Yearly Archives

2024

ଦେଓଗାଁ ଭୀମପାହାଡ଼ ମହୋତ୍ସବର ୨ୟ ସନ୍ଧ୍ୟା;ବୀରତ୍ୱର ଗାଥା କହୁଛି ଭିମପାହାଡ଼, ଏଠି ଜନ୍ମ ନେଇଥିଲେ ପ୍ରଥମ ସ୍ୱାଧୀନତା…

ଦେଓଗାଁ,୦୩/୧୧: ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଳକ ମକୁନ୍ଦପୁର ପଞ୍ଚାୟତ ଅଧିନରେ ଥିବା ପର୍ଯ୍ୟଟନ ସ୍ଥଳୀ ଭୀମପାହାଡ଼ରେ ୧୯ତମ ଗିରି ଗୋବର୍ଦ୍ଧନ ପୂଜା ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ୧୦ ତମ ଭୀମପାହାଡ଼ ମହୋତ୍ସବର ଶନିବାର…
Read More...

କୁଲାଡ଼ ଠାରେ ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ।

ଭଞ୍ଜନଗର, ୦୨/୧୧(ପିପିଟି) : ଭଞ୍ଜନଗର ବ୍ଳକ୍ କୁଲାଡ ଠାରେ ଶ୍ରୀ ଶ୍ରୀ ରାଧା ଗିରିଧାରୀ ଆଶ୍ରମ ପକ୍ଷରୁ ଗୋବର୍ଦ୍ଧନ ପୂଜା ଏବଂ ଅନ୍ନକୂଟ୍ଟ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥି ନିମିତ୍ତ କୁଲାଡ ଗ୍ରାମରେ ଆଜି…
Read More...

***ନବ ନବୀନା***

ମାଛି ମାଛି ସଞ୍ଜେ ପ୍ରଦୀପ ଜାଳିଲେ ଆଲୋକ ହଟାଏ ଅମା..... ସେ ଆଲୋକେ ତୁମ ସ୍ବର୍ଣ୍ଣାଭ ବଦନ ଦିଶେ କେଡେ ଅନୁପମା.......!! ବିମ୍ବ ଓଠେ ତୁମେ ମୃଦୁ ମନ୍ଦ ହସ ପ୍ରେମିକ ସଜାଇ ମୋତେ..... ତୁମ ସୌନ୍ଦର୍ଯ୍ୟ ର ରସିକ…
Read More...

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ।

ମାଲକାନଗିରି, ୦୨/୧୧(ପିପିଟି) :ମାଲକାନଗିରି ଜିଲ୍ଲାରେ ଦୁର୍ନୀତି ନିବାରଣ ସପ୍ତାହ ଚଳିତ ମାସ ୨୮ ତାରିଖ ଠାରୁ ଆରମ୍ଭ ହୋଇ ଆସନ୍ତା ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ଚାଲୁ ରହିଛି । ଏହି ଅବସରରେ ଜିଲ୍ଲା ପରିଷଦସମ୍ମିଳନୀ…
Read More...

ଦୀପ୍ତିମୟୀ ପାତ୍ର ପୋଲସରାର ନୂତନ ତହସିଲଦାର ।

ପୋଲସରା , ୦୨/୧୧(ପିପିଟି):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରାର ନୂତନ ତହସିଲଦାର ଭାବେ ଦୀପ୍ତିମୟୀ ପାତ୍ର ନଭେମ୍ବର ୦୨ ତାରିଖ ଦିନ ଯୋଗଦେଇ ଦାୟିତ୍ବ ଗ୍ରହଣ କରିଛନ୍ତି। ପୂର୍ବରୁ ସେ ପଦ୍ମପୁର ତହସିଲଦାର ଭାବେ କାର୍ଯ୍ୟ…
Read More...

ଘନ କୁହୁଡି ପାଇଁ ଦୁର୍ଘଟଣା, ରାସ୍ତାରେ ତିନିଘଣ୍ଟା ଧରି ଗାଡ଼ି ଚଳାଚଳ ବାଧାପ୍ରାପ୍ତ।

ଖୋର୍ଦ୍ଧା,୦୨/୧୧(ପିପିଟି):ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳରେ ପ୍ରବଳ ଘନକୁହୁଡ଼ି ହେତୁ ଜନ ଜୀବନ ଅସ୍ତବ୍ୟସ୍ତ। ଆଜି ସକାଳୁ ସକାଳୁ ଏହି ଘନ କୁହୁଡି ଦେଖିବାକୁ ମିଳିଥିଲା, ବେଗୁନିଆ ଅଞ୍ଚଳରେ। ରାସ୍ତାଘାଟରେ ଗାଡି ଚଳାଚଳ…
Read More...

ନିଷ୍ଠୁର ସ୍ୱାମୀ ସ୍ତ୍ରୀକୁ କାଠ ଫାଳିଆରେ ପିଟି ପିଟି ହତ୍ୟା କଲା ।

ରେଢ଼ାଖୋଲ,୦୨/୧୧ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ କାଠ ଫାଳିଆରେ ପିଟି ପିଟି ହତ୍ୟା କଲା ସ୍ୱାମୀ । ଏମିତି ଅଭାବନୀୟ ଘଟଣା ଘଟିଛି କିସିଣ୍ଡା ଥାନା ଗିରିଶ୍ଚନ୍ଦ୍ରପୁର ଗ୍ରାମର କୁଟ୍ରାସାହିରେ । ଗ୍ରାମର ରୁଦ୍ର…
Read More...

ସୁକିନ୍ଦା ଏବେ ଅସୁରକ୍ଷିତ;ବାଜିରେ ଲାଗିଛି ଶ୍ରମିକଙ୍କ ଜୀବନ-ପୁର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ ।

ଯାଜପୁର,୦୨/୧୦(ପିପିଟି):ଜୁନ ୪ ତାରିଖ ପରଠାରୁ ଅଶାନ୍ତ ହୋଇ ଉଠିଥିବା ସୁନାର ସୁକିନ୍ଦା ଆଜି ଅସୁରକ୍ଷିତ ହୋଇ ପଡିଛି । ଯାହା ଫଳରେ ସାମାଜିକ ସୁରକ୍ଷା ଆଜି ଚିନ୍ତାର ବିଷୟ ହୋଇଛି । ବିଶେଷ କରି ଶ୍ରମିକ ମାନଙ୍କ ଜୀବନ ପ୍ରତି…
Read More...

ପାହାଡ ପର୍ବତ ଓ ପରିବେଶ ଆମ ପାଇଁ ଠାକୁର-ସତୀଶ୍ ବିଶ୍ବାଳ ।

ଯାଜପୁର,୦୨/୧୧(ପିପିଟି): ଭଗବାନ ଶ୍ରୀକୃଷ୍ଣ ପାହାଡ ପୂଜା ପରମ୍ପରା ଆରମ୍ଭ କରି ଗିରିଗୋବର୍ଦ୍ଧନ ପୂଜା କରିଥିଲେ । ଏହାଦ୍ୱାରା ପାହାଡ ପର୍ବତ ଓ ପରିବେଶ ଆମ ପାଇଁ ଠାକୁର ବୋଲି ନିଜେ ଭଗବାନ ଆମକୁ ଶିଖାଇଛନ୍ତି । ଆମ ଠାକୁର…
Read More...

ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ଆର୍ଥିକ ସହାୟତା କଲେ ପୂର୍ବତନ ମନ୍ତ୍ରୀ।

ବୁଗୁଡା,୦୨/୧୧(ପିପିଟି):ବୁଗୁଡ଼ା ବ୍ଲକ୍ ଅନ୍ତରପଡ଼ା ଗ୍ରାମର ନାବାଳକ ଆଲୋକ ସାହୁ (ବୟସ - ୧୭) ବିଦ୍ୟୁତ୍ ଆଘାତ ରେ ମୃତ୍ୟୁ ବରଣ କରିଥିବା ଖବର ପାଇ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଯାଇ ଶୋକ…
Read More...