ଭୁବନେଶ୍ବର ୨୭/୧୧(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୬୪। ପଜିଟିଭ ସଂଖ୍ୟା ୧୦,୪୮,୪୯୨ ଚିହ୍ନଟ ହୋଇଛନ୍ତି ୧୦,୩୭,୬୦୯ ଜଣ ସୁସ୍ଥ ହୋଇଥିବା ବେଳେ ୨,୪୨୪ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୪୦୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୭୮,୭୧୯ ସୁସ୍ଥ ସଂଖ୍ୟା ୧,୭୬,୦୪୨ ଚିକିତ୍ସିତ ସଂଖ୍ୟା ୧,୦୮୮, ମୃତ ସଂଖ୍ୟା ୧୫୭୯ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୫,୧୭୩, ସୁସ୍ଥ ସଂଖ୍ୟା ୯୪,୧୬୩ ଚିକିତ୍ସିତ ସଂଖ୍ୟା ୧୫୧, ମୃତ ସଂଖ୍ୟା ୮୫୫, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୯୧୦ ସୁସ୍ଥ ସଂଖ୍ୟା ୩୩,୩୯୯ ଚିକିତ୍ସିତ ସଂଖ୍ୟା ୨୨ ମୃତ ସଂଖ୍ୟା ୪୮୧, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୨,୧୦୧ ସୁସ୍ଥ ସଂଖ୍ୟା ୬୧,୩୬୧ ଚିକିତ୍ସିତ ସଂଖ୍ୟା ୧୪୫, ମୃତ ସଂଖ୍ୟା ୫୯୧ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।