୨୬” ଅନୁଷ୍ଠିତ ।

ବ୍ରହ୍ମପୁର,୦୩/୦୪(ପିପିଟି):ଯୋଗ ସୁସ୍ଥ ମସ୍ତିଷ୍କ ଗଠନ ସହ,ମଣିଷ କୁ ବିକଶିତ ହେବାରେ ସହାୟକ ହୋଇଥାଏ। ବର୍ତ୍ତମାନ ସମାଜରେ ଯେପରି ବିଭିନ୍ନ ପ୍ରକାର ରୋଗ ବ୍ୟାଧି ବଢ଼ିବାରେ ଲାଗିଛି, ସେଥିରୁ ମୁକ୍ତି ନିମନ୍ତେ ଯୋଗ ଅଭ୍ୟାସ…
Read More...

ଓକିଲ ସଂଘ ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ।

ଭଞ୍ଜନଗର,୦୩/୦୪(ପିପିଟି ):ଶପଥ ଗ୍ରହଣ ଉତ୍ସବରେ ଭଞ୍ଜନଗର ବାର ଆସୋସିଏସନର ନବ ନିର୍ବାଚିତ କର୍ମକର୍ତ୍ତାମାନେ ଶୁକ୍ରବାର ଶପଥ ନେଇଛନ୍ତି। ନିର୍ବାଚନ ଅଧିକାରୀ ଲଡ଼ୁ କିଶୋର ଅଳତିଆ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ ପଦ ଓ…
Read More...

ବିଞ୍ଚଣାରେ ପଞ୍ଚଶମ୍ଭୁ ମହାମିଳନ ; ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ।

ବେଲଗୁଣ୍ଠା, ୦୩/୦୪(ପିପିଟି ):ଆଜି ବେଲଗୁଣ୍ଠା ବ୍ଳକ୍ ବିଞ୍ଚଣା ଗ୍ରାମରେ ମହାସମାରୋହରେ ଅନୁଷ୍ଠିତ ହୋଇଛି ପଞ୍ଚଶମ୍ଭୁ ଏବଂ ପାଞ୍ଚ କାଳୀଙ୍କ ମହାମିଳନ । ଏହି ମହାମିଳନରେ ଗୋବରା, ଡେଙ୍ଗାପଦର,ବେଲଗୁଣ୍ଠା-୧,ବେଲଗୁଣ୍ଠା-୨ ଏବଂ…
Read More...

୫ମ ପ୍ରତିଷ୍ଠା ଦିବସ ଉତ୍ସବରେ ଓଡ଼ିଆ ଅସ୍ମିତାର ପର୍ବ ପାଳିଲେ ଶରତ କର ଓ ଅନିମା କର ଫାଉଣ୍ଡେସନ ।

ଭୁବନେଶ୍ୱର,୦୨/୦୪(ପିପିଟି): ଆଜି ଥିଲା ପବିତ୍ର ଓଡ଼ିଆ ଅସ୍ମିତାର ପର୍ବ "ଉତ୍କଳ ଦିବସ" । ରାଜଧାନୀ ଭୁବନେଶ୍ଵର ୟୁନିଟ୍ - ୩ ସ୍ଥିତ ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟରସ୍ ସର୍ଭିସ୍ ଆସୋସିଏସନ୍ ସଭା କକ୍ଷରେ ସ୍ୱେଚ୍ଛାସେବୀ…
Read More...

“ଆମ ପୋଷାକ ଆମ ପରିଚୟ” ଦିବସ ପାଳିତ ।

ଛତ୍ରପୁର,୦୨/୦୪(ପିପିଟି):ଏପ୍ରିଲ ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳନ ହେଉଛି ଓଡ଼ିଆ ପକ୍ଷ। ଆଜି ଓଡ଼ିଆ ପକ୍ଷ ପାଳନର ଦ୍ଵିତୀୟ ଦିବସରେ ଗଞ୍ଜାମ ଜିଲ୍ଲାର ଅଧିକାରୀ ଓ କର୍ମଚାରୀମାନେ ପାରମ୍ପରିକ ପୋଷାକ ପରିଧାନ କରି "ଆମ ପୋଷାକ…
Read More...

ମାଲକାନଗିରିରେ ଓଡ଼ିଆ ପକ୍ଷ ପାଳନ ।

ମାଲକାନଗିରି, ୦୨/୦୪(ପିପିଟି):ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡ଼ିଆ ପକ୍ଷ ଅବସରରେ ଓଡ଼ିଶାର ସମୃଦ୍ଧ ସଂସ୍କୃତି ଓ ପାରମ୍ପରିକ ପୋଷାକର ପ୍ରଚାର ପ୍ରସାର ପାଇଁ ଆମ ପୋଷାକ ଆମ ପରିଚୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।…
Read More...

ଯୋଜନା ବୋର୍ଡ଼ ଅଧ୍ୟକ୍ଷ ବିଧାୟକ ଆକାଶଙ୍କୁ ଶୁଭେଚ୍ଛା ।

ଯାଜପୁର,୦୨/୦୪(ପିପିଟି): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁର ଜିଲା ଯୋଜନା ବୋର୍ଡ ଅଧ୍ଯକ୍ଷ ଭାବେ କୋରାଇ ବିଧାୟକ ଆକାଶ ଦାସ ନାୟକଙ୍କୁ ନିଯୁକ୍ତ କରାଯାଇଥିବାରୁ ତାଙ୍କୁ ସାରା ନିର୍ବାଚନମଣ୍ଡଳୀରୁ…
Read More...

ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ପୋଷଣ-୧୫ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ।

ମାଲକାନଗିରି,୦୨/୦୪(ପିପିଟି):ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏପ୍ରିଲ ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରାଯାଉଛି। ଏହି ଅବସରରେ ମାଲକାନଗିରି ଜିଲ୍ଲା…
Read More...

“ଘୁମୁସରର ସ୍ବର” ର ୧୬୦ତମ ସାହିତ୍ୟ ଆଲୋଚନା ଚକ୍ରରେ କବି ଡାକ୍ତର ରାଜେନ୍ଦ୍ର କୁମାର ବେହରା…

ପୋଲସରା ,୦୨/୦୪(ପିପିଟି) :ଓଡ଼ିଆ ଭାଷା ସାହିତ୍ୟ କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ "ଘୁମୁସର ର ସ୍ବର" ବାଲିପଦର ପକ୍ଷରୁ ଚୈତ୍ର ପୁର୍ଣ୍ଣିମା ଅବସରରେ ୧୬୦ତମ ଆଲୋଚନା ଚକ୍ର, ସମ୍ବର୍ଦ୍ଧନା ସଭା ଓ କବିତା ଆସର ବାଲିପଦର…
Read More...

ବୁଗୁଡ଼ା ଆଇନଜୀବୀ ସଂଘ ନବ ନିର୍ବାଚିତ ସଦସ୍ୟଙ୍କ ଶପଥ ପାଠ ଓ ଉତ୍କଳ ଦିବସ ପାଳିତ ।

ପୋଲସରା ,୦୨/୦୪(ପିପିଟି): ରାଜ୍ୟସାରା ସମସ୍ତ କୋର୍ଟ ମାନଙ୍କର ଆଇନଜୀବି ସଂଘର ନିର୍ବାଚନ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଆଇନଜୀବୀ ସଂଘରେ ନିର୍ବାଚନ ହୋଇଥିଲା । ପ୍ରତିଦ୍ବନ୍ଦୀଙ୍କ ଠାରୁ ବିଜୟୀ ହୋଇଥିବା…
Read More...