ବୋଲଗଡ଼ ଅଞ୍ଚଳର ବିଭିନ୍ନ ପୂଜାମଣ୍ଡପ ରେ ମା’ଶ୍ୟାମାକାଳୀଙ୍କ ପୂଜା ଅନୁଷ୍ଠିତ।
ବୋଲଗଡ଼,୦୧/୧୧(ପିପିଟି): ବୋଲଗଡ଼ ବ୍ଲକ ଅଞ୍ଚଳ ରେ ପୁରପଲ୍ଲୀ ରେ ଆଲୋକର ପର୍ବ ଦୀପାବଳୀ କୁ ଧୁମଧାମରେ ପାଳନ କରାଯାଇଛି। ଛୋଟ ପିଲାମାନଙ୍କ ଠାରୁ ବଡ ପର୍ଯନ୍ତ ନିଜ ନିଜ ଘରେ ରଙ୍ଗବେରଙ୍ଗର ଲିଚୁ ଲାଇଟ୍ ସଜାଇ ଦୀପ ଜଳେଇ…
Read More...
Read More...