ଭୁବନେଶ୍ବର ୦୮/୦୭(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୫୪୨ । ପଜିଟିଭ ସଂଖ୍ୟା ୯,୩୨,୩୩୦ ଚିହ୍ନଟ ହୋଇଛନ୍ତି ୯,୦୦,୨୮୨ ଜଣ ସୁସ୍ଥ ହୋଇଥିବା ବେଳେ ୨୭,୫୮୦ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୪୪୧୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୩୯,୩୩୩ ସୁସ୍ଥ ସଂଖ୍ୟା ୧,୩୩,୭୪୧ ଚିକିତ୍ସିତ ସଂଖ୍ୟା ୪,୮୬୨, ମୃତ ସଂଖ୍ୟା ୭୨୦ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୦,୨୮୩ ସୁସ୍ଥ ସଂଖ୍ୟା ୭୫,୭୫୦ ଚିକିତ୍ସିତ ସଂଖ୍ୟା ୪,୨୨୬, ମୃତ ସଂଖ୍ୟା ୩୦୩, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୧୭୯ ସୁସ୍ଥ ସଂଖ୍ୟା ୩୨,୬୯୫ ଚିକିତ୍ସିତ ସଂଖ୍ୟା ୧୧୨, ମୃତ ସଂଖ୍ୟା ୩୬୪, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୯,୫୬୦ ସୁସ୍ଥ ସଂଖ୍ୟା ୫୮,୬୧୨ ଚିକିତ୍ସିତ ସଂଖ୍ୟା ୫୬୦ ,ମୃତ ସଂଖ୍ୟା ୩୮୪ ,
ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୦,୯୯୯ ସୁସ୍ଥ ସଂଖ୍ୟା ୧୦,୪୨୦ ଚିକିତ୍ସିତ ସଂଖ୍ୟା ୫୩୬ ,ମୃତ ସଂଖ୍ୟା ୪୦ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।