Yearly Archives

2026

ରଥଯାତ୍ରା-୨୦୨୬: ପୁରୀ ମହାନଗର ନିଗମ ପକ୍ଷରୁ ନିରବଚ୍ଛିନ୍ନ ନାଗରିକ ସେବା ।

ପୁରୀ, ୧୮/୦୭(ପିପିଟି): 'ସ୍ୱଚ୍ଛତା ହିଁ ସେବା' ଅଭିଯାନର ଆଭିମୁଖ୍ୟକୁ ଆଧାର କରି ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ସାମିଲ ହେଉଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସ୍ୱାଗତ ପାଇଁ ପବିତ୍ର ଶ୍ରୀକ୍ଷେତ୍ରରେ ଏକ ବୃହତ୍ ନାଗରିକ ସେବା…
Read More...

ବାଲ୍ୟ ବିବାହ ମୁକ୍ତ ପାଇଁ ପ୍ରଶାସନ ସ୍ତରରେ ସମୀକ୍ଷା ।

ମାଲକାନଗିରି, ୧୮/୦୭(ପିପିଟି):ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ବାଲ୍ୟ ବିବାହ ନିରାକରଣ ନିମନ୍ତେ ଏକ ଜିଲ୍ଲାସ୍ତରୀୟ ସ୍ୱତନ୍ତ୍ର କାର୍ଯ୍ୟାନ୍ୱୟନ ତାଲିମ କାର୍ଯ୍ୟକ୍ରମ ଓ ସମୀକ୍ଷା ବୈଠକ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି…
Read More...

ସଡକ ଦୁର୍ଘଟଣାରେ ମୃତ ତହସିଲ କର୍ମଚାରୀ ଓ ନିଟ ଛାତ୍ରକୁ ବିଧାୟକଙ୍କ ସହୟତା ।

ଯାଜପୁର,୧୮/୦୭(ପିପିଟି): ଧର୍ମଶାଳା ବିଧାୟକ ହିମାଂସୁ ଶୈଖହର ସାହୁ ଆଜି ଆରୁହା ଗ୍ରାମକୁ ଯାଇ ସଡକ ଦୁର୍ଘଟଣାରେ ମୃତ ତହସିଲ କର୍ମଚାରୀଙ୍କ ପରିବାର ଓ ନିଟ ପରୀକ୍ଷାରେ ସଫଲତା ହାସଲ କରିଥିବା ଛାତ୍ରକୁ ଭେଟି ସହାୟତା ପ୍ରଦାନ…
Read More...

ଘୋଡ଼ାପଲାଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନୂତନ ପରିଚାଳନା କମିଟି।

ପୋଲସରା,୧୮/୦୭ (ପିପିଟି) : ପୋଲସରା ବ୍ଲକ ଘୋଡ଼ାପଲାଣ ଗ୍ରାମପଞ୍ଚାୟତ ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଘୋଡ଼ାପଲାଣ ନୂତନ ପରିଚାଳନା କମିଟି ଗଠନ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲୀପ କୁମାର ସେଠୀଙ୍କ…
Read More...

ପୋଲସରା ଡି.ଏମ୍.ପି. ସ୍କୁଲ ପକ୍ଷରୁ ୭୭ତମ ବନ ମହୋତ୍ସବ ପାଳନ।

ପୋଲସରା,୧୮/୦୭ (ପିପିଟି):ପୋଲସରା ଦାଶରଥିନଗର ସ୍ଥିତ ଦୀପକ୍ ମେମୋରିଆଲ ପବ୍ଲିକ ସ୍କୁଲ ପକ୍ଷରୁ ୭୭ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିଭା ରଥଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ…
Read More...

କୋଦଳା ପିଏମଶ୍ରୀ ସ୍ବର୍ଣ୍ଣମୟୀ ଉଚ୍ଚ ବିଦ୍ୟାଳୟରେ ପରିଚାଳନା କମିଟି ଗଠିତ ।

ବେଗୁନିଆପଡା,୧୮/୦୭(ପିପିଟି): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ କୋଦଳା ଏନ୍ଏସି ସ୍ଥିତ ପିଏମଶ୍ରୀ ସ୍ବର୍ଣ୍ଣମୟୀ ଉଚ୍ଚ ବିଦ୍ୟାଳୟରେ ପରିଚାଳନା କମିଟି ଗଠିତ ହୋଇଯାଇଛି । ଶତାଧିକ ଅଭିଭାବକ, ଶିକ୍ଷାବିତ୍,…
Read More...

ରଥଯାତ୍ରାରେ ଓମ୍ଫେଡ୍ ର ସିଏସ୍ଆର କାର୍ଯ୍ୟକ୍ରମ ,୨୫ ହଜାର ଶ୍ରଦ୍ଧାଳୁଙ୍କୁ ବାଣ୍ଟିଲା ମ୍ୟାଙ୍ଗୋ ଜୁସ୍।

ଭୁବନେଶ୍ବର,୧୭/୦୭(ପିପିଟି) : ରଥଯାତ୍ରା ଉପଲକ୍ଷେ ଓମ୍ଫେଡ୍ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (CSR) କାର୍ଯ୍ୟକ୍ରମ ଜରିଆରେ ପୁରୀ ବଡଦାଣ୍ଡରେ ଶ୍ରଦ୍ଧାଳୁମାନଙ୍କୁ…
Read More...

ବିଇଏମ୍‌ସିରେ ପଶୁ କଲ୍ୟାଣ ସମୀକ୍ଷା ବୈଠକ: କୁକୁର ବନ୍ଧ୍ୟାକରଣ, ପଶୁଙ୍କ ଚିକିତ୍ସା ଓ ବୈଜ୍ଞାନିକ ବର୍ଜ୍ୟ ପରିଚାଳନା…

ବ୍ରହ୍ମପୁର,୧୭/୦୭(ପିପିଟି) : ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି) ପକ୍ଷରୁ ସହରରେ ପଶୁ କଲ୍ୟାଣ, ପଶୁ ସୁରକ୍ଷା ଏବଂ ବୁଲା ପଶୁଙ୍କ ମାନବିକ ପରିଚାଳନାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଶୁକ୍ରବାର ନିଗମର ମିନି…
Read More...

“ସନ୍ଥ ଭୀମଭୋଇ” ଶ୍ରେଷ୍ଠ କୋସଲି ବାୟୋପିକ ଚଳଚିତ୍ର ଭାବେ ପୁରସ୍କୃତ ।

ସୁବର୍ଣ୍ଣପୁର ,୧୭/୦୭(ପିପିଟି):ଇଫମା (ଇଣ୍ଡିଆନ ଫିଲ୍ମ ମେକର ଏସୋସିଏସନ) ଦ୍ୱାରା ଆୟୋଜିତ ଓଲିଉଡ଼ ଇଣ୍ଟରନେସନାଲ ଫିଲ୍ମ ଫେଷ୍ଟିଭାଲରେ ସନ୍ଥକବି ଭୀମ ଭୋଇ ଙ୍କ ଜୀବନୀ ଉପରେ ଆଧାରିତ କୋଶଲି ଚଳଚିତ୍ର ସନ୍ଥ ଭୀମଭୋଇ ବେଷ୍ଟ…
Read More...

ବୁଗୁଡ଼ା ପଞ୍ଚାୟତ ସମିତିର ନବମ ସାଧାରଣ ବୈଠକ।

ପୋଲସରା ,୧୭/୦୭(ପିପିଟ): ବୁଗୁଡ଼ା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ୧୭/୭/୨୬ ତାରିଖ ଦିନ ନବମ ସାଧାରଣ ବୈଠକ ବ୍ଳକ ଅଧ୍ୟକ୍ଷା କେ ପ୍ରିୟଦର୍ଶିନୀ ଆଚାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପୋଲସରା ବିଧାୟକ ତଥା…
Read More...